ବିଶାଳ ଅଜଗର ଭ୍ୟାନର କରିଦେଲା ଏମିତି ଅବସ୍ଥା, ଏପରି କିଛି ଆଗରୁ କେବେ ଦେଖି ନଥିବେ, ଚମକି ଗଲେ ସବୁ… ଦେଖନ୍ତୁ ଭିଡ଼ିଓ

ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଏକ ଭିଡିଓ ବୋହୁ ମାତ୍ରାରେ ଭାଇରାଲ ହେଉଛି ଯେଉଁଥିରେ ଏକ ଅଜଗର କାର୍ ରେ ଗୁଡ଼ାଇ ହୋଇ ରହିଛି ତେବେ ଯଦି ଆମେ ହଠାତ୍ ଆମ ଚାରିପାଖରେ ସାପ ଦେଖନ୍ତି ତାହେଲେ ଆମ ଅବସ୍ଥା ବୋହୁତ ଖରାପ ହୋଇଯାଏ ଲୋକମାନେ ସାପଠାରୁ ବହୁ ଦୂରକୁ ଦୌଡିବାକୁ ଚାହାଁନ୍ତି କିନ୍ତୁ ଯଦି ଆମେ ଏକ ବିଶାଳ ଅଜଗର ଦେଖିଲେ ଯାହା ଏକ କାରରେ ଗୁଡ଼ାଇ ହୋଇଥିବ|

ତାହେଲେ ସେହି କାରରେ ଥିବା ଲୋକର ଅବସ୍ଥା କଣ ହେବ ଆପଣମାନେ ଭାବି ପାରୁଥିବେ ଏହି ଭାଇରାଲ୍ ଭିଡିଓ ଲୋକଙ୍କ ହୃଦୟକୁ ଦୋହଲାଇ ଦେଉଛି ଟ୍ୱିଟରରେ ସେୟାର ହୋଇଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ଏକ ବିରାଟ ଅଜଗର ଥିବା ଏକ ଗାଡିକୁ ଚଳାଉଛି।

ଏହି ଭାଇରାଲ୍ ଭିଡିଓରେ ଦେଖିପାରୁଥିବେ ଯେ ଜଣେ ବ୍ୟକ୍ତି ମୋବାଇଲ୍ କ୍ୟାମେରାରେ ଦୂରରୁ ଭିଡିଓ ରେକର୍ଡିଂ କରୁଛନ୍ତି ଅଜଗର ଗୁଡ଼ିକ ବହୁତ ଭଲ ଆକାରରେ ଅଛି ଏବଂ ଗାଡ଼ିକୁ ସମ୍ପୂର୍ଣ୍ଣ ଭାବେ କଭର୍ କରି ନେଇଛି ଏହାଦେଖି ଅନେକ ଲୋକ ଚିତ୍କାର କରୁଥିବା ଶୁଣିବାକୁ ମିଳୁଥିବାବେଳେ ଅଜଗରଟି ଭିଡିଓରେ ଗତି କରୁଥିବାର ଦେଖାଯାଏ ନାହିଁ|

ଏହି ସମୟରେ ଜଣେ ଉପଭୋକ୍ତା ଦାବି କରିଛନ୍ତି ଯେ ଭିଡିଓଟି ନକଲି ଏବଂ ଏହାକୁ ଭାଇରାଲ କରିବା ପାଇଁ ତିଆରି କରାଯାଇଛି ସାପର ଶରୀରରେ ଥିବା ଢାଞ୍ଚା ଏବଂ ଏହାର ରଙ୍ଗ ଯୋଗୁଁ ଲୋକମାନେ ଏହି ଅଜଗରକୁ ନକଲି ବୋଲି ଦାବି କରୁଛନ୍ତି।

ଦର୍ଶକ ମାନେ ଭିଡିଓର ସତ୍ୟତା ଉପରେ ସନ୍ଦେହ କରୁଛନ୍ତି ଏବଂ ସାପକୁ ନକଲି ବୋଲି କହିଛନ୍ତି ଏହା ଏକ ଭଲ ପ୍ରୟାସ କିନ୍ତୁ ବିଫଳ ହୋଇଛି ବୋଲି ମଧ୍ୟ କିଛି ୟୁଜର କହିଛନ୍ତି ଏହି ସମୟରେ ଜଣେ ଟ୍ୱିଟର ୟୁଜର କମେଣ୍ଟ ବକ୍ସରେ ଲେଖିଛନ୍ତି ଯେ ଯଦି ଡ୍ରାଇଭର ଗାଡ଼ିରେ ଉପସ୍ଥିତ ଥାଆନ୍ତି |

ତେବେ ତାଙ୍କ ସହ କଣ ହୋଇଥାନ୍ତା ଅନ୍ୟ ଜଣେ କହିଲେ ଯେଉଁଠାରେ ବିଶାଳ ଅଜଗର ଅଛି ସେହି ସ୍ଥାନକୁ ଯିବେ ନାହିଁ ସୋସିଆଲ ମିଡିଆରେ ଏଭଳି ଅନେକ କମେଣ୍ଟ ଆସିଥିଲା ଏହାକୁ ଟ୍ୱିଟରରେ ରେକ୍ସ ଚାପମ୍ୟାନ ସେୟାର କରିଥିଲେ ଏବଂ କ୍ୟାପସନରେ ଲେଖିଥିଲେ ତୁମେ ଭୟ କରିଛ କି।