Breaking: ପୁଣି ଆସିଲା ବଡ଼ ଦୁଃଖ ଖବର Bollywood ଅଭିନେତା Nasruddin Shahଙ୍କୁ ନେଇ ଆସିଲା ଦୁଃଖଦ ଖବର

ଦର୍ଶକବନ୍ଧୁ ବର୍ତମାନ ସମୟରେ ଯାହା ଏକ ବଡ ଦୁଃଖ ଦାୟକ ଖବର ବୋଲିଉଡ଼ ଇଣ୍ଡଷ୍ଟ୍ରି ରୁ ସାମ୍ନାକୁ ଆସୁଛି ବୋଲିଉଡ଼ ଇଣ୍ଡଷ୍ଟ୍ରି ର ବରିଷ୍ଠ ଅଭିନେତା ନସ୍ୱରାଧୀନ ସାହାଙ୍କୁ ନିମୋନିଆ ମଙ୍ଗଳବାର ଏ ନେଇ ଜଣା ପଡିବାପରେ ତାଙ୍କୁ ମୁମ୍ବାଇ ର ଏକ ଡାକ୍ତର ଖାନା ରେ ଭର୍ତି କରାଯାଇଛି |

ଏ ନେଇ ତାଙ୍କର ପତ୍ନୀ ତଥା ଅଭିନେତ୍ରୀ ରତ୍ନା ପାଠକ ସାହ ତାଙ୍କ ଫୁସ ଫୁସ ରେ ନିମୋନିଆ ର ଏକ ଛୋଟ ସ୍ପେସ ଥିବାର ଜଣାପଡିବା ପରେ ତାଙ୍କୁ ଖରାର ହିନ୍ଦୁରାଜ ହସ୍ପିଟାଲ ରେ ଭର୍ତି କରାଯାଇଛି | ଚିକିତ୍ସା ପରେ ତାଙ୍କର ସ୍ଵସ୍ଥ ଅବସ୍ଥା ସେହିଭଳି ରହିଛି ଏବଂ ତାଙ୍କୁ ଏବେ ଖୁବ ଶୀଘ୍ର ଡିସ୍ଚାର୍ଜ କରାଯିବ ବୋଲି କହିଛନ୍ତି |

ତାଙ୍କର ପତ୍ନୀ ସେ ତାଙ୍କ ଚଳଚିତ୍ର କ୍ୟାରିଅର ରେ 3 ଟି ଜାତୀୟ ଚଳଚିତ୍ର ପୁରସ୍କାର ଜିତିଥିବା ନସ୍ୱରାଧୀନ ସାହା ଙ୍କୁ ଶେଷ ଥର ପାଇଁ 2020 ଡ୍ରାମା ମେ ରାକସମ ରେ ଏବଂ ଏହା ପୂର୍ବରୁ ଆମାଜନ ପ୍ରାଇମ ଭିଡିଓ ର ୱେବ ଧାରାବାହିକ ବନ୍ଦେଶ ବନ୍ଦିଟଟ୍ସ ୱେବ ଦେଖିବାକୁ ମିଳିଥିଲା |

ବନ୍ଦେଶ ବନ୍ଦିଟଟ୍ସ ସିରିଜ କୁ ସମସ୍ତେ ପ୍ରଶଂସା କରିଥିଲେ ୱେବ ଧାରାବାହିକଟି ରିଲିଜ ହେବାପରେ ଖୁବ ଚର୍ଚାରେ ରହିଥିଲେ ବୋଲିଉଡ଼ ର ବିଶିଷ୍ଠ ଅଭିନେତା ନସ୍ୱରାଧୀନ ସାହା ସେ ତାଙ୍କ ଅଭିନୟ କ୍ୟାରିଅର ରେ ବହୁତ ସାରା ଫିଲ ଓ ସିରିଜ ରେ କାମ କରି ସାରିଛନ୍ତି ଓ ଦର୍ଶକ ତାଙ୍କ ଅଭିନୟ କୁ ପସନ୍ଦ କରିବା ସହ ତାଙ୍କୁ ବହୁତ ସାରା ଭଲପାଇବା ମଧ୍ୟ ଦେଇଛନ୍ତି ତେବେ ଆମ ତରଫରୁ ଭଗବାନ ଙ୍କ ନିକଟରେ କେବଳ ଏତିକି ପ୍ରାଥନା ଯେ ସେ ଯଥା ଶୀଘ୍ର ସମ୍ଭବ ସୁସ୍ଥ ହୋଇ ଘରକୁ ଫେରି ଆସନ୍ତୁ |