Breaking: ଚନ୍ଦ୍ର ଗ୍ରହଣ (26 ମେ 2021) ଏହି 3ଟି ରାଶି ପାଇଁ ବଡ ବିପଦ, ରୁହନ୍ତୁ ସାବଧାନ

ଏ ବର୍ଷର ଚନ୍ଦ୍ର ଗ୍ରହଣ ଏ ମାସ 26 ତାରିଖରେ ହେବାକୁ ଯାଉଛି ଭାରତ ର ପ୍ରଥମ ଚନ୍ଦ୍ରଗ୍ରହଣ ହେଉଛି ଏହି ଗ୍ରହଣ ଆମର ହିନ୍ଦୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ସମ୍ପୂର୍ଣ ଭାବେ ପୁରା ଭାରତ ରେ ଦେଖା ଯିବନି ତେବେ ଏହି ବର୍ଷ ଦୁଇ ଟି ଚନ୍ଦ୍ର ଗ୍ରହଣ ଓ ଦୁଇଟି ସୂର୍ଯ୍ୟ ପରାଗ ହେବାକୁ ଯାଉଛି ବର୍ଷ ଆରମ୍ଭରେ ଏହା ପଡୁଛି ଏଇ ମାସ ମାନେ ମେ ମାସ 26 ତାରିଖରେ ଏହା ପଡୁଛି ଏହା ବୁଦ୍ଧ ପୂର୍ଣ୍ଣିମା ରେ ହେବାକୁ ଯାଉଛି ଏହା ଉପାଛାୟା ଚନ୍ଦ୍ରଗ୍ରହଣ ଅଟେ ଏହା ଦିନ 2 ଟା 17 ମିନଟ ରେ ଲାଗିବାକୁ ଯାଉଛି ସନ୍ଧ୍ୟାରେ 7 ଟା 21 ମିନିଟ ରେ ଶେଷ ହେବାକୁ ଯାଉଛି ଏହା ମହାକାଶରେ ପ୍ରାୟ 7 ଟା 23 ପର୍ଯ୍ୟନ୍ତ ଦୃଶ୍ୟମାନ ହେବ |

ତେବେ ଆମ ହିନ୍ଦୁ ଶାସ୍ତ୍ରରେ ଏହି ଗ୍ରହଣ କୁ ଅଶୁଭ ବୋଲି ମାନାଯାଇଥାଏ ତେବେ ବଡ ବଡ ଜ୍ୟୋତିଷ ମାନଙ୍କର ମତରେ ଏ ଚନ୍ଦ୍ରଗ୍ରହଣ ରୁ ଆରମ୍ଭ କରି ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ କେତେ ଗୁଡିଏ ରାଶିରେ ଆସିବା ଅନେକ ସୁବିଧା ତେବେ ଆସନ୍ତୁ ଜାଣିବା ସେଇ ରାଶି ମାନଙ୍କ ବିଷୟରେ ଓ ଏହା ସହିତ ପ୍ରତିକାର ମଧ୍ୟ ଜାଣିବା |

ମେଷ ରାଶି
ଆପଣଙ୍କୁ ଅଧିକ ଖର୍ଚାଞ୍ଚ ଅଛି ମାତ୍ର ଆପଣ ଏହାକୁ ଦେଖି ଛାହିଁ ଖର୍ଚ କରିବେ ଆପଣ ଏହି ସମୟ ଭିତରେ ଟିକେ ଜଗି ରଖି ଚଳନ୍ତୁ ଏଇ ଚନ୍ଦ୍ରଗ୍ରହଣ ପାଇଁ ଆପଣଙ୍କ ବେପାରରେ କିଛି ଅସୁବିଧା ଦେଖା ଦେଇ ପରେ | ଚାକିରୀ କ୍ଷେତ୍ରରେ ଆପଣଙ୍କ ଉନ୍ନତି ହେବାରେ ଥିଲେ ମଧ୍ୟ ଏହା କିଛି ଦିନ ପାଇଁ ଅଟକି ରହିବ ଆପଣ ନିଜ ପରିବାର ଲୋକଙ୍କୁ ଭଲ ସମୟ ଦେବେ ଏହି ସମୟ ମଧ୍ୟରେ ଆପଣ ନିଜ ଦେହର ଯତ୍ନ ନିଅନ୍ତୁ କାରଣ ରୋଗ ରେ ପଡିବାରେ ସମ୍ଭାବନା ରହିଛି |

ସିଂହ ରାଶି
ଏଇ ରାଶିର ଲୋକମାନଙ୍କ ଜୀବନରେ ଏଇ ଗ୍ରହଣ ହରାହାନା ଲଗାଇବ ଟଙ୍କା ପଇସା ର ଘୋର ଅଭାବ ଦେଖାଯିବ ବ୍ୟବସାୟ ମାନ୍ଦା ରହିବ ଆର୍ଥିକ ସମୟ ବଢିବା ସହିତ ବାକି ମଧ୍ୟ ବଢିପାରେ ତେବେ ଦେଖିଚାହିଁ ରୁହନ୍ତୁ |

ତୁଳା ରାଶି
ଏଇ ରାଶି ର ଲୋକମାନଙ୍କ ଉପରେ ଭି ଏଥର ଗ୍ରହଣ ର ପ୍ରଭାବ ପଡ଼ିବାକୁ ଯାଉଛି ଯେଉଁ କାରଣ ରୁ ଏମାନଙ୍କର ସ୍ଵସ୍ଥ ସମସ୍ୟା ଦେଖା ଦେଇପାରେ ଆର୍ଥିକ ସଙ୍କଟ ଦେଇ ଏମାନେ ଗତି କରିବେ ଯେତେ ଟଙ୍କା ଉପଜାନା କଲେ ଭି ଏହା ଆଗାମୀ ଦିନ ମାନଙ୍କରେ ଏହା ଖର୍ଚ ହୋଇଯିବ ସବୁବେଳେ କୌଣସି ନିଷ୍ପତି ନେବା ପୂର୍ବରୁ ସତର୍କ ରୁହନ୍ତୁ | ବନ୍ଧୁଗଣ ଏସବୁ ରୁ ମୁକ୍ତି ପାଇବାକୁ ଚାହୁଁଥିଲେ ମଙ୍ଗଳବାର ବାର ଓ ଶନିବାର ଦିନ ସଖାଳୁ ସ୍ନାନ କରି ହନୁମାନ ଚାଳିଶା ଜ୍ଞାନ କରନ୍ତୁ