Breaking : ଏବେ ଏବେ ଆସିଲା ଆଉ ଏକ ଦୁଃଖଦ ଖବର, ଫିଲ୍ମ ଜଗତରେ ପୁଣି ଖେଳିଗଲା ଶୋକର ଲହରୀ

ସିନେମା ଜଗତକୁ ପୁଣି ଏକ ଆସିଛି ଦୁଃଖ ଖବର ଏ ବଡ କଳାକାର ଆଉ ଏ ଦୁନିଆରେ ନାହାନ୍ତି ଦୁନିଆ ଛାଡି ଚାଲିଯାଇଛନ୍ତି ଆର ପରିକି ଆସିଲା ଏକ ବଡ ଦୁଖଃଦ ଖବର | ଆମ ଦେଶ ହେଉଛି କଳାକାର ଓ ସଂସ୍କୃତି ର ଦେଶ ଏଠାରେ ଅନେକ କଳାକାର ରହିଛନ୍ତି ଓ ତାଙ୍କର କଳାକୁ ଲୋକଙ୍କ ନିକଟରେ ପ୍ରଦର୍ଶନ କରୁଛନ୍ତି ସେ ଅଭିନୟ ହୋଉ ନାଚ କି ଗୀତ ଭାରତ ସବୁଠାରୁ ଆଗରେ ସଡକ ଦୁର୍ଘଟଣା ରେ ଗୁରୁତର ଆହତ ହେଇଥିବା ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ବିଜୟ ଆଉ ନାହାନ୍ତି |

ଆଜି ଡାକ୍ତରମାନେ ତାଙ୍କର ବ୍ରେନଦେଡ ଘୋଷଣା କରିଛନ୍ତି ବ୍ରେନଦେଡ ହେଇଯାଇଥିବାରୁ ପରିବାର ଲୋକ ସଂଚରିକ ଅଙ୍ଗ ଅନ୍ୟମାନଙ୍କୁ ଦାନ କରିବାକୁ ନିଷ୍ପତି ନେଇଛନ୍ତି 38 ବର୍ଷ ର ଏହି ଅଭିନେତା 12 ଜୁନ ରେ ସଡକ ଦୁର୍ଘଟଣା ର ସମୁଖୀନ ହୋଇଥିଲେ ଏହାପରେ ତାଙ୍କୁ ବେଙ୍ଗାଲୁରୁ ସ୍ତିତ ଆପୋଲୋ ହସ୍ପିଟାଲ ରେ ICU ରେ ରଖାଯାଇଥିଲା |


ଆଜି ଡାକ୍ତରମାନେ ତାଙ୍କୁ ମୃତ ବା ବ୍ରେନଡେଡ଼ ଘୋଷଣା କରିଛନ୍ତି | ହସ୍ପିଟାଲ ପକ୍ଷରୁ ଜାରି ବିବୃତି ରେ କୁହାଯାଇଛି କି ବିଜୟ ସ୍ନାଇ ବିବାଦ ର ICU ରେ ଥିଲେ ନିରଲଜିକାଲ ସେ ଅଚେତ ଅବସ୍ଥାରେ ଥିଲେ ଓ ତାଙ୍କର ବ୍ରେନ ଫେଲ ହବାର ଲକ୍ଷଣ ଦେଖା ଯାଇଥିଲା | 2011 ମସିହାରେ ଫିଲ୍ମ ଜଗତରେ ଡେବ୍ୟୁ କରିଥିବା ବିଜୟ ଜୁନ 12 ରେ ବାଇକ ଯୋଗେ ଗୋଟେ ସାଙ୍ଗ ଙ୍କ ପାଖରୁ ଘରକୁ ଫେରୁଥିବା ବେଳେ ଉଭୟଙ୍କର ଦୁର୍ଘଟଣା ରେ ସମୁଖିନ୍ନ ହୋଇଥିଲେ |

2011 ପରଠାରୁ ଅନେକ ହିଟ ପରେ ହିଟ ଚଳଚିତ୍ର ଦେଇ କନଡ଼ ଭାଷାରେ ଲୋକଙ୍କୁ ଭେଟି ଦେଇଥିଲେ ଏବଂ ଅନେକ ଫିଲ୍ମ ରେ ଜବରଦସ୍ତ ଅଭିନୟପାଇଁ ତାଙ୍କୁ ଜାତୀୟ ପୁରସ୍କାର ମଧ୍ୟ ମିଳିଥିଲା ତେବେ ଫିଲ୍ମ ଅଭିନେତା ସଞ୍ଚରି ବିଜୟ ଆଉ ନାହାନ୍ତି ତାଙ୍କ ପରଲୋକରେ ବହୁତ କଳାକାର ଓ ପ୍ରଶଂସକ ମାନେ ଦୁଃଖ ପ୍ରକାଶ କରିଥିଲେ ଏବଂ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି