ଛି ପୁଅ ମାନେ ବି ଏମିତି କରନ୍ତି, ଦେଖିଲେ ବିଶ୍ୱାସ କରିପାରିବେ ନାହିଁ… He Bhagban

ନମସ୍କାର ବନ୍ଧୁଗଣ ଆଜି ଆମେ ଏହି ପୋଷ୍ଟରେ ଦୁନିଆରେ ଘଟି ଥିବା କିଛି ଏମିତି କଥା ବିଷୟରେ କହିବୁ ଯାହା ନା ଆପଣ କେବେ ଶୁଣିଥିବେ ନା ଦେଖିଥିବେ| ତେବେ ଆସନ୍ତୁ ଆମର ଏହି ପୋଷ୍ଟ ମାଧ୍ୟମରେ ସେମିତି କିଛି କଥା ଜାଣିବା…

9.ଜୁନ 29 2008 ରେ ଏମିତି ଏକ ଚମତ୍କାର ହେଲା ସାରା ପୁରୁଷ ଜାତିର ଇତିହାସରେ ଆଉ ଏକ ଅଧ୍ୟାୟଟି ସୃଷ୍ଟି ହୋଇଗଲା ଏରିଜନରେ ରହୁଥିବା ଥାମସ ନାମକ ଏକ ବ୍ୟକ୍ତି 29 ବର୍ଷ ବୟସରେ ଗୋଟେ ଝିଅକୁ ଜନ୍ମ କରି ସାରା ଦୁନିଆକୁ ଏହା ଦେଖେଇଦେଲେ ଯେ ଗୋଟେ ପୁରୁଷ ଭି ଏହା କରିପରେ | ଆପଣା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ଥାମସ ଗୋଟେ ନୁହେଁ 3 ପିଲାକୁ ଜନ୍ମ କରିଛନ୍ତି | 1979 ରେ ଜନ୍ମ ଗ୍ରହଣ କରିଥିଲେ ତ ସେ ସେତେବେଳେ ଗୋଟେ ଝିଅ ଥିଲେ କିନ୍ତୁ 2002 ମସିହାରେ ସେ ତାଙ୍କର ଜେଣ୍ଡର ବଦଳାଇ ଝିଅ ରୁ ପୁଅ ହୋଇଗଲେ ମାନେ ସେ ତାଙ୍କର ଲିଙ୍ଗ ପରିବର୍ତନ କରାଇଲେ ଓ ଥମସ ଏବେ 3 ଟି ପିଲାର ବାପା ଭି ଓ ମା ଭି ଏହା ସହ ସେ ଜଣେ ପବ୍ଲିକ ସ୍ପିକର ଓ ଆଡ଼ଭୋକେଟ ଭି |

8. ଆପଣ ବାହାରେ କେତେଟଙ୍କା ଦେଇ ଗୋଟେ ପିଇବା ପାଣି ବୋତଲ କିଣୁଥିବେ 10 ଟଙ୍କା 20ଟଙ୍କା ଆଉ ଅଧିକ ହେଲେ 40 ଟଙ୍କା କିନ୍ତୁ ବିରାଟ କୋହଲି ପିଉଥିବା ଗୋଟେ ଲିଟର ପାଣି ର ମୂଲ୍ୟ 60 ଟଙ୍କା |

7. ଭଗବାନ ଘୁଷୁରୀକୁ ଏମିତି ଏକ ଅଭିଶାପ ଦେଇଛନ୍ତି ଯେ ସେ କେବେ ବି ଆକାଶରେ ଥିବା ଜହ୍ନ କୁ କେବେ ଦେଖିପାରିବ ନାହିଁ |

6. ଆପଣ ଜାଣିଛନ୍ତି ବର୍ତମାନ ଭାରତ ର ଜନ ସଂଖ୍ୟା କେତେ 163 କୋଟି 42 ଲକ୍ଷ 50 ହଜାର 522 ଜଣ ଲୋକ ବର୍ତମାନ ଆମ ଭାରତ ରେ ରୁହନ୍ତି | ଆପଣ ଜାଣିଛନ୍ତି ଆମ ଓଡ଼ିଶାରେ ଜନ ସଂଖ୍ୟା କେତେ 4 କୋଟି 30 ଲକ୍ଷ 60 ହଜାର 321 ଜଣ ଲୋକ ବର୍ତମାନ ଆମ ଓଡ଼ିଶାରେ ରୁହନ୍ତି |

5. ଗୋଟେ ଜମ୍ପଜେଟ ପ୍ଲେନ ରେ ଏତେ ଫ୍ୟୁଲ ଥାଏ କି ଯଦି ଆପଣ ତାକୁ ନିଜ କାର ରେ ୟୁଜ କରିବେ ତାହେଲେ ଆପଣ ପୁରା ଦୁନିଆର 2 ରୁ 3 ଚକର ବୁଲି ପାରିବେ |

4. ଆପଣମାନେ ବିଛା କଙ୍କଡା କୁ ଦଖିବ ମାତ୍ରେ ମାରିଦିଅନ୍ତି କିନ୍ତୁ ଆପଣ ମାନେ ଜାଣି ନାହାନ୍ତି ସେମାନଙ୍କର ବିଷ କେତେ ମୂଲ୍ୟବାନ ଗୋଟେ ଗେଲନ ସ୍କଲାପିଏ ପୈଜନ ର ମୂଲ୍ୟ 39 ମିଲିଅନ ଡ଼ଲାର ମାନେ ପାଖ ପାଖି 4 ଲିଟର ବିଛା କଙ୍କଡା ବିଷର ମୂଲ୍ୟ 280 କୋଟି ଟଙ୍କା |

