କରୋନାକୁ ନେଇ Maya ସିରିଏଲର ହୀରୋ ଦେଲେ ବଡ଼ ଖବର, ଶିଘ୍ର ଦେଖନ୍ତୁ

ବନ୍ଧୁଗଣ ବର୍ତମାନ ଆସି ପହଁଚିଲା ବହୁତ ବଡ ଖବର ଓଡ଼ିଆ ମାୟା ସିରିଏଲ କୁ ନେଇ ବା ଓଡ଼ିଆ ମାୟା ସିରିଏଲ ଦେଖୁଥିବା ଦର୍ଶକମାନଙ୍କ ପାଇଁ ତେବେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା| ତେବେ ଦର୍ଶକବନ୍ଧୁ ମାୟା ସିରିଏଲର ଆସିଷ୍ଟାଣ୍ଟ ଡିରେକ୍ଟର ଅଭିଷେକ ଙ୍କର କରୋନା ରେ ମୃତୁ ହୋଇଯାଇଛି |

ଏହାତ ଆପଣମାନେ ନିଶ୍ଚିତ ଜାଣିଥିବେ ତେବେ ଜଣେ ଡିରେକ୍ଟର ହୋଇ ମଧ୍ୟ ମାୟା ସିରିଏଲ ର ଆକ୍ଟର ମାନେ ଆଜି ତାଙ୍କୁ ଝୁରୁଛନ୍ତି| ତେବେ ବର୍ତମାନ ମାୟା ସିରିଏଲ ର ନାଗେଶ ଦେଲେ ବଡ ଖବର ତାଙ୍କର ଡିରେକ୍ଟର କରୋନା ରେ ମୃତୁ ହୋଇଥିବାରୁ ମାୟା ସିରିଏଲ ର ସମସ୍ତ ଆକ୍ଟର ବା କଳାକାର ବା ଏହି ଟିମ ର ସବୁ କାମ କରୁଥିବା ସଦସ୍ୟ ମାନେ ବର୍ତମାନ ହୋମ କରନଟାଇନ ବା ଘରେ ରହିବାକୁ କୁହ ଯାଇଛି |


କିନ୍ତୁ କୌଣସି ମାୟା ସିରିଏଲ ର ଆକ୍ଟର ବା କଳାକାର କାହାରି କୋଭିଡ ପଜେଟିଭ ହୋଇନାହିଁ ହିରୋ ନାଗେଶ ଙ୍କର ଭି ନାହିଁ | ତେବେ ସମସ୍ତେ ସେଭ ଅଛନ୍ତି ଭଗବାନ ଙ୍କ ଦୟାରୁ ସମସ୍ତେ ଭଲରେ ରୁହନ୍ତୁ ହିରୋ ନାଗେଶ ଦେଲେ ଏଇ ଖୁସି ଖବର ଟି ତେବେ କାହାକୁ ଭି କରୋନା ହୋଇନି |

ତଥାବି ସରକାର ଙ୍କ ଗାଇଡଲାଇନ ମାନି ଆମେ ସମସ୍ତେ 15 ଦିନ ପାଇଁ ଘରେ ଅଲଗା ରହିଲୁ ତେବେ ଦର୍ଶକବଂଧୁ ଏହା ଜାଣିଲାପରେ ଆପଣମାନଙ୍କୁ କେମିତି ଲାଗିଲା ତାହା ସହିତ ଓଡ଼ିଆ ମାୟା ସିରିଏଲ ଆପଣଙ୍କୁ କେତେ ଭଲ ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ |