ଅଧିକାଂଶ କ୍ଷେତ୍ର ରେ ମହିଳାମାନେ ନିଜ ର ନବଜାତ ଶିଶୁ ଙ୍କୁ ପ୍ୟାକେଟ କ୍ଷୀର ପିଆଇଥାନ୍ତି I କିନ୍ତୁ ସେମାନେ ଏହା ଜାଣି ନ ଥାନ୍ତି କି ଏହା ତାଙ୍କ ପାଁଇ ହାନିକାରକ ହେଇଥାଏ I ଏବଂ ଏହି ପ୍ୟାକେଟ କ୍ଷୀର ପିଇବା ଦ୍ୱାରା ଡେଭଲେପ୍ମେଣ୍ଟ ଡିସଅଡ଼ର ନାମ ରୋଗ ରେ ପିଲାମାନେ ଶିକାର ହେଇଥାନ୍ତି I
ଚିକିତ୍ସକ ଙ୍କ କହିବା ଅନୁସାରେ ଏହି ପ୍ୟାକେଟ କ୍ଷୀର ଦ୍ୱାରା ପିଲା ଙ୍କ ର ଡେଭଲେପ୍ମେଣ୍ଟ ଡିସଅଡ଼ର ରୋଗ ହେଇଥାଏ I ଏହି ପ୍ୟାକେଟ କ୍ଷୀର ରେ ଅନେକ କେମିକାଲ ର ବି ମିଶ୍ରଣ ରହିଥାଏ I ଏହି ପ୍ୟାକେଟ କ୍ଷୀର ରେ ୟୁରିଆ , ବେଜିଟେବଲ ତେଲ , ଗ୍ଲୁକୋଜ ଓ ଅମିନ ସଲ୍ଫଫେଟ ଆଦି ରହିଥାଏ I
ତେବେ ଏହି ରୋଗ ବିଷୟ ରେ ବଲିଉଡ ରେ ଅଭିନେତା ଇମ୍ରାନ ହାଃସ୍ମିନ ଙ୍କ ର ଏକ ଆଗାମୀ ଫିଲ୍ମ ” ଟାଇଗରସ” ବି ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି I ଏହି ଫିଲ୍ମ ର କାହାଣୀ ଏହି ପ୍ୟାକେଟ କ୍ଷୀର ଓ ନବଜାତ ଶିଶୁ ଙ୍କ ଉପରେ ଆଧାରିତ ରହିଛି I