ନମସ୍କାର ବନ୍ଧୁଗଣ ଏବେ ଏବେ ଚଳଚ୍ଚିତ୍ର ଜଗତକୁ ଆସିଲା ବଡ଼ ଦୁଃଖଦ ଖବର। ଏହି ପ୍ରସିଦ୍ଧ ହିରୋଇନ୍ ଙ୍କର ହେଲା କୋରୋନାରେ ମୃତ୍ୟୁ। ଏହି ଅଭିନେତ୍ରୀଙ୍କ ମୃତ୍ୟୁରେ କାନ୍ଦୁଛି ସିନେ କଳାକାର ଜଗତ। ଆମ ଦେଶ ହେଉଛି କଳାକାର ଓ ସଂସ୍କୃତିର ଦେଶ। ଏଠାରେ ଅନେକ କଳାକାର ରହିଛନ୍ତି ଏବଂ ତାଙ୍କ କଳାକୁ ଲୋକଙ୍କ ନିକଟରେ ପ୍ରଦର୍ଶନ କରୁଛନ୍ତି ସେ ଅଭିନୟ ହେଉ ବା ନାଚ ଗୀତ। ଭାରତ ସବୁଠାରୁ ଆଗରେ ଯଦି ମୃତ୍ୟୁ ହେବାରଥିବ ତେବେ ଯିଏ ଯେତେ ଯାହା କଲେ ମଧ୍ୟ ଅଟକାଇ ପରିବେନାହିଁ।
କାରଣ ମୃତ୍ୟୁ କାହାକୁ ଅପେକ୍ଷା କରେ ନାହିଁ। ସେ ଯେତେ ବଡ ଲୋକ ହେଇଥାଉନା କାହିଁକି। କିନ୍ତୁ ଗୋଟିଏ ସାଧାରଣ ଲୋକର ମୃତ୍ୟୁ ହେଲେ କିଛି ଲୋକ ତାଙ୍କ ପାଇଁ ଲୁହ ଗଡେଇଥାନ୍ତି ହେଲେ କୌଣସି ଗୋଟିଏ କଳାକାର ମୃତ୍ୟୁ ହୁଏ ତାଙ୍କ ପାଇଁ ସମସ୍ତେ ଲୁହ ଗଡ଼େଇଥାନ୍ତି।
ଚଳଚ୍ଚିତ୍ରର ବା ଟିଭି ସିରିୟଲର ଜଣାଶୁଣା ଅଭିନେତ୍ରୀ ଅଭିଳାଷାଙ୍କର କରୋନରେ ମୃତ୍ୟୁ ହୋଇଛି। ଅଭିଳାଷା କରୋନାରେ ସଂକ୍ରମିତ ହେବାପରେ ମୁମ୍ବାଇରେ ତାଙ୍କର ଦେହାନ୍ତ ହୋଇଯାଇଛି। ଗତ କିଛି ଦିନ ହେବ ଅଭିଳାଷା ଏକ ସୁଟିଂ ସେଟ୍ ରେ କାମ କରୁଥିଲେ, ସେଠାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ସେ ମୁମ୍ବାଇ ଫେଇଥିଲେ। ମୁମ୍ବାଇ ଆସିବାପରେ ତାଙ୍କ କୋରୋନା ପରୀକ୍ଷା କରାଯାଇଥିଲା।
କରୋନା ରିପୋର୍ଟ ପଜେଟିଭ ଆସିବାପରେ ତାଙ୍କୁ ମୁମ୍ବାଇରେ ଏକ ଡ଼ାକ୍ତରଖାନାରେ ଆଇସିୟୁ ରେ ଭର୍ତି କରାଯାଇଥିଲା ଯେଉଁଥିରେ ତାଙ୍କର ସ୍ବାସ୍ଥ୍ୟ ଦିନକୁ ଦିନ ବିଗିଡି ଯାଇଥିଲା। ଚଳଚ୍ଚିତ୍ର ଏବଂ ଟିଭି ଜଗତରୁ ଆସିଥିବା ଅଭିନେତ୍ରୀ ଅଭିଳାଷା ବଲିଉଡ୍ ରେ ଅନେକ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ।ସେ ବଦ୍ରିନାଥ କି ଦୁଲହନୀୟା,ଛିଛୋରେ, ଗୁଡନିଉଜ୍ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତେବେ ଅଭିନେତ୍ରୀ ଅଭିଳାଷା ପାଟେଲିଙ୍କ ମୃତ୍ୟୁରେ କାନ୍ଦୁଛି ସିନେମା କଳାକାର ଜଗତ।
Breaking ପୁଣି ଆସିଲା ବଡ ଦୁଃଖଦ ଖବର: ଏହି ହିରୋଇନ’ଙ୍କ ମୃତ୍ୟୁରେ କାନ୍ଦୁଛି ପୁରା ସିନେମା ଜଗତ
