ବଲିଉଡର ମହାନ ଖଳନାୟକ ଅମରେଶ ପୁରୀ ଙ୍କର ଝିଅ ହେଉଛନ୍ତି ଏହି ସୁନ୍ଦରୀ ଯୁବତୀ, ଫୋଟୋ ଦେଖିକି ଝଟକା ଲାଗିବ

ଅମରେଶ ପୁରୀ ବଲିଉଡ ଜଣେ ମହାନ କଳାକାର ଅଟନ୍ତି I ସେ ଆଉ ଆମ ଗହଣ ରେ ନାହାନ୍ତି I ତାଙ୍କ ର ସୁନ୍ଦର ଅଭିନୟ କୁ ନେଇ ସେ ଆଜି ମଧ୍ୟ ଲୋକ ଙ୍କ ର ହୃଦୟ ରେ ଜୀବିତ ହେଇପାରିଛନ୍ତି I ସେ ଜଣେ ଅନୁଭବୀ କଳାକାର ଙ୍କ ମଧ୍ୟ ରୁ ଅନ୍ୟତମ ଅଟନ୍ତି I ସେ ସକାରାତ୍ମକ ଓ ନକାରାତ୍ମକ ଉଭୟ ଭୂମିକା ରେ ଅଭିନୟ କରିଥାନ୍ତି I ତାଙ୍କ ର ଚଳଚିତ୍ର ମିସ୍ଟର ଇଣ୍ଡିଆ ରେ ସେ ଅଧିକ ଲୋକପ୍ରିୟ ହେଇପାରିଥିଲେ I ଏହି ଚଳଚିତ୍ର ରେ ସେ ଖଳନାୟକ ଭୂମିକା ରେ ଅଭିନୟ କରିଥିଲେ I ତେବେ ଆଜି ଆମେ ତାଙ୍କ ର ଝିଅ ଙ୍କ ବିଷୟ ରେ ଆଲୋଚନା କରିବା I

ଅମରିଶ ପୁରୀ ଙ୍କ ର ଜନ୍ମ 22 ଜୁନ 1932 ରେ ପଞ୍ଜାବ ରେ ହେଇଥିଲା I ପଞ୍ଜାବ ର ଜଳନ୍ଧର ସହର ରେ ତାଙ୍କ ର ଜନ୍ମ ହେଇଥିଲା I ସେ ନିଜ ଜୀବନ କାଳ ମଧ୍ୟ ରେ ଅନେକ ସୁପର ହିଟ ଚଳଚିତ୍ର ରେ ଅଭିନୟ କରିଛନ୍ତି I ବଲିଉଡ ପରି ହଲିଉଡ଼ ରେ ମଧ୍ୟ ସେ କିଛି ଅଭିନୟ କରିପାରିଛନ୍ତି I

ବଲିଉଡ ରେ 1967 ମସିହା ରେ ଅମରେଶ ପୁରୀ ଏଣ୍ଟ୍ରି କରିଥିଲେ I ସେବେ ଠାରୁ ନେଇ 2005 ପର୍ଯ୍ୟନ୍ତ ସେ 400 ରୁ ଅଧିକ ଫିଲ୍ମ ରେ କାମ କରିଛନ୍ତି I ଅମରିଶ ପୁରୀ ଙ୍କ ର ନାମ ବଲିଉଡ ରେ ଜଣେ ସଫଳ ଖଳନାୟକ ଭୂମିକା ରେ ଅଭିନୟ କରିବା ର ଦେଖିବା କୁ ମିଳିଛି I ତାଙ୍କ ସମୟ ରେ ସେ ଅନେକ ସୁପର ହିଟ ଚଳଚିତ୍ର ରେ ଅଭିନୟ କରିଛନ୍ତି I ତାଙ୍କ ଫିଲ୍ମ ଦୀଲବାଲେ ଦୁଲହନୀୟ ଲେ ଯାଏଁଗେ , ମିସ୍ଟର ଇଣ୍ଡିଆ , ନାୟକ , କରଣ ଅର୍ଜୁନ , ତ୍ରିଦେବ , ଦାମିନୀ ପରି ଚଳଚିତ୍ର ରେ ସେ ଅଭିନୟ କରିଛନ୍ତି I


ଆପଣ ଙ୍କ ମଧ୍ୟ ରୁ ଖୁବ କମ ଲୋକେ ଜାଣି ନ ଥିବେ କି ଅମରେଶ ପୁରୀ ଙ୍କ ର ଜଣେ ସୁନ୍ଦର ଝିଅ ମଧ୍ୟ ଅଛନ୍ତି I ଯାହା ଙ୍କ ର ନାମ ନମ୍ରତା ଅଟେ I ନମ୍ରତା ବଲିଉଡ ଜଗତ ରୁ ଅନେକ ଦୂର ରେ ରହିଛନ୍ତି I ତେବେ ନମ୍ରତା ଗ୍ରାଜୁଏସନ ପରେ ସଫ୍ଟୱାର ଇଂଜିନିୟର ରୂପେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି I ଏଠାରେ ଆପଣ ନମ୍ରତା ଙ୍କ ର କିଛି ଫୋଟୋ ଦେଖିବା କୁ ପାଇବେ I