Breaking -ପୁଣି 10 ଦିନ ବଢ଼ିଲା ଲକଡାଉନ… ଆସିଲା ବଡ ଖବର ଏବେ ଦେଖନ୍ତୁ

ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବଢୁଥିବା ବେଳେ ମୃତୁ ସଂଖ୍ୟା ମଧ୍ୟ ବଢୁଛି ଦେଶରେ କରନା ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ ରୁ ଅଧିକ ହେଲେଣି ସରକାରକୁ ଚିନ୍ତାରେ ପକାଇଦେଇଛି ଏହି ସଂକ୍ରମଣ ହାରର ବୃଦ୍ଧି ଭାରତରେ କରୋନା ମହାମାରୀ ଉଗ୍ରରୂପ ଧାରଣ କଲାବେଳେ ଦିନକୁ ଦିନ ପରିସ୍ଥିତି ଗମ୍ଭୀର ହେବାକୁ ଲାଗିଛି କରୋନା ର ଚିନ୍ତାରେ ସମସ୍ତଙ୍କର ନିଦ ହଜି ଯାଇଛି ଦିନ ରାତି ଲୋକମାନେ ନିଜ ଜୀବନକୁ ବଞ୍ଚାଇବାକୁ ଚଷ୍ଟା କରୁଛନ୍ତି ଏଥିରେ କାହାର କେତେବେଳେ ଜୀବନ ଚାଲି ଯାଉଛି କହିବା ମୁସ୍କିଲ ହୋଇ ପଡ଼ିଲାଣି |

କେତେବେଳେ ଚିକିତ୍ସ ଅଭାବରୁ ମୃତୁ ହେଉଛି ତ କେତେବେଳେ ହସ୍ପିଟାଲ ପହଁଚିବା ପୂର୍ବରୁ ମୃତୁ ହେଇ ଯାଉଛି ବିଭିନ୍ନ ରାଜ୍ୟରେ ଚିକିତ୍ସ ଅଭାବରୁ ହିଁ ରୋଗୀର ମୃତୁ ହେଉଛି ପ୍ରତିଦିନ ବିଭିନ୍ନ ସ୍ତନ ରୁ ଆସୁଛି ଛାତି ଥରାଇ ଦେଲାଭଳି ଦୃଶ୍ୟ ଏହି ମହାମାରୀ କେତେକ ପରିବାରକୁ ଛାରକାର କରି ସାରିଲାଣି କେତେ ପିଲା ବାପା ମା ଛେଉଣ୍ଡ ହୋଇ ଗଲେଣି ଚାରିଆଡ଼ୁ ଏବେ ଖାଲି କାନ୍ଦ ବୋବାଳି ଶୁଭୁଛି ଦେଶରେ ବିଭିନ୍ନ ରାଜ୍ୟରେ କରୋନା ର ପରିସ୍ଥିତି ବର୍ତମାନ ଅସମାଲ ହୋଇ ପଡ଼ିଲାଣି |

ତେଣୁ ରାଜ୍ୟର ସରକାର ମାନେ କିଛିଦିନ ପାଇଁ ରାଜ୍ୟରେ ଲକଡାଉନ ଘୋଷଣା କରିଥିଲେ ଓ ସବୁ ଗାଇଡ଼ ଲାଇନ ତିଆରି କରିଥିଲେ କିନ୍ତୁ ବିହାରରେ ସରକାର ଲକଡାଉନ ର ଅବଧି ବଢ଼ାଇ ଦେଇଛନ୍ତି ଲକଡାଉନ କୁ ଆଉ 10 ଦିନ ବଢ଼ାଇ ଦେଇଛନ୍ତି ବିହାର ର ସରକାର ବୋଲି ସୂଚନା ମିଳିଛି | ମେ 15 ତାରିଖରେ ସାରିବାକୁ ଥିବା ଲକଦଉନ ସମୟକୁ ମେ 25 ତାରିଖକୁ ଘୁଞ୍ଚାଇ ଦିଆ ଯାଇଛି ଓ ଏହା ପୂର୍ବରୁ ରାଜ୍ୟରେ ଲକଡାଉନ ଲଗାଇଥିଲେ ନୀତିଶ ସରକାର ଏବେ ଫୁଣି ଆଉ 10 ଦିନ ସମୟ ବଢ଼ାଇ ଦେଇଛନ୍ତି |

ବିହାର ସରକାର ଏ ନେଇ ସେ ନିଜେ ଟୁଇଟ କରିଛନ୍ତି ଏକ ଉଚ୍ଚ ସ୍ତରର ବୈଠକ ଡାକି ଏମିତି ନିଷ୍ପତି ନେଇଛନ୍ତି ବିହାର ସରକାର ତେବେ ଏଥର ଲକଡାଉନ ନିୟମରେ କିଛି ପରିବର୍ତନ କରାଯାଇଛି ବୋଲି ସୂଚନା ଦେଇଛନ୍ତି ନୀତିଶ କୁମାର ସହରାଞ୍ଚଳ ରେ ସଖାଳ 8 ରୁ 10 ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥବା ବେଳେ ଗ୍ରାମ ରେ ଦିନ 12 ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି ବିବାହ ଉତ୍ସବ ରେ 20 ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇଛି ବାକି ସବୁ କଟକଣା ପୂର୍ବ ଭଳି ଲାଗୁ ରହିବ ବୋଲି ସରକାର କହିଛନ୍ତି |