3. ମନାକୋ କଣ୍ଟ୍ରି ଦୁନିଆର ଦୁତୀୟ ତମ ଦୁନିଆର ଛୋଟ ଦେଶ ଏହି ଦେଶ ମାତ୍ର 2.3 କିମି ଏରିଆ ଭିତରେ ରହିଛି ଏହି ଦେଶ ଏତେ ଛୋଟ ଯେ ଯଦି ଆପଣ ଚାଲିକି ଯିବେ ତାହେଲେ 2 ଘଣ୍ଟା ଭିତରେ ପୁରା ଦେଶ କୁ ବୁଲି ଆସିଯିବେ |

2. କଣ ଆପଣ ଜାଣିଛନ୍ତି ସବୁଠୁ ଅଧିକ ପ୍ରଶ୍ନ କାହାକୁ ପଚରାଯାଏ କୋଉ ଶିକ୍ଷକକୁ ନା ନିଜ ମାଙ୍କୁ ଗୋଟେ ରିସର୍ଚ୍ଚ ରେ ଏହା ଜଣା ପଡିଲା ଯେ ଛୋଟ ପିଲାମାନେ ନିଜ ମାଙ୍କୁ ଗୋଟେ ଦିନରେ 200 ଋ 300 ପ୍ରଶ୍ନ ପଚାରି ଥାନ୍ତି ସେମାନେ ପଚାରିଥିବା ପ୍ରଶ୍ନ ଭିତରୁ କିଛି ପ୍ରଶ୍ନ କାମର ଥାଏ ଓ ଆଉ କିଛି ପ୍ରଶ୍ନ ର ମୂଲ୍ୟ ନଥାଏ ମାନେ ବେକାର ହୋଇଥାଏ ତଥାପି ମା ମାନେ ନିଜର ଛୁଆକୁ ଉତ୍ତର ଦେଇ ସେମାନଙ୍କ ମନକୁ ସନ୍ତୁଷ୍ଟ କରିଥାନ୍ତି | କିନ୍ତୁ ସେଇ ପିଲା ବଡ ହେଲାପରେ ଯଦି ତାଙ୍କ ମା ଦୁଇ ରୁ ତିନିଥର ପଚାରିଥାନ୍ତି ତାହେଲେ ସେ ପିଲା ଟି ରାଗି ଯାଏ |

1. ଇଣ୍ଡୋନେସିଆ ରେ ରହୁଥିବା ଏଣ୍ଡ୍ରେ ନାମକ ଜଣେ ବ୍ୟକ୍ତି ଛୁଟିରେ 14 ଦିନ ପାଇଁ ବାହାରକୁ ବୁଲିବାକୁ ଯାଇଥିଲା ସେ ଯିବା ଆଗରୁ ତାର 7 ଟି ପୋଷା କୁକୁରକୁ ଖାଇବା ପିଇବାକୁ ନ ଦେଇ ଘର ପଛପଟେ କବାଟ ଦେଇ ଚାଲିଗଲା ସେ କୁକୁର ମାନଙ୍କ ଭୋକ ଏତେ ବଢିଗଲା ଯେ ଯେବେ ସେ ଲୋକ ଛୁଟିରୁ ଫେରି ଘରକୁ ଆସିଲା ସେ ଲୋକକୁ ଦେଖି ସବୁ କୁକୁର ମାନେ ବହୁତ ଖୁସି ହେଲେ ଖୁସି ର କାରଣ ଏହା ନୁହେଁ ଯେ ତାଙ୍କ ମାଲିକ ଫେରି ଆସିଛି ବୋଲି ସେମାନେ ଖୁସି ଏଥିଲାଗି ହେଲେ ଯେ ସେମାନଙ୍କୁ କିଛି ଖାଇବାକୁ ମିଳିଗଲା ଏଣ୍ଡ୍ରେ ଯେତେବେଳେ କବାଟ ଖୋଲି ଭିତରକୁ ଗଲା 14 ଦିନ ହେଲା ଭୋକରେ ଥିବା 7 ଟି କୁକୁର ଏଣ୍ଡ୍ରେ ଉପରକୁ ଆକ୍ରମଣ କରିଦେଲେ ଏଣ୍ଡ୍ରେ ଙ୍କର ପଡସି ଯେତେବେଳେ ଏଣ୍ଡ୍ରେ ଙ୍କ ବ୍ୟାଗ ଦେଖି ଘର ବାହାରକୁ ଆସିଲେ ସେ ଦେଖିଲେ ଯେ 7 ଟି କୁକୁର ମିଶି ଏଣ୍ଡ୍ରେ କୁ ଜିଅନ୍ତା ଖାଉଛନ୍ତି ଏଣ୍ଡ୍ରେ ମାରିବା ଆଗରୁ ତାଙ୍କ ପଡସି ଙ୍କୁ ବାସ ଏହି ଗୋଟେ କଥା କହିଲେ କି କୁକୁର ମାନଙ୍କୁ କେବେ ଭି ଭୋକରେ ରଖିବ ନାହିଁ |