ଚାହୁଁଛନ୍ତି ଯଦି ଓଜନ କମାଇବାକୁ ତେବେ ଆପଣାନ୍ତୁ ରାମଦେବ ଙ୍କର ଏହି ଆୟୁର୍ବେଦିକ ଉପାୟକୁ, ଓଜନ କମିବା ସହ ଏହି ସବୁ ରୋଗରୁ ମଧ୍ୟ ମିଳିବ ମୁକ୍ତି

ଆଜିକା ସମୟ ରେ ପ୍ରତୋକ ବ୍ୟକ୍ତି ବ୍ୟସ୍ତ ବହୁଳ ଜୀବନ ରେ ରହିଥାନ୍ତି I ଯାହା ଦ୍ୱାରା କି ନିଜ ସ୍ଵାସ୍ତ୍ୟ ପ୍ରତି ବିଶେଷ ଧ୍ୟାନ ଦେଇ ନ ଥାନ୍ତି I ଅନେକ ସମୟ ରେ ନିଜ କାମ ବ୍ୟସ୍ତତା ରେ ଲୋକେ ନିଜ ସ୍ଵାସ୍ତ୍ୟ କୁ ଧ୍ୟାନ ଦେଇ ନ ଥାନ୍ତି I ଯାହା ଦ୍ୱାରା କି ତାଙ୍କ ଶରୀର ରେ ଅନେକ ରୋଗ ଆରମ୍ଭ ହେଇଥାଏ I ତେଣୁ ଆଜିକା ସମୟ ରେ ଅଧିକାଂଶ ଲୋକେ ନିଜ ଅବହେଳା କାରଣ ରୁ ଅସୁସ୍ଥ ରହିଥାନ୍ତି I

ତେବେ ଆଜି ଆମେ ଆଲୋଚନା କରୁଛେ ଅଧିକ ଓଜନ ଥିବା ଲୋକ ଙ୍କବିଷୟ ରେ I ଓଜନ ବୃଦ୍ଧି ହେବା ଦ୍ୱାରା ବ୍ୟକ୍ତି ଙ୍କ ର ଅନେକ ପ୍ରକାର ର ସମସ୍ୟା ଆସିଥାଏ I ଓଜନ ବଢିବା ଦ୍ୱାରା ମନୁଷ୍ୟ ନିଜ କୁ ଅସୁସ୍ଥ ଅନୁଭବ କରିଥାଏ I ଏବଂ ଥକାପଣ ସହ ଅନିଦ୍ରା ପରି ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ I ତେଣୁ ନିଜ କୁ ସୁସ୍ଥ ରଖିବାକୁ ହେଲେ ଜରୁରୀ ହେଉଛି ନିଜ ଓଜନ କୁ ନିୟନ୍ତ୍ରଣ ରେ ରଖିବା I

ମୁଣ୍ଡ ବ୍ୟଥା
ପ୍ରଥମେ ବ୍ୟକ୍ତି ଙ୍କ ର ଓଜନ ବୃଦ୍ଧି ଦ୍ୱାରା ମୁଣ୍ଡ ବ୍ୟଥା ପରି ସମସ୍ୟା ଦେଖାଯାଇଥାଏ I ତେଣୁ ଏପରି ଲୋକ ଙ୍କୁ ଦେଶୀ ଘିଅ ରେ ତିଆରି ହେଇଥିବା 3 ରୁ 5 ଗୋଟି ଯିଲପି ଓ ଏକ ଗ୍ଲାସ କ୍ଷୀର ପିଇବା ଉଚିତ I ଏହା ଶରୀର ପାଁଇ ବିଶେଷ ଲାଭକାରୀ ଅଟେ I ଆପଣ ଏହା ଉପରେ ବିଶ୍ୱାସ କରି ନ ପାରନ୍ତି କିନ୍ତୁ ଏହା ହିଁ ସତ ଅଟେ I ଆପଣ ଗାଈ କ୍ଷୀର ରେ ଏକ ଚାମଚ ବାଦାମ ପକାଇ ମଧ୍ୟ ଏହା ର ସେବନ କରିଲେ ମୁଣ୍ଡ ବ୍ୟଥା ଦୂର ହେଇଥାଏ I

ଡାଇବେଟିଜ ନିୟନ୍ତ୍ରଣ
ଯେଉଁ ଲୋକ ଙ୍କ ର ଅଧିକ ଓଜନ ବୃଦ୍ଧି ହେଇଥାଏ ସେହି ଲୋକ ଙ୍କ ର ଡାଇବେଟିଜ ପରି ସମସ୍ୟା ମଧ୍ୟ ଲାଗି ରହିଥାଏ I ତେଣୁ ଏପରି ଲୋକ ଙ୍କୁ ଲେମ୍ବୁ ଓ ତୁଳସୀ ପତ୍ର ସକାଳୁ ଖାଲି ପେଟ ରେ ସେବନ କରିବା ଉଚିତ I ଏପରି କରିବା ଦ୍ୱାରା ଡାଇବେଟିଜ ନିୟନ୍ତ୍ରଣ ରହିଥାଏ I

ଅନିୟମିତ ମାସିକ ଧର୍ମ ସ୍ରାବ
ଅନେକ ମହିଳା ଙ୍କ ର ମାସିକ ଋତୁସ୍ରାବ ର ସମସ୍ୟା ରହିଥାଏ I ଏହା ଶରୀର ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ I ଏପରି ଲୋକେ ପାଣି ରେ ପିଆଜ ଓ ଗୁଡ଼ ପକାଇ ସୁପ କରି ପିଇପାରିବେ I ଏହା ଦ୍ୱାରା ମାସିକ ଋତୁସ୍ରାବ ସମସ୍ୟା ଦୂର ହେଇଥାଏ I ଏଥିରେ ଆପଣ ଗାଜର ର ଜୁସ କରିପାରିବେ I

ଏସିଡ଼ିଟି ସମସ୍ୟା
ଆଂକେ ଲୋକ ଙ୍କ ର ଏସିଡ଼ିଟି ସମସ୍ୟା ରହିଥାଏ ସେମାନେ ଏଲୋବିରା ର ଜୁସ କୁ ଗରମ ପାଣି ରେ ସେବନ କରନ୍ତୁ I ଏହା ଦ୍ୱାରା ପେଟ ସଫା ରହିବ ଓ ଏହି ଜୁସ ରେ ଆପଣ ଆମ୍ବଲା ଜୁସ ମଧ୍ୟ ମିଶାଇ ପାରିବେ I ଏପରି ଜୁସ ଆପଣ ଙ୍କ ର ଏସିଡ଼ିଟି ସମସ୍ୟା କୁ ଦୂର କରିଥାଏ I