ବଲିଉଡ ରେ ସୁନ୍ଦରୀ ଅଭିନେତ୍ରୀ ଙ୍କ ଲିଷ୍ଟ ରେ ପ୍ରଥମେ ନାମ ଆସିଥାଏ ଐଶ୍ୱର୍ଯ୍ୟ ରାୟ ବଚ୍ଛନ ଙ୍କ ର I ଐଶ୍ୱର୍ଯ୍ୟ ବଲିଉଡ ରେ ଅନେକ ଫିଲ୍ମ ରେ କାମ କରିଛନ୍ତି I ଏବଂ ଐଶ୍ୱର୍ଯ୍ୟ ଙ୍କ ର ଅନେକ ଫିଲ୍ମ ସୁପରହିଟ ମଧ୍ୟ ରହିଛି I ଐଶ୍ୱର୍ଯ୍ୟ ଙ୍କ ର ଜଣେ ଭାଇ ମଧ୍ୟ ଅଛନ୍ତି କିନ୍ତୁ ସେ ବଲିଉଡ ଇଣ୍ଡଷ୍ଟ୍ରି ରୁ ଦୁରେଇ ରହିଥାନ୍ତି I କିନ୍ତୁ ଐଶ୍ୱର୍ଯ୍ୟ ଙ୍କ ର ଜଣେ ଭଉଣୀ ମଧ୍ୟ ବଲିଉଡ ରେ ଖୁବ ପରିଚିତ ଅଟନ୍ତି I
ବଲିଉଡ ର ଐଶ୍ୱର୍ଯ୍ୟ ଙ୍କ ର ଭଉଣୀ ମଧ୍ୟ ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି I
ଆଜି ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ ସେ ହେଉଛନ୍ତି ମହିମା ଚୌଧରୀ I ମହିମା ଙ୍କ ର ସମ୍ପର୍କ ଐଶ୍ୱର୍ଯ୍ୟ ସହ ଭଉଣୀ ସମ୍ପର୍କ ଅଟେ I ତେବେ ଆପଣ ଚିନ୍ତିତ ହେବା ଆବଶ୍ୟକ ନାହିଁ କାରଣ ମହିମା ଓ ଐଶ୍ୱର୍ଯ୍ୟ ଦୁଇ ଭଉଣୀ କିନ୍ତୁ ବାସ୍ତବ ଜୀବନ ରେ ନୁହେଁ କେବଳ ପରଦା ଉପରେ I
ମହିମା ଓ ଐଶ୍ୱର୍ଯ୍ୟ ଅନେକ ଦିନ ତଳେ ଏକ ବିଜ୍ଞାପନ ରେ ଏକାଠି କାମ କରିଥିଲେ ଏବଂ ଏଠାରେ ମହିମା , ଐଶ୍ୱର୍ଯ୍ୟ ଙ୍କ ର ସାନ ଭଉଣୀ ଭାବ ରେ ଅଭିନୟ କରିଥିଲେ I
ବର୍ତମାନ ସୋସିଆଲ ମିଡ଼ିଆ ରେ ଏକ ବିଜ୍ଞାପନ ବେଶ ଭାଇରଲ ହେବାରେ ଲାଗିଛି I ଏବଂ ଏଠାରେ ମହିମା ଓ ଐଶ୍ୱର୍ଯ୍ୟ ଙ୍କ ର ଫୋଟୋ ଓ ଭିଡିଓ ମଧ୍ୟ ଭାଇରଲ ହେବାରେ ଲାଗିଛି I
ଐଶ୍ୱର୍ଯ୍ୟ ଓ ମହିମା ଉଭୟ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି I ଏହା ସେ ସମୟ ର ବିଜ୍ଞାପନ ଯେଉସମୟ ରେ ମହିମା ଙ୍କୁ କେହି ବି ଜାଣି ନ ଥିଲେ ସେ ସମୟ ରେ ଐଶ୍ୱର୍ଯ୍ୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ରେ ଜିତିଥିଲେ I ଏହା ପରେ ହିଁ ଦୁହେଁ ଏହି ବିଜ୍ଞାପନ ରେ ଏକାଠି କାମ କରିଥିଲେ I