ବଲିଉଡର ଏହି 8ଜଣ କଳାକାରଙ୍କ ପାଖରେ ଆଜିବି ନାହିଁ ଭୋଟର ଆଇଡି କାର୍ଡ, କେବେବି ଦେବାକୁ ଯାନ୍ତି ନାହିଁ ଭୋଟ

ଏହି କିଛି କଳାକାର ମାନେ ଭାରତ ରେ ଅନେକ ଦେଶ ଭକ୍ତି ଉପରେ ଆଧାରିତ ଫିଲ୍ମ ରେ କାମ ମଧ୍ୟ କରିଛନ୍ତି କିନ୍ତୁ ଭାରତ ର ନାଗରିକତ୍ବ ର ପ୍ରମାଣ ପତ୍ର ତାଙ୍କ ପାଖ ରେ ନାହିଁ I

ଲୋକସଭା ନିର୍ବାଚନ 2019 ର ତାରିଖ ମଧ୍ୟ ଘୋଷଣା ହେଇଯାଇଛି I ଏବଂ ପ୍ରତୋକ ଲୋକେ ଏଠାରେ ଭୋଟ ଦେଇ ଯୋଗ୍ୟ ପ୍ରାର୍ଥୀ ଙ୍କ ର ଚୟନ କରିବେ I ଏକ ଭୋଟ ପାଁଇ ମଧ୍ୟ କେହି ଜିତିପାରନ୍ତି ତ କେହି ନେତା ହାରିପାରନ୍ତି I ଯେଉଁ ବ୍ୟକ୍ତି ଙ୍କ ର ବୟସ 18 ବର୍ଷ ହେଇଥିବ ସେମାନେ ହିଁ ଭୋଟର ଆଇ କାର୍ଡ କରିପାରିବେ I କିନ୍ତୁ ଏପରି ଅନେକ ଲୋକେ ଅଛନ୍ତି ଯାହା ଙ୍କ ପାଖ ରେ ଭୋଟର ଆଇ କାର୍ଡ ନାହିଁ I ତେବେ ଆଜି ଆମେ ଏପରି କିଛି କଳାକାର ଙ୍କ ବିଷୟ ରେ ଆଲୋଚନା କରିବା ଯାହାଙ୍କ ର ଭୋଟର ଆଇ କାର୍ଡ ନାହିଁ I

ଦୀପିକା ପଡୁ଼କୋଂଣ

ବଲିଉଡ ର ଅଭିନେତ୍ରୀ ଦୀପିକା ପଡୁ଼କୋଂଣ ଙ୍କ ଜନ୍ମ 5 ଫ୍ରେବୁଆରି 1986 ରେ ଡେ଼ନ୍ମାର୍କ ରେ ହେଇଥିଲା I ତେଣୁ ତାଙ୍କ ପାଖ ରେ ଭାରତୀୟ ନାଗରିକତ୍ୱ ନାହିଁ I

କାଟ୍ରିନା କୈଫ

କାଟ୍ରିନା କୈଫ ମୂଳ ରୂପ ରେ ବ୍ରିଟେସ ରେ ରୁହନ୍ତି କିନ୍ତୁ ସେ ନିଜ ର କ୍ୟାରିୟର ଭାରତ ରେ ହିଁ କରିଛନ୍ତି I କାଟ୍ରିନା କୈଫ ଙ୍କ ଜନ୍ମ ହଂଗକଂଗ ରେ ହେଇଥିଲା I ତେଣୁ ତାଙ୍କ ପାଖ ରେ ଭାରତ ର ନାଗରିକତ୍ବ ନାହିଁ I

ଯେକଳିଂ ଫର୍ଣ୍ଣଡିଶ

ଶ୍ରୀ ଲଙ୍କା ର ସୁନ୍ଦରୀ ଯେକଳିଂ ଫର୍ଣ୍ଣଡିଶ ଙ୍କ ଜନ୍ମ 1985 ରେ ମନାମା ବାହାରିନ ରେ ହେଇଥିଲା ତାଙ୍କ ପିତା ଜଣେ ଶ୍ରୀଲଂକାନ ତାମିଲିୟନ ଅଟନ୍ତି ଓ ମା ମାଲେସିୟାନ ଅଟନ୍ତି I

ନର୍ଗିସ ଫରୁକ

ନର୍ଗିସ ଫରୁକ ଙ୍କ ଜନ୍ମ ନ୍ୟୁୟର୍କ ରେ ହେଇଥିଲା I ନର୍ଗିସ ଫରୁକ ଙ୍କ ପିତା ନ୍ୟୁୟର୍କ ରେ ଜଣେ ବଡ଼ ବିଜନେସମ୍ୟାନ ଅଟନ୍ତି I ତାଙ୍କ ମା ଜଣେ ପୋଲିସ ଅଫିସର ଅଟନ୍ତି I

ଶନି ଲିୟନି

ଆଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରି ରୁ ବଲିଉଡ ରେ ଆସି ନିଜ କ୍ୟାରିୟର ଆରମ୍ଭ କରିଛନ୍ତି ଶନି ଲିୟନି I ଶନି ଲିୟନି ଙ୍କ ଜନ୍ମ ଓତାରୀୟ , କାନାଡ଼ା ରେ ହେଇଥିଲା I ସେ ଜଣେ ଶିଖ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ I

ଅକ୍ଷୟ କୁମାର

ଆପଣ ଜାଣି ଆଶ୍ଚଯ୍ୟ ହେବେ କି ଅକ୍ଷୟ କୁମାର ଙ୍କ ପରି ଲୋକପ୍ରିୟ ଅଭିନେତା ଙ୍କ ପାଖ ରେ ମଧ୍ୟ ଭାରତ ର ନାଗରିକତ୍ବ ନାହିଁ I ଅକ୍ଷୟ କୁମାର ଜଣେ କାନାଡା ର ନାଗରିକ ଅଟନ୍ତି I

ଆଲିୟ ଭାଟ
ବଲିଉଡ ର ଲୋକପ୍ରିୟ ଅଭିନେତ୍ରୀ ଆଲିୟ ଭାଟ ଙ୍କ ପାଖ ରେ ଭାରତ ର ନାଗରିକତ୍ବ ନାହିଁ I ଭାରତ ରେ ଜନ୍ମ ହେଇ ମଧ୍ୟ ତାଙ୍କ ପାଖ ରେ ବ୍ରିଟିଶ ର ନାଗରିକତ୍ବ ରହିଛି I

ଇମ୍ରାନ ଖାଁ
ଫିଲ୍ମ ଜଣେ ତୁ ୟା ଜାନେ ନା ରେ ଅଭିନେତା ଇମ୍ରାନ ଖାଁ ଙ୍କ ଜନ୍ମ ଆମେରିକା ର ବିଶ୍ୱକନିଶନ ସହର ରେ ହେଇଥିଲା I ତେଣୁ ତାଙ୍କ ପାଖ ରେ ଭାରତ ର ନାଗରିକତ୍ବ ନାହିଁ I