Breaking ଆସିଲା ଆଉ ଏକ ଦୁଃଖଦ ଖବର, ଆଉ ଜଣେ ଓଡ଼ିଆ କଳାକାର ଙ୍କର ହେଲା ଅକାଳ ମୃତ୍ୟୁ, ଶୋକରେ ଓଡିଶା

ଓଡ଼ିଆ ସିନେ ଜଗତ ପାଇଁ ପୁଣି ଆସିଲା ଏକ ଦୁଃଖ ଖବର ପୁଣି ମୃତୁ ବରଣ କରିଛନ୍ତି ଓଡ଼ିଆ ସିନେମାର ଆଉ ଏକ କଳାକାର ଏବଂ ଫୁଣି ଦୁଃଖରେ ଭସେଇ ଦେଇ ଯାଇଛନ୍ତି ଓଲିଉଡ଼ ଇଣ୍ଡଷ୍ଟ୍ରି କୁ ମୃତୁ ବରଣ କରିଛନ୍ତି ସମ୍ବଲପୁର ର ବେଷ୍ଟ କମେଡିଆନ ଯାହାକୁ କମେଡି କିଙ୍ଗ ସମ୍ବଲପୁର ର ଡ଼ୁଲୁ |


ଡ଼ୁଲୁ ଅନେକ କମେଡି କରି ନାମ କମାଇବାରେ ସଫଳ ହୋଇଥିଲେ ତେବେ ଘରେ ଏବେ ଡ଼ୁଲୁ ଭଳି ଏକ ବଢ଼ିଲା ଓ ରୋଜଗାରିଆ ପୁଅକୁ ହରାଇ ଘର ଏବେ ଦୁଃଖରେ ମିଅମାଳ | କାହିଁକି ନା ଡ଼ୁଲୁ ସମ୍ବଲପୁରୀ ଇଣ୍ଡଷ୍ଟ୍ରି ରେ ବେଶ ପପୁଲାର ଥିଲେ ଏବଂ ଲୋକମାନେ ବେଶ ଭଲପାଉଥିଲେ ଡ଼ୁଲୁ ଙ୍କ କମେଡି କୁ କମେଡି ର ଚତୁରତା ଓ କମେଡି କୁ କେମିତି ତୋଳି ଧରିବା ତାହା ଶିଖିଥିଲେ ଡ଼ୁଲୁ ଏବଂ କମେଡି କରି ଲୋକମାନଙ୍କୁ ବେଶ ହସାଉ ଥିଲେ ଡ଼ୁଲୁ |

ଏମିତି କି ବେଷ୍ଟ କମେଡିଆନ ଯାହା ଯୋଗେଶ ଜୋଜୋ ଙ୍କ ସହ ମଧ୍ୟ ଡ଼ୁଲୁ କେତେଟି କମେଡି ଭିଡିଓ କରିଛନ୍ତି ଏବଂ ଲୋକମାନେ ବହୁତ ପସନ୍ଦ କରୁଥିଲେ ଡ଼ୁଲୁ କୁ କମେଡିଆନ ଅନୁସାରେ ଏବଂ ଡ଼ୁଲୁ କୁ ବେଷ୍ଟ କମେଡିଆନ ବୋଲି ମଧ୍ୟ ଭାବନ୍ତି | ତେବେ ଏବେ ସମ୍ବଲପୁରୀ ଇଣ୍ଡଷ୍ଟ୍ରି ରେ ଦୁଃଖ ର ସାୟା ଖେଳି ଯାଇଛି ସମ୍ବଲପୁରୀ ଫ୍ୟାନ ମାନଙ୍କ ମଧ୍ୟରେ ଦୁଃଖର ଛାୟା ଖେଳି ଯାଇଛି ସମ୍ବଲପୁରୀ ଇଣ୍ଡଷ୍ଟ୍ରି ର ଜଣେ ଖ୍ୟାତନାମକ କମେଡିଆନ ଥିଲେ ଡ଼ୁଲୁ ତେବେ ଡ଼ୁଲୁ ମଧ୍ୟ ଆଗକୁ ଫିଲ୍ମ ରେ କାମ କରିବାର ଥିଲା |

କିନ୍ତୁ ଓଡ଼ିଆ ଚଳଚିତ୍ରରେ ନଜର ଆସିବା ପୂର୍ବରୁ ଦେହତ୍ୟାଗ କରି ଉପରକୁ ଚାଲିଗଲେ ଡ଼ୁଲୁ | ଡ଼ୁଲୁ ଙ୍କ ବିୟୋଗରେ ଏବେ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି ଏମିତି କି ତାଙ୍କ ମାଙ୍କର କାନ୍ଦ ଏପର୍ଯ୍ୟନ୍ତ ବନ୍ଦ ହେଉ ନାହିଁ ଯାହାକି ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା ତେବେ ଆମେ ଜଗନ୍ନାଥ ଙ୍କ ନିକଟରେ ପ୍ରାଥନା କରୁଛୁ ଡ଼ୁଲୁ ଙ୍କର ଆତ୍ମା ସଦ୍ଗତି ନିମନ୍ତେ ଏବଂ ସେ ଏମିତି ସମସ୍ତଙ୍କ ମନରେ ଅମର ହୋଇ ରହିଥାନ୍ତୁ |