ବାପା ମାଙ୍କୁ ଛାଡିକି ଅଲଗା ରହିଲେ ପୁଅ ବାବୁସାନ ମହାନ୍ତି, ଏମିତି କଥା ଆସିଲା ସାମ୍ନାକୁ, ଶୁଣିଲେ ଆପଣ ବି ବିଶ୍ୱାସ କରିପାରିବେ ନାହିଁ, Satare ଏମିତି

ନମସ୍କାର ବନ୍ଧୁଗଣ ବାପା ମାଆଙ୍କ ଠାରୁ ଅଲଗା ହୋଇ ନିଜ ସ୍ତ୍ରୀ ଓ ପୁଅଙ୍କ ସହ ରହିବେ ବାବୁସାନ୍ ମହାନ୍ତି ଦର୍ଶକ ବନ୍ଧୁ ଆପଣମାନେ ବାବୁସାନ୍ ମହାନ୍ତିଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଆପଣମାନେ ବୋହୁତ ସାରା ସିନେମାରେ ନିଶ୍ଚିତ ଭାବରେ ଦେଖିଥିବେ ତେବେ ଆପଣମାନେ ସମସ୍ତେ ଏହା ମଧ୍ୟ ଜାଣିଥିବେ ବାବୁସାନ୍ ମହାନ୍ତି ଏବେ ବିବାଦରେ ଘେରି ହୋଇ ଯାଇଛନ୍ତି |

ବାବୁସାନ୍ ଏବଂ ପ୍ରକୃତି ମିଶ୍ରଙ୍କୁ ନେଇ ଯେଉଁ ବିବାଦ ହୋଇଥିଲା ତାହାର ଶେଷ ପର୍ଯ୍ୟାୟରେ ବାବୁସାନ୍ ମହାନ୍ତି ନିଜେ ଭିଡିଓ କରି ଓଡ଼ିଶାବାସୀ ମାନଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ ଆଗକୁ ସେ ଏପରି ଭୁଲ୍ କରିବେ ନାହିଁ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।

ତେବେ ଏହିସବୁ କଥା ମଝିରେ ବାବୁସାନ୍ ମହାନ୍ତି ଆଉ ଗୋଟିଏ କଥା ମଧ୍ୟ ଲୋକ ଲୋଚନକୁ ଆଣିଛନ୍ତି ସେ କହିଥିଲେ କି ମୋ ପାଇଁ ମୋ ସ୍ତ୍ରୀ ଏବଂ ଶଶୁର ବୋହୁତ ନିର୍ଯାତନା ସହିଛନ୍ତି ମୁଁ ଏବେ ତାଙ୍କୁ ସମୟ ଦେବି ତେବେ ଏଠି ଆପଣ ଲକ୍ଷ କରନ୍ତୁ ସମୟ ଦେବାର ମାନେ କଣ ବାବୁସାନ୍ ମହାନ୍ତି ଏବେ ତାଙ୍କ ସ୍ତ୍ରୀ ଏବଂ ତାଙ୍କ ପୁଅଙ୍କ ସହିତ ଏକ ଅଲଗା ଘରେ ରହିବେ |

ଯାହା ଏକ ବିଶେଷ ସୂତ୍ରରୁ ଜଣାପଡୁଛି ବାବୁସାନ୍ ମହାନ୍ତି ପୂର୍ବରୁ ମଧ୍ଯ ଅଲଗା ରହୁଥିଲେ ଏବଂ ବିବାଦ ହେଲା ସମସ୍ୟାରେ ବାବୁସାନ୍ ମହାନ୍ତି ଆସି ତାଙ୍କ ବାପା ମାଆଙ୍କ ପାଖରେ ରହୁଥିଲେ କିନ୍ତୁ ଏବେ ପୁଣି ବାବୁସାନ୍ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ଏକ ଭଡ଼ା ଘରକୁ ଚାଲିଯିବେ|

ତେବେ ଆପଣମାନେ ବିଚାର କରନ୍ତୁ ବାପା ରୋଗ ଶଯ୍ୟାରେ ପଡ଼ିଥିବା ବେଳେ ପୁଅ ବାପାଙ୍କୁ ଛାଡି ଭଡ଼ା ଘରକୁ ଯିବା ଯେତେ ଯୁକ୍ତିଯୁକ୍ତ ଆପଣ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ ନିଶ୍ଚିତ ଭାବରେ କମେଣ୍ଟ କରି ଜଣାଇ ଦିଅନ୍ତି।