90 ବର୍ଷ ବୟସ ନିଜ ବୁଢ଼ୀ ମାକୁ ବାହାରେ ଥଣ୍ଡାରେ ବାନ୍ଧିକି ରଖି ଥିଲେ ପୁଅ, SDM ଙ୍କର ପଡିଗଲା ନଜର, ତାପରେ ସେ ଯାହା କରିଲେ, ଦେଖନ୍ତୁ

ସୋସିଆଲ ମିଡ଼ିଆ ରେ ପ୍ରତୋକ ଦିନ କିଛି ନା କିଛି ଘଟଣା ଚର୍ଚା ରେ ରହିଥାଏ | ଏବଂ ସୋସିଆଲ ମିଡ଼ିଆ ରେ ଏହି ଖବର ବେଶ ଚର୍ଚା ରେ ରହିଥାଏ | କିଛି ଏହିପରି ଖବର ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା ରେ ରହିଚି | ଜଣେ 90 ବର୍ଷୀୟ ମା ଙ୍କୁ ଏହି ଥଣ୍ଡା ରେ ବାହାରେ ବାନ୍ଧିଛନ୍ତି ତାଙ୍କ ଘର ଲୋକେ ଏବଂ ସେହି ବାଟ ଦେଇ ଯାଉଥିଲେ ଏସଡିମ |

ଉତ୍ତର ପ୍ରଦେଶ ର ଜଣେ ଝିଅ ଙ୍କ ର ଏପରି ତାଙ୍କ ମା ଙ୍କୁ ବାହାରେ ବାନ୍ଧିବାକୁ ନେଇ ବେଶ ଚର୍ଚା ରହିଛି | ଏବଂ ମା ଟି ସାରା ରାତି ଥଣ୍ଡା ରେ ସମୟ ବିତାଇଛି ଏବଂ ଅଚାନକ ହିଁ ସେହି ବାଟ ଦେଇ ଯାଉଥିଲେ ଏସଡିମ | ଘଟଣା ଟି ଉତ୍ତର ପ୍ରଦେଶ ର ଊଂନଵ ଜିଲ୍ଲା ର ଅଟେ |

ଏସଡିମ ପୂଜା ଅଗ୍ନି ହୋଟରୀ ଶୁକ୍ରବାର ସନ୍ଧ୍ୟା ରେ ଯାମୁକା ଗ୍ରାମ ରେ ସେହି ରାସ୍ତା ଦେଇ ଯାଉଥିଲେ ଓ ବୃଦ୍ଧ ମହିଳା ଙ୍କ ର ଏପରି ଅବସ୍ଥା ଉପରେ ତାଙ୍କ ନଜର ପଡିଥିଲା | ସେ ଦେଖିବାକୁ ପାଇଥିଲେ 90 ବର୍ଷୀୟ ଜଣେ ବୃଦ୍ଧ ମହିଳା ଙ୍କୁ କେହି ବାହାରେ ବାନ୍ଧିଛନ୍ତି |

ଏବଂ ଏସଡିମ ତାଙ୍କ ପୁଅ ଙ୍କୁ ଡାକିଲେ ଏବଂ ତାଙ୍କ ପୁଅ ପଡିଲଲ ଲୋଧି ଓ ସନ୍ତୋଷ ଲୋଧି କହିଲେ ସେ ପାଗଳ ସେଥିପାଇ ଆମେ ଏପରି କରିଛୁ | କିନ୍ତୁ ଏସଡିମ ରାଗିଯାଇ ତାଙ୍କୁ ପୋଲିସ ଡକାଇ ଗିରଫ କରାଇଥିଲେ | ଏବଂ ବୃଦ୍ଧ କଳାବତୀ ଙ୍କୁ ବନ୍ଧକ ମୁକ୍ତ କରାଇ ଘର କୁ ନେଇଥିଲେ |