ବହୁତ ସଂସ୍କରୀ ହେଇଥାନ୍ତି ଓ ଭଦ୍ର ହେଇଥାନ୍ତି ଏହି ନାମର ଲୋକ ମାନେ, ମହିଳା ମାନଙ୍କର ଦିୟନ୍ତି ସମ୍ନାନ

ବର୍ତମାନ ସମୟ ରେ ମଧ୍ୟ ସଂସ୍କାର ର କଥା ଆସିଲେ ସର୍ବଦା ଦୁନିଆ ରେ ଝିଅ ଙ୍କୁ ହିଁ ଅଧିକ ପ୍ରାଧାନ୍ୟ ଦିଆ ଯାଇଥାଏ I କିନ୍ତୁ ବର୍ତମାନ ସମୟ ରେ ଆଧୁନିକ ଯୁଗ ରେ ଯୁବତୀ ଙ୍କ ପାଖ ରେ ସଂସ୍କାର ର ଖୁବ ଅଭାବ ଦେଖିବାକୁ ମିଳିଥାଏ I କିନ୍ତୁ ଅନ୍ୟପଟେ କିଛି ଏପରି ପୁରୁଷ ମାନେ ରହିଥାନ୍ତି ଯାହା ଙ୍କ ଠାରେ ସଂସ୍କାର ଦେଖିବାକୁ ମିଳିଥାଏ I ଜୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତି ଙ୍କ ର ଗୁଣବତ୍ତା କୁ ନେଇ ସେମାନେ ସଂସ୍କରୀ ହେଇଥାନ୍ତି I

କେଉଁ ବ୍ୟକ୍ତି କେତେ ସଂସ୍କରୀ ଏହା ତାଙ୍କୁ ଦେଖି ମଧ୍ୟ କହିବା ସହଜ ହେଇ ନ ଥାଏ I ସେପରି ବ୍ୟକ୍ତି ଙ୍କ ମଧ୍ୟ ରେ ସଂସ୍କରୀ ହେବାକୁ ହେଲେ ସେପରି ଚିନ୍ତାଧାରା ମଧ୍ୟ ରହିବା ଜରୁରୀ ହେଇଥାଏ I ଏପରି ଅନେକ କ୍ଷେତ୍ର ରେ ଦେଖିବାକୁ ମିଳିଛି ଜଣେ ଭାଇ ସଂସ୍କରୀ ହେଲେ ଆଉ ଜଣେ ଭାଇ ମନ୍ଦ ବୁଦ୍ଧି ଯୁକ୍ତ ହେଇଥାନ୍ତି I ତେବେ ଆଜି ଆମେ ଏପରି କିଛି ନାମ ରୁ ସେହି ବ୍ୟକ୍ତି ଙ୍କ ର ସଂସ୍କରୀ ହେବା ବିଷୟ ରେ ଜାଣିପାରିବା I

ଆଜି ଆମେ ପୁରୁଷ ଙ୍କ ର କିଛି ଏପରି ଗୁଣବତ୍ତା ବିଷୟ ରେ କହିବାକୁ ଯାଉଛୁ ଯେଉଁମାନେ ସର୍ବଦା ମହିଳା ଙ୍କୁ ସଂମାନ ଦେଇଥାନ୍ତି I କୌଣସି ବ୍ୟକ୍ତି ଙ୍କୁ କଟୁ କଥା କହି ନ ଥାନ୍ତି I ଏବଂ ଏପରି ବ୍ୟକ୍ତି ଙ୍କ ର ବ୍ୟକ୍ତିତ୍ୱ କୁ ମଧ୍ୟ ଅନେକ ଲୋକେ ବେଶ ପସନ୍ଦ କରିଥାନ୍ତି I ଏହି ବ୍ୟକ୍ତି ଙ୍କର କଥା କହିବା ର ଶୈଳୀ ରୁ ମଧ୍ୟ ତାଙ୍କ ସଂସ୍କରୀ ପଣିଆ ଜଣା ପଡିଥାଏ I ଏବଂ ଏହିପରି ସ୍ଵଭାଵ ର ଲୋକେ ଏକ ଭଲ ବନ୍ଧୁ , ଏକ ଭଲ ପ୍ରେମୀ , ଏକ ଭଲ ପୁଅ ଓ ଏକ ଭଲ ଭାଇ ହେଇଥାନ୍ତି I

ଏହି ନାମ ର ଲୋକେ ହେଇଥାନ୍ତି ସଂସ୍କରୀ

ଆଜି ଆମେ ଏଠାରେ ଯେଉଁ ନାମ ର ଯୁବକ ଙ୍କ ବିଷୟ ରେ କହିବାକୁ ଯାଉଛେ ସେମାନେ ହେଲେ A , K , N ,P ଓ V , ଏହି ସବୁ ନାମ ର ଯୁବକ ମାନେ ସଂସ୍କରୀ ହେଇଥାନ୍ତି I ଏହି ରାଶି ର ଲୋକେ ଅନ୍ୟ ଲୋକ ଙ୍କ ସହ କୌଣସି ଖରାପ ବ୍ୟବହାର କରନ୍ତି ନାହିଁ I

ଏହି ସବୁ ଗୁଣବତ୍ତା କେବଳ 75 ପ୍ରତିସଦ ପୁରୁଷ ଙ୍କ ଠାରେ ହିଁ ଦେଖିବାକୁ ମିଳିଥାଏ I ଅନ୍ୟମାନେ ନିଜ ନିଜ ପରିବେଶ ଓ ପରିବାର ର ସଂସ୍କାର ଅନୁସାରେ ହିଁ ନିଜ ବ୍ୟକ୍ତିତ୍ୱ ର ପରିପ୍ରକାଶ କରିଥାନ୍ତି I