Breaking ଏବେ ଏବେ ଆସିଲା ଆଉ ଏକ ଦୁଃଖଦ ଖବର… ଏହି ଅଭିନେତ୍ରୀଙ୍କର ହେଲା ମୃତ୍ୟୁ… ଶୋକରେ ଫିଲ୍ମ ଜଗତ

ନମସ୍କାର ବନ୍ଧୁଗଣ ୨୦୨୦ ବର୍ଷଟି ଯେମିତି କଳାର ବର୍ଷ ଭାବରେ ପରିଗଣିତ ହେଇଛି। କାହିଁକି ନା ଓଲିଉଡ ଓ ବଲିଉଡ୍ ରୁ ଗୋଟେପରେ ଗୋଟେ କଳାକାରଙ୍କୁ ହରେଇ ବସୁଛି ଚଳଚ୍ଚିତ୍ର ଜଗତ। ଆଜି ସେମିତି ମୃତ୍ୟୁବରଣ କରିଛନ୍ତି ଆଉ ଜଣେ ଦକ୍ଷ ଅଭିନେତ୍ରୀ ଲିନା ଆଚାର୍ଯ୍ୟ।


ଲିନା ଆଚାର୍ଯ୍ୟଙ୍କୁ ଆପଣମାନେ ଅନେକ ହିନ୍ଦୀ ସିରିୟଲରେ ଏବଂ ଅନେକ ୱେବ୍ ସିରିଜ୍ ରେ ମଧ୍ୟ ଅଭିନୟ କରୁଥିବାର ଦେଖିଥିବେ। ଲିନା ଆଚାର୍ଯ୍ୟ ନଭେମ୍ବର ୨୧ ତାରିଖରେ ତାଙ୍କର ମୃତ୍ୟୁବରଣ ଘଟିଛି। ଯାହାକି ବଲିଉଡ୍ ଓ ଓଲିଉଡ ଜଗତ ପାଇଁ ଏକ ଦୁଃଖର ଖବର। ଲିନା ଆଚାର୍ଯ୍ୟ ଥିଲେ ଜଣେ ଦକ୍ଷ ଅଭିନେତ୍ରୀ। ଅନେକ ରୋଲ୍ ରେ ସେ ନିଜ ଦକ୍ଷତା ମଧ୍ୟ ଦେଖାଇଛନ୍ତି ଏବଂ ଅନେକ ରୋଲ୍ ରେ ସେ ଖୁବ୍ ସୁନ୍ଦର ଅଭିନୟ କରି ଲୋକମାନଙ୍କ ହୃଦୟକୁ ଛୁଇଁ ପାରିଛନ୍ତି। ଲୁନାଙ୍କର ବିୟଗରେ ବଲିଉଡ୍ ଇଣ୍ଡଷ୍ଟ୍ରି ସହିତ ଓଲିଉଡ ଇଣ୍ଡଷ୍ଟ୍ରି ମଧ୍ୟ ଶୋକ ପ୍ରକାଶ କରିଛି। ଲିନାଙ୍କର କିଡ୍ନି ଫେଲ୍ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି।


ଲିନା ଅନେକ ୱେବ୍ ସିରିଜ୍ କରିଛନ୍ତି ଓ ଅନେକ ଧାରାବାହିକରେ ମଧ୍ୟ ନଜର ଆସିଛନ୍ତି। ଲିନାଙ୍କର ଅକାଳ ବିୟୋଗ ଯେମିତି ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବଲିଉଡ୍ ଇଣ୍ଡଷ୍ଟ୍ରିରେ। ଲୋକମାନେ ମଧ୍ୟ ଏବେବି ଲିନାଙ୍କୁ ମନେପକାଉଛନ୍ତି ତାଙ୍କର ଜବରଦସ୍ତ ଅଭିନୟ ପାଇଁ। ଲିନାଙ୍କାର ଅକାଳରେ ଚାଲିଯିବ ଯାହା ସୃଷ୍ଟି କରିଛି ବଲିଉଡ୍ ରେ ଏକ ଶୂନ୍ୟ ସ୍ଥାନ।

ସେ ବୋହୂ ହୁଅନ୍ତୁ କି ଶାଶୁ କିମ୍ୱା ସବୁ ଚରିତ୍ରରେ ପାରଙ୍ଗମତା ଦେଖାଇ ଲୋକମାନଙ୍କ ହୃଦୟକୁ ଜିତିଥିଲେ ଲିନା ଆଚାର୍ଯ୍ୟ। ଅନେକ ସମୟରେ ଲିନାଙ୍କୁ ମା ଭୂମିକାରେ ମଧ୍ୟ ଦେଖିବାକୁ ମିଳିଛି। ଯେଉଁଥିରେ ଲିନା ଆଚାର୍ଯ୍ୟ ଜବରଦସ୍ତ ଅଭିନୟ କରିଥିଲେ। ଲିନା ନୂଆ ଦିଲ୍ଲୀରେ ରୁହନ୍ତି ଏବଂ ସେ ତାଙ୍କ ସୁଟିଂ କାର୍ଯ୍ୟ ମୁମ୍ବାଇରେ ରହୁଥିଲେ ଏବଂ ମୁମ୍ବାଇରୁ ହିଁ ସୁଟିଂ କୁ ଯାଉଥିଲେ।