2013 ମସିହା ରେ ଆସିଥିବା ବଲିଉଡ ର ଚଳଚିତ୍ର “ଚେନ୍ନାଇ ଏକ୍ସପ୍ରେସ” କୁ ତ ଆପଣ ବେଶ ଭଲ ଭାବରେ ଦେଖିଥିବେ I ସେହି ଚଳଚିତ୍ର ରେ ଦୀପିକା ଓ ଶାରୁଖ ଙ୍କ ର ଯୋଡି କୁ ଦର୍ଶକେ ବହୁତ ପସନ୍ଦ କରିଥିଲେ I ଏବଂ ଚଳଚିତ୍ର ଟି ବେଶ ଭଲ ରୋଜଗାର ମଧ୍ୟ କରିଥିଲା I କିନ୍ତୁ କଣ ଆପଣ ମନେ ରଖିଛନ୍ତି କି ସେହି ଚଳଚିତ୍ର ରେ ଗୋଟେ ଭିଲିଆନ ମଧ୍ୟ ଥିଲା , ଯାହା ର ଶରୀର ଦେଖିବାକୁ ବହୁତ ଖାତରନାକ ଥିଲା I ତେବେ ଆଜି ଆସନ୍ତୁ ତାଙ୍କ ବିଷୟରେ ଆଲୋଚନା କରିବା I
ଚେନ୍ନାଇ ଏକ୍ସପ୍ରେସ ଏହି ଚଳଚିତ୍ର 2013 ରେ ରିଲିଜ ହେଇଥିଲା I ଏହି ଚଳଚିତ୍ର ର ହିରୋ ଶାରୁଖ ଓ ହିରୋଇନ ଦୀପିକା ଥିଲେ I ଏହା ଛଡା ଭିଲିଆନ ଙ୍କ କଥା ଦେଖିବା ତ ଥାଙ୍ଗବାଲି ଭାବରେ ଅଭିନୟ କରିଥିଲା ନିକିତିନ ଧୀର କରିଥିଲେ I
ଆପଣ ଙ୍କୁ ଅଗବତ ନିମନ୍ତେ ଜଣାଉଛୁ କି ନିକିତିନ ଧୀର ଙ୍କ ଜନ୍ମ ମୁମ୍ବାଇ ରେ ହେଇଥିଲା ଓ ସେ ତାଙ୍କ ର କ୍ୟାରିୟର ବଲିଉଡ ରେ 2008 “ଯୋଦ୍ଧା ଆକବର ” ରେ ଆରମ୍ଭ କରିଥିଲେ I ନିଜ ଏପରି ସୁନ୍ଦର ବ୍ୟକ୍ତିତ୍ୱ ପାଁଇ ସେ ଦର୍ଶକ ଙ୍କ ର ବେଶ ପ୍ରଶଂସା ର ପତ୍ର ହେଇପାରିଥିଲେ I କିନ୍ତୁ ସେ ଆଜି ନିଜ ର ଫିଟ୍ନେସ କୁ ଆହୁରି ମଧ୍ୟ ବଢ଼ାଇ ଦେଇଛନ୍ତି I
ନିକିତିନ ଙ୍କ କହିବା ଅନୁସାରେ ତାଙ୍କ ର ଫିଗର କରୁଛନ୍ତି ତାଙ୍କ ର ଆଗାମୀ ଚଳଚିତ୍ର ପାଁଇ I