ବୁଢ଼ା ବରଙ୍କୁ ବାହା ହେଲେ ଲିପ୍ସା ମିଶ୍ର, ଏମିତି ସତ ଆସିଲା ପଦାକୁ…

ନମସ୍କାର ବନ୍ଧୁଗଣ ସରିଯାଇଛି ଲିପ୍ସା ମିଶ୍ରଙ୍କର ବାହାଘର ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ଲିପ୍ସା ମିଶ୍ର ଆଉ ଏହି ବାହାଘରଟି ବୋହୁତ ଧୁମ୍ ଧାମ୍ ରେ ଅନୁଷ୍ଠିତ ହୋଇଥିଲା ତେବେ ଦର୍ଶକ ବନ୍ଧୁ ଆପଣମାନେ ତ ଓଲିଉଡର ଜବରଦସ୍ତ ହିରୋଇନ୍ ଲିପ୍ସା ମିଶ୍ରଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ତାଙ୍କର ବିବାହ ହୋଇ ସାରିଛି ଏହାକୁ ନେଇ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା।

ତେବେ ଦର୍ଶକ ବନ୍ଧୁ ଆପଣମାନେ ଲିପ୍ସା ମିଶ୍ରଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ ଦୀର୍ଘଦିନ ଧରି ସେ ଓଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ଆସୁଛନ୍ତି ସେ ବୋହୁତ ସାରା ସିନେମାରେ ଅଭିନୟ କରିବା ଛଡ଼ା ବୋହୁତ ସାରା ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି ଖାସ୍ କରି ତୁଳସୀ ଧାରାବାହିକରେ ତାଙ୍କର ଜବରଦସ୍ତ ଅଭିନୟ ଦେଖିବା ପାଇଁ ମିଳିଥିଲା ଆଉ ଏହାଛଡା ସେ ବୋହୁତ ସାରା ୱେବ୍ ସିରିଜରେ ମଧ୍ୟ କାମ କରିଛନ୍ତି |

ତ ଲିପ୍ସା ମିଶ୍ର ବର୍ତ୍ତମାନ ୩୬ ବର୍ଷ ବୟସର ହୋଇ ଯାଇଛନ୍ତି ଆଉ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ତାଙ୍କର କାମ କରିବାର ପ୍ରାୟ ୧୦ ବର୍ଷ ହୋଇଗଲାଣି ତ ୧୦ ବର୍ଷ ପୂର୍ବେ ସେ ଓଲିଉଡ ଇଣ୍ଡଷ୍ଟ୍ରିରେ କାମ କରିବା ଆରମ୍ଭ କରିଥିଲେ ପ୍ରଥମେ ସେ ଓଡ଼ିଆ ଫିଲ୍ମରେ ଅଭିନୟ ଆରମ୍ଭ କରିଥିଲେ ଚଉକା ଛକା ଫିଲ୍ମରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଲିପ୍ସା ମିଶ୍ର ଆଉ ଏହା ପରଠାରୁ ସେ କେବେ ହେଲେ ପଛକୁ ଫେରି ଚାହିଁ ନାହାଁନ୍ତି|

ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ଲିପ୍ସା ମିଶ୍ର ଆଉ ତାଙ୍କର ବାହାଘରଟି ବୋହୁତ ଧୁମ୍ ଧାମ୍ ରେ ହୋଇଛି ଯେଉଁଥିରେ ଓଲିଉଡର ବୋହୁତ ସାରା କଳାକାରମାନେ ଯୋଗ ଦେଇଥିବାର ନଜର ଆସିଛନ୍ତି ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଲିପ୍ସା ମିଶ୍ର କେମିତି ଲାଗନ୍ତି ଏବଂ ତାଙ୍କର ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।