Breaking ବନ୍ଧ ହେଇଗଲା ଏହି ସବୁ ଓଡ଼ିଆ ସିରିଏଲ… ଏବେ ସବୁ ହିରୋ ହିରୋଇନ କରୁଛନ୍ତି ଏମିତି

ବନ୍ଧୁଗଣ ଆପଣମାନେ ପ୍ରତ୍ୟେକଦିନ ଓଡ଼ିଆ ସିରିଏଲ ଗୁଡିକ ନିଶ୍ଚିତ ଭାବରେ ଦେଖୁଥିବେ ଓ ଏ ସିରିଏଲ ଗୁଡିକୁ ଆପଣମାନେ ବହୁତ ପସନ୍ଦ କରିବା ସହ ବହୁତ ସାରା ଭଲପାଇବା ମଧ୍ୟ ଦେଇଥିଲେ ତେବେ ଆଗାମୀ ଦିନମାନଙ୍କରେ ଏ ସିରିଏଲ ଗୁଡିକ ଆଉ ପ୍ରସାରିତ ହେବ ନାହିଁ କାରଣ ହେଉଛି କରୋନା ଭାଇରସ ତେବେ କୋଭିଡ 19 ଯୋଗୁ ସାରା ରାଜ୍ୟରେ ଲକଡାଉନ ସୃଷ୍ଟି ହୋଇଛି |

ଲକଡାଉନ ର ପରିସ୍ଥିତି ଏମିତି ଯେ ଏ ସିରିଏଲ ର ଆକ୍ଟର ଓ ଆକ୍ଟ୍ରେସ ମାନେ ଆଉ ସୁଟିଂ ସେଟ କୁ ଯାଇପାରୁନାହାନ୍ତି ଓ ଯିବାରେ ବହୁତ ସାରା ଅସୁବିଧାର ସାମ୍ନା କରିବାକୁ ପଡୁଛି ଓ ଏଥି ସହିତ ଓଡ଼ିଶାରେ ବଢୁଥିବା କୋଭିଡ କେସ କୁ ନଜର ରେ ରଖି ଓଡ଼ିଆ ସିରିଏଲ ର ନିର୍ଦେଶକମାନେ ଏ ସିରିଏଲ କୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି |


ତେବେ ଆଗାମୀ ଦିନମାନଙ୍କରେ ଯେତିକି ଦିନ ପର୍ଯ୍ୟନ୍ତ ଏ ସିରିଏଲ ଗୁଡିକ ସୁଟିଂ ହୋଇଛି ସେ ପର୍ଯ୍ୟନ୍ତ ଆପଣମାନେ ଟିଭି ରେ ଦେଖିବାକୁ ପାଇବେ ଓ ବର୍ତମାନ ସମୟରେ କୌଣସି ସିରିଏଲ ସୁଟିଂ ହେଉନାହିଁ ଏହି ସିରିଏଲ ର ଆକ୍ଟର ଓ ଆକ୍ଟ୍ରେସ ମାନେ ଘରକୁ ମାନେ ନିଜ ନିଜର ଗାଁ କୁ ଚାଲିଯାଇଛନ୍ତି |


ସେଠାରେ ରହି ପରିବାର ଲୋକଙ୍କ ସହ ମଜାମସ୍ତି କରୁଥିବାର ନଜର ଆସୁଛନ୍ତି ତାହେଲେ ଫ୍ରେଣ୍ଡ୍ସ କୋଭିଡ 19 ଯୋଗୁ ଆଗାମୀ ଦିନମାନଙ୍କରେ ଲକଦଉନ ର ପ୍ରଭାବ ବଢିବ ଓ ସେଥିଲାଗି କୌଣସି ଭି ସୁଟିଂ କାର୍ଯ୍ୟ ଆଗକୁ ବଢ଼ିପାରିବ ନାହିଁ ସେଥିଲାଗି ସୁଟିଂ କାମ ଏବେ ବନ୍ଦ ରହିଛି ଓ ସମସ୍ତ ସେଲିବ୍ରେଟି ମାନେ ନିଜ ନିଜ ଘରକୁ ଚାଲିଯାଇଛନ୍ତି|