ବ୍ରେନ ଟ୍ୟୁମର ହେଲେ ଶରୀର ଦେଇଥାଏ ଏହି 2ଟି ସଂକେତ, ସମୟ ଥିବା ମଧ୍ୟରେ ଯାଣିନିୟନ୍ତୁ, ନଚେତ ଡାକ୍ତର ବି ବଞ୍ଚାଇ ପାରିବେ ନାହିଁ

ଆଜିକା ବ୍ୟସ୍ତବହୁଳ ସମୟ ରେ ପ୍ରତୋକ ଲୋକେ କୌଣସି ନା କୌଣସି ରୋଗ ରେ ପୀଡିତ ରହିଥାନ୍ତି I ଆଜିକା ସମୟ ରେ ଅନେକ ଲୋକେ କ୍ୟାନ୍ସର ରୋଗ ରେ ପୀଡିତ I ଏବଂ ଏହି କ୍ୟାନ୍ସର ରୋଗ ରେ ଅନେକ ଲୋକେ ମୃତ୍ୟୁବରଣ ବି କରିଥାନ୍ତି I

ବ୍ରେନ ଟ୍ୟୁମର ବି ଏକ ବଡ଼ କାରଣ ଏହା ଦ୍ୱାରା ବି ଅନେକ ଲୋକ ଙ୍କ ର ମୃତ୍ୟୁ ହେଇଥାଏ I ବ୍ରେନ ଟ୍ୟୁମର କାରଣ ରୁ ଅନେକ ଲୋକ ଙ୍କ ର ମସ୍ତିଷ୍କ ଉପରେ ଏହା ର ପ୍ରଭାବ ପଡିଥାଏ I କିନ୍ତୁ ଏହି ବ୍ରେନ ଟ୍ୟୁମର ର କିଛି ସଂକେତ ମିଳିଥାଏ I ଏହି ରୋଗ ର ଅନେକ ସଂକେତ ରହିଥାଏ I ଏବଂ ଏହି ରୋଗ ରେ ପୀଡିତ ବ୍ୟକ୍ତି ଙ୍କ ର ଅନେକ ସଂକେତ ରୁ ଜଣାପଡିଥାଏ କି ଏହା ବ୍ରେନ ଟ୍ୟୁମର ଅଟେ I

ଆଜିକା ସମୟ ରେ ଲୋକେ ଖୁବ କମଜୋର ହେଇ ହେଇ ଯାଉଛନ୍ତି I ତେଣୁ ଆଜିକା ସମୟ ରେ ଲୋକେ ସମାନସଯ ଆକଂ କରି ବି ଥକିପଡୁଛନ୍ତି I ଏବଂ ଲୋକ ଙ୍କ ର ମୁଣ୍ଡ ବ୍ୟଥା ବି ଆରମ୍ଭ ହେଇଯାଇଥାଏ I ଆପଣ ଙ୍କ ର ଯଦି କାମ ର ଅତ୍ୟଧିକ ପ୍ରେସର ନ ରହିକି ବି ମୁଣ୍ଡ ବ୍ୟଥା ପରି ସମସ୍ୟା ରହିଛି ତେବେ ଏହା ବ୍ରେନ ଟ୍ୟୁମର ର ସଂକେତ ଅଟେ I ବିନା କୌଣସି କାରଣ ରେ ମୁଣ୍ଡବ୍ୟଥା ଆପଣ ଙ୍କ ସ୍ଵାସ୍ତ୍ୟ ପାଁଇ ଭଲ ନୁହେଁ I

ଆଜିକା ସମୟ ରେ ମନୁଷ୍ୟ ଅନେକ ଖରାପ ଜିନିଷ ର ସେବନ କରିଥାଏ I ପ୍ରତୋକ ବ୍ୟକ୍ତି ଙ୍କୁ ଉଚିତ ମାତ୍ରା ରେ ପୋଷକତତ୍ୱ ମିଳି ନ ଥାଏ I ଯଦି ଜଣେ ବ୍ୟକ୍ତି ସମ୍ପୂର୍ଣ ସୁସ୍ଥ ଥାଇ ବି ଅଳ୍ପ କାର୍ଯ୍ୟ ରେ ଥକାପଣ ଅନୁଭବ ହେଇଥାଏ ତେବେ ଏହା ବ୍ରେନ ଟ୍ୟୁମର ର ଲକ୍ଷଣ ଅଟେ I