China ଜେଲରେ ଦିଆ ଯାଉଥିବା 6ଟି ଭୟାନକ ଦଣ୍ଡ, ଦେଖିଲେ ଛାତି ଥରି ଉଠିବ, ଦୟାକରି ଛୋଟ ଛୁଆ ଦୁରେଇ ରୁହନ୍ତୁ…

ନମସ୍କାର ବନ୍ଧୁଗଣ ଦୁନିଆର ସବୁ ଅପରାଧୀମାନେ ପୋଲିସ୍ କୁ ଡରନ୍ତି କାହିଁକି ନା ସେମାନେ ଜାଣିଛନ୍ତି ଯଦି ସେମାନେ ଧରା ପଡ଼ିଯାଆନ୍ତି ତାହେଲେ ସେମାନଙ୍କୁ କଠିନରୁ କଠିନ ଦଣ୍ଡ ଦିଆଯିବ। ସାଧାରଣ ଭାବେ ଆଜି କାଲି ଯଦି କୌଣସି ଦେଶରେ ଅପରାଧୀ ମାନଙ୍କୁ ଗିରଫ କରାଯାଏ ତାହେଲେ ସେମାନଙ୍କୁ ଜେଲ୍ ହୁଏ ଅବା ଫସି ଦିଆଯାଏ କିନ୍ତୁ ଆଜି ଆସନ୍ତୁ ଚାଇନାରେ ଦିଆ ଯାଇଥିବା ସବୁଠାରୁ ଭୟାନକ ଦଣ୍ଡ ବିଷୟରେ ଜାଣିବା ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।

ଆଇଶୋଲେସନ: ଆପଣମାନଙ୍କ ମଧ୍ୟରୁ ପ୍ରାୟତଃ ଲୋକ କାଳ କୋଠରୀ ବିଷୟରେ ଶୁଣିଥିବେ ଯାହା ଦୁନିଆର ସବୁ ଜେଲ୍ ରେ ବନା ଯାଇଥାଏ ଏହାକୁ ଜେଲ୍ ର ସବୁଠାରୁ ଖତରନାକ ଜାଗା ବୋଲି ମାନନ୍ତି ଏହା ବୋହୁତ ଛୋଟ ଏବଂ ଅନ୍ଧାରିଆ ଗୃହ ହୋଇଥାଏ ଯେଉଁଠି କଏଦୀକୁ ବନ୍ଦ୍ କରାଯାଏ ପରନ୍ତୁ ଚାଇନାର କଳା କୋଠରୀକୁ ଦୁନିଆର ସବୁଠାରୁ ହେଡଫୁଲ୍ ସ୍ଥାନ ମାନଙ୍କରେ ଜଣାଯାଏ ଏହାର ସାଇଜ ପ୍ରାୟ ୧ ଫୁଟ୍ ୫ ଇଞ୍ଚ୍ ହୋଇଥାଏ ଯାହା ଭିତରେ କଏଦୀ ନା ଠିକ୍ ସେ ଛିଡ଼ା ହୋଇପାରେ ନା ଠିକ୍ ସେ ସୋଇପାରେ ଆଉ ନା ଠିକ୍ ସେ ବସିପାରେ। ଏହି ଛୋଟ ରୁମ୍ ବୋହୁତ ଅନ୍ଧାର ହୋଇଥାଏ କଏଦୀକୁ ନା ଏଠି କିଛି ଶୁଣାଯାଏ ନା ତାକୁ ଏଠି କିଛି ଦେଖାଯାଏ ତାକୁ ଏଠି ଅନେକ ସପ୍ତାହ ପର୍ଯ୍ୟନ୍ତ ବନ୍ଦୀ କରି ରଖାଯାଏ।

ଏହି କାଳ କୋଠରୀରେ କେବଳ ଗୋଟିଏ ଛୋଟ କବାଟ ଅଛି ଯେଉଁଠାରୁ କେବଳ ଆଲୋକ ହିଁ ନଜର ଆସେ ସେଠାରେ କଏଦୀକୁ ଖାଇବାକୁ ଦିଆଯାଏ ଆଉ ଯଦି ତାର ହାତ ବାନ୍ଧିବାକୁ ଥାଏ ତାହେଲେ ଏଠାରୁ ହିଁ ତାର ହାତ ବନ୍ଧାଯାଏ। ଏହାଠାରୁ ସବୁଠୁ ଭୟାନକ କଥା ତ ଏହା ଯେ ବେଳେ ବେଳେ ଏହାର କାନ୍ଥ ଚାରିପଟେ ଧାରୁଆ କଣ୍ଟା ମଧ୍ୟ ଲଗାଇ ଦିଆଯାଏ ଯେମିତି ସେହି କଏଦୀ ବୁଲିବାକୁ ଚେଷ୍ଟା କରେ ତ ସେହି କଣ୍ଟା ଗୁଡ଼ିକ ସେମାନଙ୍କ ଶରୀରରେ ବୋହୁତ ଭିତରକୁ ପଶିଯାଏ, ଏମାନଙ୍କୁ ଅନେକ କଷ୍ଟ ସହିବାକୁ ପଡେ। କେବଳ ଏତିକି ନୁହେଁ ଏମାନଙ୍କ ଦଣ୍ଡକୁ ଆହୁରି କଡ଼ା କରିବା ପାଇଁ ଧୀରେ ଧୀରେ ସେମାନଙ୍କ ସେଲ୍ ରେ ପାଣି ଭରି ଦିଅନ୍ତି ଯାହା ଦ୍ଵାରା ପାଣି ଭିତରେ ବୁଡ଼ି କିଛି କଏଦୀ ମରି ଯାଆନ୍ତି।

ବର୍ଣିଂ ଆଣ୍ଡ ଷ୍ଟେବିଂ: ଚାଇନାର ଜେଲ୍ ରେ ଆଉ ଗୋଟେ ଭୟାନକ ଦଣ୍ଡ ଦିଆଯାଏ ଯାହାକୁ ବର୍ଣିଂ ଆଣ୍ଡ ଷ୍ଟେବିଂ କୁହାଯାଏ। ଏହି ଦଣ୍ଡରେ କଏଦୀ ମାନଙ୍କୁ କଷ୍ଟ ଦେବା ପାଇଁ ସେମାନଙ୍କ ଶରୀରରେ ଜାଗା ଜାଗାରେ ସିଗାରେଟରେ ଜଳାଯାଏ, ଗାର୍ଡସ ଏମାନଙ୍କ ହାତରେ ଆଉ ଗୋଡ଼ରେ ଏବଂ ଏମାନଙ୍କ ଚେହେରାରେ ମଧ୍ୟ ଜଳୁଥିବା ସିଗାରେଟକୁ ଲଗାନ୍ତି। ଏପରିକି ଗୋଟେ ରିପୋର୍ଟରେ ଏହା ଜଣା ପଡିଛି ଯେ ଗାର୍ଡସମାନେ ବେଳେ ବେଳେ କଏଦୀ ମାନଙ୍କୁ ଜଳନ୍ତା ସିଗାରେଟ ମଧ୍ୟ ଖାଇବା ପାଇଁ ବାଧ୍ୟ କରନ୍ତି।

ଏମାନଙ୍କୁ ଜଳାଇବା ପାଇଁ କେବଳ ସିଗାରେଟ ନୁହେଁ ବରଂ ଲୁହାର ମଧ୍ୟ ବ୍ୟବହାର କରାଯାଏ। ଲୁହାକୁ ପ୍ରଥମେ ନିଆଁରେ ଗରମ କରାଯାଏ ଆଉ ଯେବେ ଏହି ଲୁହ ଗରମ ହେଇଯାଏ ଏହାପରେ ଏହି ଲୁହା ଦ୍ଵାରା କଏଦୀକୁ ଜଳାଯାଏ। ଏହାପରେ ଅନ୍ୟ ଏକ ଦଣ୍ଡ ଷ୍ଟେବିଂ ଅଟେ ଯେଉଁଥିରେ କଏଦୀର ହାତକୁ ଗୋଟିଏ ଟେବୁଲ୍ ଉପରେ ରଖି ହେଣ୍ଡେଲ ଲକ୍ ଲଗାଇ ଦିଅନ୍ତି ଯାହାଦ୍ଵାରା ସେ ନିଜ ହାତକୁ ହଲାଇ ପାରିବ ନାହିଁ ଆଉ ଏହାପରେ ସେମାନଙ୍କ ଆଙ୍ଗୁଳିରେ ଛୁଞ୍ଚିକୁ ପୁରାଇ ଦିଅନ୍ତି ସେହି ଛୁଞ୍ଚି ଏମାନଙ୍କ ନଖର ଆରପାର ହୋଇଯାଏ। କଏଦୀ ଏହି ଭୟାନକ ଯନ୍ତ୍ରଣାକୁ ସହିବା ବଦଳରେ ମରିବାକୁ ପସନ୍ଦ କରନ୍ତି। ଏହି ଦଣ୍ଡରେ କେବଳ ଛୁଞ୍ଚି ନୁହେଁ ବାମ୍ବୋ ଷ୍ଟିକ୍ ମଧ୍ୟ ବ୍ୟବହାର କରାଯାଏ ଆଉ ହାତୁଡ଼ି ସାହାଯ୍ୟରେ ଏହାକୁ ଦଶିର ନଖରେ ପୁରାଇ ଦିଆଯାଏ। ସତରେ ଏହି ଦଣ୍ଡ ବୋହୁତ ଭୟାନକ ଅଟେ।

ଫୋର୍ସ ପିଡ଼ିଂ: ଦୁନିଆର ପ୍ରତ୍ୟେକଟି ଜେଲ୍ ରେ କଏଦୀ ମାନଙ୍କୁ ମୃତ୍ୟୁ ଦଣ୍ଡ ଦେବା ପାଇଁ ଫସି ଦିଆଯାଏ ପରନ୍ତୁ ଚାଇନାର ଜେଲ୍ ଏତେ ଅତ୍ୟାଚାରୀ ଜେଲ୍ ଅଟେ ଯେ ସେଠି ଫସି ନାହିଁ କଏଦୀକୁ ଭୟାନକ ମୃତ୍ୟୁ ଦିଆଯାଏ। ଏମାନଙ୍କ ଦଣ୍ଡ ଦେବାର ଉପାୟ ଏତେ କଷ୍ଟକର ହୋଇଥାଏ ଯେ କଏଦୀ ତାକୁ ସହି ପାରେନାହିଁ ଏବଂ କିଛି କ୍ଷଣରେ ସେହି କଏଦୀ ମରିଯାଏ ଫୋର୍ସ ପିଡ଼ିଂ ମଧ୍ୟ ଏହି ଉପାୟ ମାନଙ୍କରୁ ଗୋଟେ ଅଟେ। ଏହି ଦଣ୍ଡରେ କଏଦୀକୁ ପ୍ରଥମେ ଇଲେକ୍ଟ୍ରିକ୍ ସକ୍ ମାଧ୍ୟମରେ ତାର ମସ୍ତିଷ୍କ lକୁ ପାରାଲାଇଜ୍ କରି ଦିଆଯାଏ ଏହି କଏଦୀ ମାନଙ୍କୁ ଯେଉଁ ଭାବରେ ସକ୍ ଦିଆଯାଏ ତାହା ଶୁଣିକି କାହାର ବି ରୁମ୍ ଟାଙ୍କୁରି ଯିବ। ଆପଣ ବିଶ୍ୱାସ କରି ପାରିବେ ନାହିଁ ସେମାନେ ସକିଂ ଡିଭାଇସ୍ କୁ କଏଦୀର ମୁହଁରେ ରଖି ଅନ୍ କରିଦିଅନ୍ତି।

ଏହିଭଳି ଦିଆ ଯାଇଥିବା ସକ୍ ବୋହୁତ ପେନ୍ ଫୁଲ୍ ହୋଇଥାଏ ଆଉ କଏଦୀର ବ୍ରେନ୍ ତୁରନ୍ତ ଖରାପ୍ ହୋଇଯାଏ, ଏହାପରେ କଏଦୀକୁ ପିଇବା ପାଇଁ ମଣିଷର ମୂତ୍ର ଦିଅନ୍ତି ଆଉ ଖାଇବା ପାଇଁ ରାଗ ମରିଚ ଦିଆଯାଏ। କେବଳ ଏତିକି ନୁହେଁ ଏମାନଙ୍କୁ ଫୁଟନ୍ତା ପାଣି ଏବଂ ଆଲକୋହଲ ଭଳି କିଛି ପଦାର୍ଥ ଜବରଦସ୍ତି ପିଆଇ ଦିଅନ୍ତି ଯାହାଦ୍ଵାରା ତାକୁ ଆହୁରି ଅଧିକ କଷ୍ଟ ହେବ ଆଉ ଯଦି କଏଦୀ ଏହାକୁ ପିଇବା ପାଇଁ ମନାକରେ ତାହେଲେ ଗାର୍ଡସମାନେ କଏଦୀର ନାକ ବାଟେ ଖାଦ୍ୟ ନଳୀ ଲଗାଇ ଦିଅନ୍ତି ଆଉ ଏହାପରେ ସେହି ପାଇପ୍ ବାଟେ ଜବରଦସ୍ତି ତାକୁ ଏହି ଡ୍ରିଙ୍କ ପିଆଇ ଦିଅନ୍ତି। ଏହିସବୁ କଷ୍ଟକୁ ନ ସହିପାରି ଶେଷରେ କଏଦୀର ମୃତ୍ୟୁ ହୋଇଯାଏ।

ଷ୍ଟେଇଂ ଇନ୍ ପୋଜିସନ: ଏହା ତ ସତ ଯେ ଦୁନିଆର ସବୁ ଜେଲ୍ ଅପରାଧୀ ମାନଙ୍କୁ ଦଣ୍ଡ ଦବାପାଇଁ ବନାଯାଇଛି ପରନ୍ତୁ ଚାଇନାର ଜେଲ୍ ରେ ଏପରି ଦଣ୍ଡ ଦିଆଯାଏ ଯାହା ଦୁନିଆର ଅନ୍ୟ କୋଉ ଜେଲ୍ ରେ ଦିଆଯାଏ ନାହିଁ। ଏଠାରେ ଗୋଟିଏ ନିଷ୍ଠୁର ଦଣ୍ଡ ମଧ୍ୟ ଅଛି ଯାହା ବୋହୁତ କଡ଼ା ଦଣ୍ଡ ହୋଇଥାଏ। ଏହି ଦଣ୍ଡରେ କଏଦୀର ହାତକୁ ପଛ ପଟକୁ ନେଇ ଷ୍ଟୁଲ ଉପରେ ଛିଡ଼ା କରି ବାନ୍ଧି ଦିଆଯାଏ ଏହାପରେ କଏଦୀକୁ ନା ଖାଇବାକୁ ଦିଆଯାଏ ନା ପିଇବାକୁ ଏହି ଅବସ୍ଥାରେ କଏଦୀ ଅଧିକ ସମୟ ନ ରହି ପାରି କଷ୍ଟରେ ତଳକୁ ପଡ଼ିଯାଏ ଆଉ ଯେବେ ସିଏ ତଳକୁ ପଡ଼ିଯାଏ ତାକୁ ବୋହୁତ ନିଷ୍ଟିର ଭାବେ ମାଡ଼ ମାରନ୍ତି। କେବଳ ଏତିକି ନୁହେଁ ସେହି କଏଦୀର ହାତ ଗୋଡକୁ ଓଲଟା ବାନ୍ଧି ତାକୁ ପବନରେ ଝୁଲାଇ ଦିଅନ୍ତି ଯାହାଦ୍ଵାରା ସେହି କଏଦୀର କାନ୍ଧରେ ବୋହୁତ ଜୋର୍ ରେ ଆଘାତ ଲାଗେ। ଏହାପରେ ତାକୁ ଗୋଟିଏ ବକ୍ସରେ ବନ୍ଦ୍ କରି ଦିଅନ୍ତି ଯେଉଁଥିରେ ନା ଠିକ୍ ସେ ବସିପାରେ ନା ଠିକ୍ ସେ ଛିଡ଼ା ହୋଇପାରେ। ତାକୁ ଏହି ଅବସ୍ଥାରେ ବୋହୁତ ଦିନ ପର୍ଯ୍ୟନ୍ତ ରଖାଯାଏ ଯାହା ପରେ ସେହି କଏଦୀ ଏହି କଷ୍ଟକୁ ସହି ନପାରି ଧୀରେ ଧୀରେ ମୃତ୍ୟୁକୁ ପ୍ରାପ୍ତ ହୋଇଯାଏ।

ବ୍ରିଥିଂ: ସମସ୍ତେ ଏହା ଭଲ ଭାବରେ ଜାଣିଛନ୍ତି ଯେ ଯେବେ ଅପରାଧୀ ପ୍ରଥମ ଥର ଜେଲ୍ କୁ ଆସେ ତ ତାର ପ୍ରଥମ ଦଣ୍ଡ ଏହା ଥାଏ ଯେ ତାକୁ ଭୀଷଣ ମାଡ ଖାଇବାକୁ ପଡ଼େ ପରନ୍ତୁ ଚାଇନାର ଜେଲ୍ ରେ ଏହି ଦଣ୍ଡକୁ ଗୋଟିଏ ବିଚିତ୍ର ଢଙ୍ଗରେ ଦିଆଯାଏ। ପ୍ରଥମେ ଅପରାଧୀକୁ କାନ୍ଥ ପଟେ ମୁହଁକରି ଛିଡ଼ା କରି ଦିଅନ୍ତି ଆଉ ଏହାପରେ ଗାର୍ଡସ ତାଙ୍କୁ ମାରିବା ପାଇଁ ହାତ କିମ୍ବା ଗୋଡର ବ୍ୟବହାର କରନ୍ତି ନାହିଁ ଏହା ବଦଳରେ ସେମାନଙ୍କୁ ଲେଦର୍ ବେଲ୍ଟର ବ୍ୟବହାର କରନ୍ତି। ଏହି ବେଲ୍ଟରେ ନା କେବଳ ତାର ଶରୀରକୁ ବରଂ ତାର ମୁଣ୍ଡକୁ ମଧ୍ୟ ମାରନ୍ତି।

ଯେବେ ବେଲ୍ଟରେ ଲାଗିଥିବା ଲୁହା କଏଦୀର ମୁଣ୍ଡରେ ଲାଗେ ତ କଏଦୀକୁ ବୋହୁତ ଗଭୀର ଭାବେ ଆଘାତ ଲାଗେ ପରନ୍ତୁ ସେମାନଙ୍କୁ ସେମାନଙ୍କୁ ସେହି ଆଘାତରେ ଲଗାଇବା ପାଇଁ ମେଡିସିନ ମଧ୍ୟ ଦିଆଯାଏ ନାହିଁ ଏହା ବ୍ୟତୀତ ସେମାନଙ୍କୁ ଆଉ ଗୋଟିଏ ଦଣ୍ଡ ମଧ୍ୟ ଦିଆଯାଏ ଯେଉଁଥିରେ ଅପରାଧୀକୁ ଗୋଟିଏ ଟେବୁଲ୍ ଉପରେ ଶୁଆଇ ତା ପିଠିରେ ୧୦୦ ବାଡି ପିଟନ୍ତି। ବାରମ୍ବାର ଗୋଟିଏ ଜାଗାରେ ମାଡ଼ ବାଜିବା ଯୋଗୁଁ ସେହି ଜାଗାଟିରେ ବୋହୁତ ଗଭୀର ଆଘାତ ଲାଗେ ବେଳେ ବେଳେ ତ ସେହି କାଠରେ କଣ୍ଟା ମଧ୍ୟ ଲାଗିଥାଏ ଯାହା କଏଦୀ ମାନଙ୍କୁ ମାରିବା ପାଇଁ ବ୍ୟବହାର କରାଯାଏ। ଏହା ବ୍ୟତୀତ ସେମାନଙ୍କୁ ହାତୁଡ଼ି ମଧ୍ୟ ପିଟନ୍ତି ଆଉ ଏହାପରେ ସେମାନଙ୍କ ଆଘାତ ଜାଗାରେ ଗୋଟିଏ ବିଷାକ୍ତ ପଦାର୍ଥ ପକାଯାଏ ଯାହାଦ୍ଵାରା ସେ କଏଦୀ ମାନେ ଅଧିକ ଛଟପଟ ହୁଅନ୍ତି।

ୟଙ୍ଗ ୟାଙ୍ଗ ଚାଙ୍ଗ: ୨୦୧୦ରେ ଚାଇନାର ଜଣେ ଜର୍ଜକୁ ୩ ବର୍ଷ ପାଇଁ ଏହି ପାନିସ୍ମେଣ୍ଟ କ୍ୟାମ୍ପରେ ବନ୍ଦ୍ କରିଦିଆଗଲା। ଏହି ଜର୍ଜର ନାଁ ୟଙ୍ଗ ୟାଙ୍ଗ ଚାଙ୍ଗ ଅଟେ। ଏହି ଜର୍ଜର ଦୋଷ କେବଳ ଏତିକି ଯେ ସେ ସେହି ଧର୍ମକୁ ମାନୁଥିଲା ଯେଉଁ ଧର୍ମକୁ ଚାଇନାରେ ସମସ୍ତେ ଘୃଣା କରନ୍ତି। ଏହି ଧର୍ମକୁ ଯିଏ ବି ମାନନ୍ତି ସେମାନଙ୍କୁ କଡାରୁ କଡ଼ା ଦଣ୍ଡ ଦିଆଯାଇଥିଲା କେବଳ ଏଥିପାଇଁ ଯେ ସେମାନେ ଏହି ଧର୍ମକୁ ଛାଡ଼ିଦେବେ। ୟଙ୍ଗଙ୍କୁ ମଧ୍ୟ ଏଥିପାଇଁ ବୋହୁତ ଟର୍ଚର୍ କରାଗଲା ତାର ହାତ ଗୋଡକୁ ବେଡ୍ ରେ ବନ୍ଧିଦେଲେ ଯାହାଦ୍ଵାରା ସେ ଜମାବି ହଲି ପାରୁନଥିଲା ଏବଂ ସେମାନେ ଆକୁ ଶୋଇବାକୁ ମଧ୍ୟ ଦେଉ ନଥିଲେ ଯେମିତି ୟଙ୍ଗଙ୍କୁ ନିଦ ଆସୁଥିଲା ତ ଗାର୍ଡସ୍ ମାନେ ତା ସାମ୍ନାରେ ଗୋଟିଏ ବିରାଟ ଲାଇଟ୍ କୁ ଜଳାଇ ଦେଉଥିଲେ। ଏହା ବ୍ୟତୀତ ତାଙ୍କୁ ଆହୁରି କଷ୍ଟ ଦେବା ପାଇଁ ତାଙ୍କ ନାକରେ ଗୋଟିଏ ପାଇପ୍ ଲଗାଇ ସେହି ପାଇପ୍ ବାଟେ ଲୁଣ ପାଣି ଏବଂ ଗୋଟିଏ କେମିକାଲକୁ ଛାଡୁଥିଲେ ସେହି ଲୁଣ ପାଣି କେମିକାଲ ତା ନାକକୁ ଗଲେ ତାକୁ ବୋହୁତ କଷ୍ଟ ହୁଏ।