ବୋହୁ ବିବାଦ ପରେ ଏବେ ପୁଣି ଫେରିଲେ ପ୍ରକୃତି ମିଶ୍ର, ଏଥର ଏହି ରୂପରେ ଆସିବେ Najar… ଦେଖିକି ହଲିଯିବେ ଆପଣ…

ନମସ୍କାର ବନ୍ଧୁଗଣ ବୋହୁ ବାଦ ପ୍ରତିବାଦ ପରେ ପୁଣିଥରେ ଆସିବାକୁ ଯାଉଛନ୍ତି ପ୍ରକୃତି ମିଶ୍ର ଏଥର ଚଳଚ୍ଚିତ୍ର ଜରିଆରେ କମବ୍ୟାକ୍ କରିବାକୁ ଯାଉଛନ୍ତି ପ୍ରକୃତି ମିଶ୍ର ଦ୍ରୌପଦୀ ନାମକ ଏକ ଚଳଚ୍ଚିତ୍ରରେ ପ୍ରକୃତି ମିଶ୍ରଙ୍କୁ ଆପଣମାନେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଦେଖିବାକୁ ପାଇବେ ଏହା ତରଙ୍ଗ ପ୍ରଡକ୍ସନରେ ରିଲିଜ୍ ହେବାକୁ ଯାଉଛି |

ଏଥିରେ ପ୍ରକୃତି ମିଶ୍ର ମୁଖ୍ୟ ଅଭିନେତ୍ରୀ ଭୂମିକାରେ ତଥା ଦ୍ରୌପଦୀ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। ତେବେ ବୋହୁ ବାଦ ପ୍ରତିବାଦ ପରେ ପ୍ରକୃତି ମିଶ୍ର ପୁଣିଥରେ କମବ୍ୟାକ୍ କରିଛନ୍ତି ଏବଂ ଦର୍ଶକମାନେ ତାଙ୍କୁ ଦେଖିବେ ଏବଂ ଭଲ ପାଇବା ଦେବେ ବୋଲି ପ୍ରକୃତି ମିଶ୍ର ଆଶା ରଖିଛନ୍ତି ତେବେ ପ୍ରକୃତି ମିଶ୍ରଙ୍କର ଏହି କମବ୍ୟାକ୍ କୁ ନେଇ ଅନେକ ସୋସିଆଲ ମିଡିଆରେ ପ୍ରକୃତିଙ୍କୁ ନେଇ ଅନେକ ପ୍ରଶ୍ନ ଉଠୁଛି |

ଏବଂ କିଛି ଲୋକ ତାଙ୍କୁ ସପୋର୍ଟ କରିଥିବାର ମଧ୍ୟ ଦେଖିବାକୁ ମିଳିଛି ଏବଂ ଯାହାକି ପ୍ରକୃତି ମିଶ୍ର ନିଜ ଷ୍ଟାଟସ୍ ରେ ସେୟାର କରିଛନ୍ତି ତେବେ ତରଙ୍ଗ ପ୍ରଡକ୍ସନରେ ଦ୍ରୌପଦୀ ନାମକ ଏହି ଚଳଚ୍ଚିତ୍ର ଆସିବାକୁ ଯାଉଛି ଯାହା ଲୋକଙ୍କୁ ବୋହୁତ ପସନ୍ଦ ଆସିବ ଆଉ ଦ୍ରୌପଦୀ ଭୂମିକାରେ ନଜର ଆସିବେ ପ୍ରକୃତି ମିଶ୍ର ବୋହୁ ବାଦ ପ୍ରତିବାଦ ପରେ ପ୍ରକୃତି ମିଶ୍ର ଏବେ ଏକ ନୂଆ ଚଳଚ୍ଚିତ୍ର ନେଇ ଆସିବାକୁ ଯାଉଛନ୍ତି |

ଶୁଣିବାକୁ ମିଳୁଛି ବାବୁସାନ୍ ମହାନ୍ତିଙ୍କ ଗଜପତି ଚଳଚ୍ଚିତ୍ର ସାଙ୍ଗରେ ଟକ୍କର ଦବ ଦ୍ରୌପଦୀ ଏବଂ ଗଜପତିରେ ବାବୁସାନ୍ ମୁଖ୍ୟ ନାୟକ ଭାବରେ ଥିବାବେଳେ ଦ୍ରୌପଦୀରେ ଦେଖିବାକୁ ପାଇବେ ପ୍ରକୃତି ମିଶ୍ରଙ୍କୁ। ତେବେ ପ୍ରକୃତି ଆଉ ବାବୁସାନ୍ ଙ୍କ ଦମଦାର ଟକ୍କର ହେବାକୁ ଯାଉଛି ଚଳଚ୍ଚିତ୍ର ମାଧ୍ୟମରେ ତେବେ ଗଜପତି ଫିଲ୍ମ ରିଲିଜ୍ ହେବାର ଖବରଟି ବାବୁସାନ୍ ତାଙ୍କ ଜନ୍ମଦିନରେ ଦର୍ଶକମାନଙ୍କୁ ଭେଟି ଦେଇଥିଲେ|

ଦ୍ରୌପଦୀ କିଛିଦିନ ପରେ ଆସିବାକୁ ଯାଉଛି ବୋଲି ପ୍ରକୃତି ମିଶ୍ର ଆଜି ତାଙ୍କ ଇନ୍ଷ୍ଟାଗ୍ରାମ ଷ୍ଟୋରିରେ ସେୟାର କରିଥିଲେ ଏବଂ ପ୍ରକୃତି ମିଶ୍ର ଏଥିରେ ମୁଖ୍ୟ ଭୂମିକାରେ ମଧ୍ୟ ନଜର ଆସିବେ ତେବେ ଏହି ଦ୍ରୌପଦୀ ଚଳଚ୍ଚିତ୍ରକୁ ନେଇ ଆପଣଙ୍କ ମତାମତ କଣ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।