ବହୁତ ସମସ୍ୟାରେ ଥିଲେ ଚାଷୀ, ନନ୍ଦୀ କାନରେ କହିଲେ ନିଜ ସମସ୍ୟା, ତାପରେ ସେହି ଚାଷୀ ସହ ଯାହା ହେଲା ଜାଣିଲେ ଆପଣ ମଧ୍ୟ କହିବେ ହର ହର ମହାଦେବ

ପ୍ରତୋକ ବ୍ୟକ୍ତି ଙ୍କ ର ଜୀବନ ରେ କିଛି ଆଶା ଆକାଙ୍ଖ୍ୟା ରହିଥାଏ I ଏବଂ ଏହି ଆଶା କୁ ସେହି ବ୍ୟକ୍ତି ସହଜ ରେ ପୁରା କରି ନ ପାରି ଭାଙ୍ଗି ପଡିଥାଏ I ଏହା କୁ ପୁରା କରିବାକୁ ସେହି ବ୍ୟକ୍ତି ନାନା ପୂଜା ପାଠ ଆଦି କରିଥାଏ I

ଆପଣ ଙ୍କ ବି ଏପରି କିଛି ଆଶା ଆକାଙ୍ଖ୍ୟା ରହିଥାଏ ଯାହା କୁ ଆପଣ ବି ପୁରା କରି ପାରି ବା ରେ ଅସମର୍ଥ ହେଇଥାନ୍ତି I ଆଜି ଆମେ ଆପଣ ଙ୍କୁ କିଛି ଏପରି କଥା କହିବାକୁ ଯାଉଛୁ ଯାହା ଶୁଣି ଆପଣ ବି ଆଶ୍ଚଯ୍ୟ ହେବେ I ଯଦି ନିଷ୍ଠା ର ସହ ଆପଣ ଭଗବାନ ଙ୍କ ପାଖ ରେ ଶରଣ ପସିଥାନ୍ତି ତେବେ ଆପଣ ଙ୍କ ର ଆଶା ନିଶ୍ଚୟ ପୁରା ହେଇଥାଏ I କେବେହେଲେ କାହାରି ଖରାପ ଚିନ୍ତା କରିକି ଉପରକୁ ବଢିବାକୁ ଚେଷ୍ଟା କରନ୍ତୁ ନାହିଁ I

ନନ୍ଦୀ – ନନ୍ଦୀ ଙ୍କୁ ଭଗବାନ ଶିବ ନ ର ଦୂତ କୁହାଯାଇଥାଏ I ପ୍ରତୋକ ଶିବ ମନ୍ଦିର ବାହାରେ ନନ୍ଦୀ ଙ୍କ ର ପ୍ରତିମା ରହିଥାଏ I ଶାସ୍ତ୍ର ଅନୁସାରେ ଆପଣ ଯଦି ନନ୍ଦୀ ଙ୍କ ର କାନ ରେ ନିଜ ର ସବୁ ସମସ୍ୟା ବିଷୟ ରେ କହିଥାନ୍ତି ତେବେ ଆପଣ ଙ୍କ ର ସବୁ ସମସ୍ୟା ର ନିଶ୍ଚୟ ସମାଧାନ ହେଇଥାଏ I ଏହି ପରି ଏକ ଘଟଣା ଦେଖିବାକୁ ମିଳିଛି କାନପୁର ରେ ଜଣେ ଚାଷୀ ନିଜ ଝିଅ ର ବିବାହ ପାଁଇ ଆର୍ଥିକ ସମସ୍ୟା ରେ ବୁଡି ରହିଥିଲେ ଏବଂ ସେ ତାଙ୍କ ଗ୍ରାମ ରେ ଥିବା ଏକ ଶିବ ମନ୍ଦିର କୁ ଯାଇ ସେଠାରେ ନନ୍ଦୀ ଙ୍କ ମନ ରେ ନିଜ ସମସ୍ୟା ବିଷୟ ରେ ଜଣାଇଥିଲେ I ଏବଂ ଆଗାମୀ ଦିନ ତାଙ୍କ ର ଯେଉଁ ବିଲ ଥିଲା ଏକ ସରକାରୀ କାମ ରେ ସରକାର ଏହା ର 4 ଟଙ୍କା ଦେଇ ତାଙ୍କ ଠାରୁ କିଣି ନେଇଥିଲେ I ଏବଂ ଏହା ଦ୍ୱାରା ଚାଷୀ ଜଣଙ୍କ ସହଜ ରେ ତାଙ୍କ ଝିଅ ର ବିବାହ କରିଥିଲେ I

ମୂଷକ – ପ୍ରଭୁ ଗଣେଶ ବି ହେଉଛନ୍ତି ସବୁ ବିଘ୍ନ ହର୍ତା ଏବଂ ଗଣେଶ ଭଗବାନ ଙ୍କ ସମୁଖ ରେ ବି ମୂଷକ ବାହାନ ଙ୍କ ର ପ୍ରତିମା ରହିଥାଏ I ଏଠାରେ ବି ଯଦି ମୂଷକ ଙ୍କ ର କାନ ରେ ଆପଣ ନିଜ ର ସମସ୍ୟା ବିଷୟ ରେ କିଛି ଜଣାଇଥାନ୍ତି ତେବେ ମଧ୍ୟ ଆପଣ ଙ୍କ ର ସବୁ ସମସ୍ୟା ଦୂର ହେଇଥାଏ I

ସିଂହ – ସିଂହ ରାଜ ହେଉଛନ୍ତି ମାତା ରାଣୀ ଙ୍କ ର ସଵାରୀ ଏବଂ ମାତା ରାଣୀ ଙ୍କ ର ଅତି ପ୍ରିୟ ମଧ୍ୟ ଅଟନ୍ତି I ତେଣୁ ମାତା ଙ୍କ ପାଖ ରେ ନିଜ ର ଇଚ୍ଛା ପହଞ୍ଚାଇବାକୁ ହେଲେ ଆପଣ ସିଂହ ଙ୍କ ପ୍ରତିମା ପାଖ ରେ ଯଦି ନିଜ ର ଇଚ୍ଛା ର ପ୍ରକାଶ କରିପାରିବେ I ଯାହା ଦ୍ୱାରା ଆପଣ ଙ୍କ ର ସବୁ ଇଚ୍ଛା ପୁରା ହେଇପାରିବ I