କୋଲଗେଟ ଦ୍ୱାରା ଏପରି ସଫା କରନ୍ତୁ ଆପଣଙ୍କ ଆବଶ୍ୟକ ନ ଥିବା ବାଳକୁ

ମହିଳା ହୁଅନ୍ତୁ କି ପୁରୁଷ ନିଜ ଶରିରୀ ର ସୁନ୍ଦରତା ପାଁଇ ଆବଶ୍ୟକ ନ ଥିବା ଜାଗା ରେ ଉଠିଥିବା ବାଳ କୁ ସଫା କରିବାକୁ ଅନେକ ପ୍ରୟାସ କରିଥାନ୍ତି I ତେବେ ଆଜି ଆମେ ଆପଣ ଙ୍କୁ କିଛି ଏପରି ଉପାୟ କହିବାକୁ ଯାଉଛୁ ଯାହା ଦ୍ୱାରା ଥରେ ଏହି ବାଳ କୁ ସଫା କରିଲେ ଆଉ ସେଠାରେ ଉଠିବ ନାହିଁ I ଆଜିକା ସମୟ ରେ ବି କିଛି ଯୁବତୀ ମାନେ ଏହି କାର୍ଯ୍ୟ ପାଁଇ ବ୍ୟୁଟି ପାର୍ଲର ଯାଇ ଅଯଥା ପଇସା ଖର୍ଚ୍ଚ କରିଥାନ୍ତି I

ପୁରୁଷ ହୁଅନ୍ତୁ କି ମହିଳା ନିଜ ଶରୀର ର କିଛି ଅଂଶ ରେ ଆବଶ୍ୟକ ନ ଥିବା ବାଳ କୁ ହଟାଇ ସୁନ୍ଦର ଦେଖା ଯିବାକୁ ପ୍ରୟାସ କରିଥାନ୍ତି I କିନ୍ତୁ ଠାରେ ସଫା କରିଲେ ପୁଣି ଠାରେ ଉଠିଥାଏ I କୌଣସି ଯୁବତୀ ଙ୍କ ର ଏପରି ଆବଶ୍ୟକତା ରୁ ଅଧିକ ବାଳ ରହିଲେ ବି ତାଙ୍କ ପାଁଇ ଏହା ଏକ ଅଭିଶାପ ପରି ଅଟେ I କାରଣ ଏହା ଦ୍ୱାରା ତାଙ୍କ ର ସୁନ୍ଦରତା ବି ନଷ୍ଟ ହେଇଥାଏ I

ଆବଶ୍ୟକ ନ ଥିବା ବାଳ ଦ୍ୱାରା ବ୍ୟକ୍ତି ଙ୍କ ର ସୁନ୍ଦରତା ପ୍ରଭାବିତ ହେଇଥାଏ I ଏପରି ସେ ଅନେକ ଲଜ୍ୟାକର ପରିସ୍ଥିତି ର ବି ସମୁଖୀନ କରିଥାନ୍ତି I ଏଥିପାଇ ପୁରୁଷ ଓ ମହିଳାମାନେ ବେକସିଂ ର ସାହାରା ନେଇଥାନ୍ତି I କିନ୍ତୁ ଏହା ଦ୍ୱାରା ଶରୀର ରେ ଯନ୍ତ୍ରଣା ଅନୁଭବ ହେଇଥାଏ I ଏବଂ ଏହା କିଛି ଦିନ ପାଁଇ ହିଁ କାମ କରିଥାଏ I କିନ୍ତୁ ଆଜି ଆମେ ଯେଉଁ ଘରୋଇ ଉପଚାର ବିଷୟ ରେ କହିବାକୁ ଯାଉଛୁ ଏହା ଦ୍ୱାରା ସବୁଦିନ ପାଁଇ ଆପଣ ଏହି ବାଳ କୁ ହଟାଇ ପାରିବେ I

ଏହା ଏକ ଚମତ୍କାରୀ ଉପାୟ ଅଟେ I ଆପଣ ଙ୍କ ପାଖ ରେ ଏକ କୋଲଗେଟ ଓ ଏବରୟୁଥ ଏକ ହଳଦିଆ ମାସ୍କ ପ୍ୟାକ ରହିବା ଆବଶ୍ୟକ ଅଟେ I ଏକ ପାତ୍ର ରେ ପ୍ରଥମେ 2 ଚାମଚ ଏବରୟୁଥ ଓ ଏକ ଚାମଚ କୋଲଗେଟ ପକାଇ ଦିଅନ୍ତୁ I ଏହା କୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ I ଏବଂ ବାଳ ହଟାଇବା ଜାଗା ରେ ଏହା କୁ ଲଗାଇ 20 ମିନିଟ ଛାଡି ଦିଅନ୍ତୁ I ଯେତେବେଳେ ଏହା ସମ୍ପୂର୍ଣ ଶୁଖିଯିବ ସେ ସମୟ ରେ ଆପଣ ଏହା କୁ ଧୀରେ ଧୀରେ ହଟାଇଦେବେ I ସେହି ଜାଗା ରେ ଆଉ କେବେ ହେଲେ ବାଳ ଉଠିବ ନାହିଁ I