କୋରନା ସମୟରେ କଠିନ ପରିସ୍ଥିତିଦେଇ ଗତିକରୁଛନ୍ତି Sabya ଓ ତାଙ୍କ ପରିବାର… ଦେଖନ୍ତୁ

ବନ୍ଧୁଗଣ ଆପଣମାନେ ଜାଣିଥିବେ କି ବର୍ତମାନ ସମୟରେ ଭାରତରେ କରୋନା ର ସଙ୍କଟ ଜୋର ସୋର ରେ ବଢିବାକୁ ଲାଗିଛି ଦିନକୁ ପ୍ରାୟ 4 ଲକ୍ଷରୁ ଅଧିକ ଲୋକଙ୍କୁ ଏ ଭାଇରସ ଆଟାକ କରୁଥିବାର ନଜର ଆସିଛି ତେବେ ଏହିଭଳି ପରିସ୍ଥିତିରେ ସବ୍ୟସଚୀ ଙ୍କୁ ଆପଣମାନେ ଜାଣିଥିବେ ବହୁତସାରା ଲୋକମାନଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ଓ ବହୁତ ସାରା ଲୋକଙ୍କୁ ମଧ୍ୟ ସାହାଯ୍ୟ କରିଥିବାର ନଜର ଆସିଛନ୍ତି |

ବର୍ତମାନ ସମୟରେ ସବ୍ୟସଚୀ ଓ ତାଙ୍କ ଫ୍ୟାମିଲି ମାନେ ତାଙ୍କ ଘରଲୋକ ମାନେ ନିଜ ଘରେ ରହିବି ମଧ୍ୟ ମାସ୍କ ପିନ୍ଧୁଛନ୍ତି ଓ ଘରେ ନିଜ ପରିବାର ଲୋକମାନଙ୍କ ସହ ସୋସିଆଲ ଡିଷ୍ଟାନ୍ସ ରେ ରହୁଛନ୍ତି ତେବେ ଆପଣମାନେ ଏ ଫୋଟୋ ରେ ଦେଖିପାରୁଥିବେ ସବ୍ୟସଚୀ ଙ୍କ ପରିବାର ଲୋକମାନେ ପରସ୍ପର ମଧ୍ୟେ ମାସ୍କ ପିନ୍ଧିବା ସହ ପରସ୍ପରଙ୍କ ମଧ୍ୟରେ ସୋସିଆଲ ଡିଷ୍ଟାନ୍ସ ମେଣ୍ଟେନ କରୁଥିବାର ନଜର ଆସିଛନ୍ତି |

ତାହେଲେ ସବ୍ୟସାଚୀ ନିଜ ପରିବାର ଓ ଦର୍ଶକମାନଙ୍କୁ ଅନୁରୋଧ କରିଛନ୍ତି କି ସବୁବେଳେ ମାସ୍କ ପିନ୍ଧନ୍ତୁ ଓ ସୋସିଆଲ ଡିଷ୍ଟାନ୍ସ ରେ ରୁହନ୍ତୁ କରନା ଭାଇରସ ସହ ଲଢ଼ିବା ପାଇଁ ଏ ମେସେଜ ଟି ସେ ସାରା ଦୁନିଆକୁ ଓଲିଉଡ଼ ଜଗତକୁ ବା ସେ ତାଙ୍କ ସବୁ ଫ୍ୟାନ ମାନଙ୍କୁ ଜଣାଇ ଦେଇଛନ୍ତି | ତେବେ ବନ୍ଧୁଗଣ ଆପଣମାନେ କରୋନା ଭାଇରସ ସହ ଲଢ଼ିବାପାଇଁ କେମିତି ପ୍ରିପେରସନ କରିଛନ୍ତି ଆମକୁ କାମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବେ |