ବଲିଉଡର ଏହି ଅଭିନେତାଙ୍କ ପୁଅ ମାନେ ତାଙ୍କ ବାପାଙ୍କ ଠାରୁ ମଧ୍ୟ ଅଧିକ ହ୍ୟାଣ୍ଡସମ ଓ ସୁନ୍ଦର, ଦେଖନ୍ତୁ

ବଲିଉଡ ଇଣ୍ଡଷ୍ଟ୍ରି ରେ ଅନେକ ଷ୍ଟାର କିଡ଼ସ ଅଛନ୍ତି I ନିଜ ର ସ୍ମାର୍ଟ ଲୁକ କୁ ନେଇ ଏହି ଷ୍ଟାର କିଡ଼ସ ମାନେ ସର୍ବଦା ଚର୍ଚା ରେ ରହିଥାନ୍ତି I ସୋସିଆଲ ମିଡ଼ିଆ ରେ ମଧ୍ୟ ଏହି ଷ୍ଟାର କିଡ଼ସ ମାନେ ଖୁବ ଆକ୍ଟିଭ ରହିଥାନ୍ତି I ତେବେ ଆଜି ଆମେ ବଲିଉଡ ର ଏପରି 5 ଜଣ ଷ୍ଟାର କିଡ଼ସ ଙ୍କ ବିଷୟ ରେ କହିବାକୁ ଯାଉଛୁ ଯେଉଁମାନେ ତାଙ୍କ ପିତା ଙ୍କ ଠାରୁ ମଧ୍ୟ ଅଧିକ ହ୍ୟାଣ୍ଡସମ ଅଟନ୍ତି I

1.ସନି ଦେୱଲ

ସନି ଦେୱଲ ଙ୍କ ଲୋକପ୍ରିୟତା ତ ଆପଣ ଜାଣିଥିବେ I ସନି ଦେୱଲ ଙ୍କ ର ଦମଦାର ଅଭିନୟ ଓ ଡାଇଲଗ ଲୋକ ଙ୍କୁ ବେଶ ପସନ୍ଦ ଆସିଥାଏ I ସନି ଦେୱଲ ଜଣେ ଆକ୍ସନ ହିରୋ ଅଟନ୍ତି I ସନି ଦେୱଲ ଙ୍କ ର ଦୁଇ ପୁଅ ଅଛନ୍ତି ବଡ଼ ପୁଅ କରଣ ଓ ସାନ ପୁଅ ରାଜବିର ଅଟନ୍ତି I ଖୁବ ଶୀଘ୍ର ତାଙ୍କ ପୁଅ କରଣ ବଲିଉଡ ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଏବଂ ଦେଖିବାକୁ ସେ ନିଜ ପିତା ଙ୍କ ଠାରୁ ମଧ୍ୟ ଅଧିକ ହ୍ୟାଣ୍ଡସମ ଅଟନ୍ତି I

2.ବବି ଦେୱଲ

ସନି ଦେୱଲ ଙ୍କ ସାନ ଭାଇ ବବି ଦେୱଲ ଅଟନ୍ତି I ବବି ଦେୱଲ ମଧ୍ୟ ବଲିଉଡ ରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି I କିନ୍ତୁ ବର୍ତମାନ ସେ ଫିଲ୍ମ ଜଗତ ରୁ ଦୁରେଇ ଯାଇଛନ୍ତି I ବବି ଦେୱଲ ଙ୍କ ର ବଡ଼ ପୁଅ ର ନାମ ଆର୍ଯ୍ୟମାନ ଓ ସାନ ପୁଅ ଧରମ ଅଟନ୍ତି I ବଡ଼ ପୁଅ ଆର୍ଯ୍ୟମାନ 16 ବର୍ଷ ବୟସ ରେ ନିଜ ପିତା ଙ୍କ ଠାରୁ ମଧ୍ୟ ଅଧିକ ହ୍ୟାଣ୍ଡସମ ଦେଖିବାକୁ I

3.ସୈଫ ଅଲି ଖାଁ

ସୈଫ ଅଲି ଖାଁ ଦୁଇଟି ବିବାହ କରିଛନ୍ତି ପ୍ରଥମ ପତ୍ନୀ ଅମୃତା ସିଂ ଙ୍କ ର ଏକ ପୁଅ ଅଛି ଯାହା ଙ୍କ ର ନାମ ଇବ୍ରାହିମ ଅଟେ I ଇବ୍ରାହିମ ତାଙ୍କ ପିତା ଙ୍କ ଠାରୁ ମଧ୍ୟ ଅଧିକ ହ୍ୟାଣ୍ଡସମ ଦେଖିବାକୁ I

4. ସୁନୀଲ ସେଠୀ

ନିଜ ର ଦମଦାର ଅଭିନୟ ପାଁଇ ସୁନୀଲ ସେଠୀ ବେଶ ପରିଚିତ ଅଟନ୍ତି I ଏକ ସମୟ ରେ ସେ ସବୁଠାରୁ ଅଧିକ ଫେମସ ମଧ୍ୟ ଥିଲେ I ସୁନୀଲ ସେଠୀ ଆଜି ମଧ୍ୟ ବଲିଉଡ ରେ ବେଶ ପରିଚିତ ଅଛନ୍ତି I ସୁନୀଲ ସେଠୀ ଙ୍କ ର ସାନ ପୁଅ ଅହ୍ୱାନ ବର୍ତମାନ 23 ବର୍ଷ ବୟସ ର ହେଇଯାଇଛି ଏବଂ ସେ ଦେଖିବାକୁ ନିଜ ପିତା ଙ୍କ ଠାରୁ ମଧ୍ୟ ଅଧିକ ହ୍ୟାଣ୍ଡସମ ଅଟନ୍ତି I

5.ଅକ୍ଷୟ କୁମାର

ଅକ୍ଷୟ କୁମାର ବଲିଉଡ ରେ ଜଣେ କମେଡି ଓ ଆକ୍ସନ ହିରୋ ରୂପେ ବେଶ ପରିଚିତ ଅଟନ୍ତି I ଅକ୍ଷୟ କୁମାର ଙ୍କ ର ପରିଚୟ ର କୌଣସି ଆବଶ୍ୟକ ନାହିଁ I ଅକ୍ଷୟ କୁମାର ଙ୍କ ପରିବାର କଥା ଦେଖିବାକୁ ଗଲେ ତାଙ୍କ ବଡ଼ ପୁଅ ର ନାମ ଆରବ ଅଟେ ଯିଏ କି 16 ବର୍ଷ ବୟସ ର ଅଟନ୍ତି ଏବଂ ସେ ଦେଖିବାକୁ ନିଜ ପିତା ଙ୍କ ଠାରୁ ମଧ୍ୟ ଖୁବ ହ୍ୟାଣ୍ଡସମ ଅଟନ୍ତି I