କୋରୋନା ଭାଇରସ୍ ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ଆତଙ୍କ ଖେଳେଇ ଦେଇଛି। ଏହି କୋରୋନା ଦ୍ବାରା ବୋହୁତସାରା ଲୋକମାନେ ମୃତ୍ୟୁବରଣ କରିଲେଣି। ଆଜି ଆସନ୍ତୁ ଓଲିଉଡର ଏମିତି କିଛି ସେଲିବ୍ରିଟି ମାନଙ୍କ ବିଷୟରେ ଜାଣିବା ଯେଉଁମାନେ କୋରୋନା ଭାଇରସ୍ ଦ୍ବାରା ମୃତ୍ୟୁବରଣ କରିଛନ୍ତି।
ବିଜୟ ମହାନ୍ତି
ଓଲିଉଡର ଏହି ଜବରଦସ୍ତ ଅଭିନେତାକୁ ଆପଣମାନେ ବୋହୁତସାରା ଫିଲ୍ମରେ ଅଭିନୟ କରିଥିବାର ଦେଖିଥିବେ। ତେବେ ଗତବର୍ଷ କୋରୋନା ସମୟରେ ବିଜୟ ମହାନ୍ତିଙ୍କର ହାର୍ଟଆଟାକ୍ ମୃତ୍ୟୁ ହୋଇଥିଲା।
ରବି ମିଶ୍ର
ଆପଣମାନେ ରବି ମିଶ୍ରଙ୍କୁ ବୋହୁତସାରା ସିନେମା ଓ ସିରିୟଲ୍ ରେ ଅଭିନୟ କରିଥିବାର ଦେଖିଥିବେ। କୋରୋନା ରୋଗରେ ପୀଡିତ ହୋଇ ରବି ମିଶ୍ର ମଧ୍ୟ ମୃତ୍ୟୁବରଣ କରିଥିଲେ।
ଅଜିତ୍ ଦାସ
ଆପଣମାନେ ଅଜିତ୍ ଦାସଙ୍କୁ ବୋହୁତସାରା ସିନେମାରେ ଅଭିନୟ କରିଥିବାର ଦେଖିଥିବେ। ଗତବର୍ଷ କୋରୋନା ରୋଗରେ ପୀଡ଼ିତ ହୋଇ ଅଜିତ୍ ଦାସଙ୍କର ମୃତ୍ୟୁ ହୋଇଥିଲା।
ପିପିଲି ବିଧାୟକ ପ୍ରଦୀପ ମହାରଥୀ
ଆପଣମାନେ ପ୍ରଦୀପ ମହାରଥୀଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ସେ ବୋହୁତ ଜନ ମଙ୍ଗଳକର କାର୍ଯ୍ୟ ବା ଜନ ହିତକର କାର୍ଯ୍ୟ କରିଛନ୍ତି। କିନ୍ତୁ ଗତବର୍ଷ କୋରୋନା ରୋଗରେ ପୀଡ଼ିତ ହୋଇ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ହୋଇଥିଲା।
ଅଭିଷେକ
ମାୟା ଧାରାବାହିକର ଡାଇରେକ୍ଟର ଅଭିଷେକଙ୍କ ମୃତ୍ୟୁ ଗତ କିଛିଦିନ ତଳେ କୋରୋନା ରୋଗରେ ପୀଡ଼ିତ ହୋଇ ହୋଇଥିବା। ଏହା ବିଷୟରେ ଏହି ଧାରାବାହିକର ମୁଖ୍ୟ ଅଭିନେତା ସୋସିଆଲ ମିଡ଼ିଆରେ ନିଜ ଫ୍ୟାନ ମାନଙ୍କୁ ଜଣାଇଥିଲେ।
ଚାରଣ ରାମ ଦାସ
ଚାରଣ ରାମ ଦାସ ଗତ କିଛିଦିନ ପୂର୍ବେ କୋରୋନା ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଛନ୍ତି।
ତପୁ ମିଶ୍ର
ଆପଣମାନେ ଜାଣିଥିବେ ଗତ କିଛିଦିନ ପୂର୍ବେ ତପୁ ମିଶ୍ର କୋରୋନା ରୋଗରେ ପୀଡ଼ିତ ହୋଇ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ ଏବଂ ଗତ କାଲି ତାଙ୍କର ମୃତ୍ୟୁ ହୋଇ ଯାଇଛି।