Breaking News: ଏବେ ଏବେ କରୋନାରେ ଏହି ଅଭିନେତାଙ୍କ ମୃତ୍ୟୁରେ କାନ୍ଦୁଛି ଫିଲ୍ମ ଜଗତ, ଆଉ ଏକ କଳାକାରଙ୍କର ମୃତ୍ୟୁ

ପୁଣି ସିନେମା ଜଗତ କୁ ଆସିଛି ବଡ ଦୁଖଦଃ ଖବର କରୋନା ରେ ମୃତୁବରଣ କରିଛନ୍ତି ଏଇ ବଡ କଳାକାର ସେ ଆଉ ଦୁନିଆରେ ନାହାନ୍ତି ଦୁନିଆ ଛାଡି ସବୁଦିନ ପାଇଁ ଚାଲିଯାଇଛନ୍ତି ଆର ପାରିକୁ | ଦେଶରେ ମହାମାରୀ ପାଇଁ ଅବସ୍ଥା ଖରାପ ହୋଇ ଚାଲିଛି ହସ୍ପିଟାଲ ରେ ରୋଗୀଙ୍କ ପାଇଁ ଜାଗା ନାହିଁ କି ସ୍ମଶାନରେ ଶବଦାହ ପାଇଁ ଜାଗା ମିଳୁନି ପ୍ରତ୍ୟେକଦିନ ପୋକ ମାଛି ଭଳି ଲୋକ ମାରିବା ଆରମ୍ଭ କଲେଣି |

ତେବେ ବର୍ତମାନ ଆମ ଦେଶରେ କରୋନା ରୋଗ ଯେପରି ବ୍ୟାପିବାରେ ଲାଗିଛି ତାହାର ଅନ୍ତ କେବେ ଘଟିବ ତାହା ବିଷୟରେ କିଛି କହିହେବ ନାହିଁ କରୋନା ପାଇଁ ସାଧାରଣ ଜନତାଙ୍କ ପାଇଁ ଆରମ୍ଭ କରି ଅନେକ ଅଭିନେତା ଓ ଅଭିନେତ୍ରୀମାନେ ମୃତୁବରଣ କରିଲେଣି |

ତେବେ ସିନେମା ଜଗତକୁ ଆସିଛି ବଡ଼ ଦୁଖଃଦ ଖବର ଏହି ଅଭିନେତା କରୋନା ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ତେବେ ଚିକିତ୍ସ ଅବସ୍ଥାରେ ତାଙ୍କର ମୃତୁ ଘଟିଛି | ମୃତୁ ବେଳକୁ ତାଙ୍କୁ 92 ବର୍ଷ ବୟସ ହୋଇଥିଲା ସୌଦାଗର ଡିସ୍କୋଡ୍ୟାନ୍ସ ଭଳି ସୁପରହିଟ ଚଳଚିତ୍ର ର ନିର୍ଦେଶକ ଥିଲେ |

ସେ 100 ରୁ ଅଧିକ ଚଳଚିତ୍ରରେ କାର୍ଯ୍ୟ କରିଥିଲେ କଭି କଭି ରଜିଆ ସୁଲତାନ ୟାଦଗାର ଭଳି ଚଳଚିତ୍ର ପାଇଁ ସରକାରୀ କଳା ନିର୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ତେବେ ସିନେମା ଜଗତରେ ଖେଳି ଯାଇଛି ଶୋକର ସାୟା ମାରୁତି ରାମ ଙ୍କ ମୃତୁରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି |