ଆମ ଶରୀର ର ସବୁଠାରୁ sensitive ଅଙ୍ଗ ହେଉଛି ଆମ ଆଖି I ଆଖି ଯୋଗୁ ଶରୀର ର ସୁନ୍ଦରତା ବଢିଥାଏ I ତେଣୁ ଆଖି ର ଯତ୍ନ ନେବା ଅତ୍ୟନ୍ତ ଜରୁରୀ ହେଇଥାଏ I ଆଜି ର ବ୍ୟସ୍ତବହୁଳ ଜୀବନ କାରଣ ରୁ ଆମେ ଆମ ସ୍ୱତ୍ୱ ପ୍ରତି ସଚେତନ ହେଇ ନ ଥାଉ ତେଣୁ ଖୁବ କମ ବୟସ ରେ ପିଲାଙ୍କୁ ଚଶ୍ମା ଲାଗିଥାଏ I ତେବେ ଆଜି ଆମେ ଏହି ସବୁ ବିଷୟ ରେ କିଛି ବିଶେଷ ଆଲୋଚନା କରିବା I
ଆଜି ଆଲୋଚନା କରିବା ଏପରି କେଉଁ ଉପାୟ କରି ଆମେ ଆଉ ଚଶ୍ମା ର ବ୍ୟବହାର କରିବା ନାହିଁ I ଏଥିପାଁଇ ସବୁଠାରୁ ସହଜ ଉପାୟ ହେଉଛି ଘରେ ଥିବା ବାଦାମ କ୍ଷୀର ଓ ମିଶ୍ରି I ଏକ ପାତ୍ର ରେ ପାଣି ନେଇଯାନ୍ତୁ ଏବଂ ରାତିସାରା 5-6 ଗୋଟି ବାଦାମ ପକାଇଦିଅନ୍ତୁ I ଆଗାମୀ ଦିନ ଏହା ର ଚୋପା ବାହାର କରି ଏହା କୁ କ୍ଷୀର ସହ ମିଶାଇ ଦିଅନ୍ତୁ ଓ ଏଥିରେ କିଛି ମିଶ୍ରି ବି ପକାନ୍ତୁ I ଏହା କୁ ଟିକେ ଉଷୁମ କରିଦିଅନ୍ତୁ ଏବଂ ମିଳକ ସେକ କରିକି ଏହା କୁ ପି ଦିଅନ୍ତୁ I ଦେଖିବେ କିଛି ଦିନ ଏହା ର ସେବନ ରେ ଆପଣ ଙ୍କ ର ଆଖି ର ଦୃଷ୍ଟି ଶକ୍ତି ବଢିବ I
ଯଦି ଆପଣ ନିୟମିତ ରାତି ରେ ଶୋଇବା ପୂର୍ବ ରୁ ଏହା ର ସେବନ କରନ୍ତି 3-4 ସପ୍ତାହ ମଧ୍ୟ ରେ ଆପଣ ଙ୍କ ର ଆଖି ର ଦୃଷ୍ଟିଶକ୍ତି ବଢ଼ିଯିବ I ଏବଂ ଆଉ ଚଶ୍ମା ର ଆବଶ୍ୟକ ହେବ ନାହିଁ I