ବ୍ରଣ ଚିପିବା ପୂର୍ବରୁ ଥରେ ନିଶ୍ଚିନ୍ତ ପଢି ନିୟନ୍ତୁ ଏହି ଖବର ନଚେତ ପଛରେ ପଶ୍ଚାତାପ କରିବେ

ଅନେକ ସମୟ ରେ ପୁରୁଷ ଓ ମହିଳାମାନେ ପିମ୍ପଲସ ଜନିତ ସମସ୍ୟା ର ସମୁଖୀନ ହେଇଥାନ୍ତି I କିନ୍ତୁ ଆପଣ ଙ୍କ ର ସାମାନ୍ୟ ଭୁଲ କାରଣ ରୁ ଏକ ବଡ଼ ଭୁଲ ହେଇଯାଇଥାଏ I କିଛି ଲୋକେ ପିମ୍ପଲସ କୁ ଆଙ୍ଗୁଳି ରେ ଚିପି ନଷ୍ଟ କରିବାକୁ ଚେଷ୍ଟା କରିଥାନ୍ତି I ଯାହା କି ଆପଣ ଙ୍କ ର ସୁନ୍ଦରତା କୁ ନଷ୍ଟ କରିଥାଏ I ତେଣୁ ଆଜି ଆମେ ଆପଣ ଙ୍କୁ କିଛି ଘରୋଇ ଉପଚାର ବିଷୟ ରେ କହିବାକୁ ଯାଉଛୁ I

1.ସାମାନ୍ୟ ଆଲକହଲ ଏହି ପିମ୍ପଲସ ଜାଗା ରେ ଲଗାଇ ଦିଅନ୍ତୁ ଏହା ଆଉ ବେଶ ବଢିବ ନାହିଁ I

2.ଯଦି ଆଙ୍ଗୁଳି ରେ ଏହା କୁ ଚିପିବାକୁ ଚାହୁଁଛନ୍ତି ତେବେ ଗରମ ପାଣି ରେ ଓ ନଖ କୁ ଭଲକାରୀକି ସଫା କରିଦିଅନ୍ତୁ I

3.ଏକ ଲାଇଟର ବ୍ୟବହାର କରି ଆପଣ କୌଣସି ପିନ କୁ ଗରମ କରି କି ଆପଣ ମଦ ର ସହାୟତା ବି ନେଇପାରିବେ I

4.ପିମ୍ପଲସ କୁ ହାତ ରେ ନଷ୍ଟ କରିବା ପୂର୍ବ ରୁ ସାମାନ୍ୟ ଅଲକହଲ ରେ ଏହି ସ୍ଥାନ କୁ ପୋଛି ଦିଅନ୍ତୁ I

5.ଆଙ୍ଗୁଳି ରେ ବି କିଛି ଅଲକହଲ ଲଗାଇ ଦିଅନ୍ତୁ ଏବଂ ହାତ କୁ ଶୁଖାଇଦିଅନ୍ତୁ I

6.ଏବଂ ଏହା ପରେ ଆପଣ ପିନ ରେ ବି ଏହା କୁ ଏପରି ନଷ୍ଟ କରିପାରିବେ I

7.ଏକ କମ୍ପାସ ସହାୟତା ରେ ଏହି ପିମ୍ପଲସ କୁ ଚାରିପଟୁ ଚିପି ଭୀତର ମଞ୍ଜି କୁ ବାହାର କରିପାରିବେ I ଯଦି ଏହା ଅଧିକ ଟାଣ ଥିବ ତେବେ ଏଥିରେ ହାତ ଲଗାନ୍ତୁ ନାହିଁ I

8.ପିମ୍ପଲସ ହେବା ର କିଛି ଦିନ ପରେ ହିଁ ଏହା ଧଳା ପଡିବା ପରେ ହାତ ଲଗାଇବେ ନଚେତ ଏହା ପୂର୍ବ ରୁ ହାତ ଲଗାନ୍ତୁ ନାହିଁ I