କରୋନାରୁ ରକ୍ଷା ପାଇବା ପାଇଁ ନିଜର Immunity ଶକ୍ତିକୁ ବୁଦ୍ଧି କରିବା ପାଇଁ ଏହି 4ଟି ଖାଦ୍ୟ ଖାଆନ୍ତୁ

ନମସ୍କାର ବନ୍ଧୁଗଣ ଦେଶର ଡାକ୍ତର ଏବଂ ବିଶେଷଜ୍ଞ ମାନେ କହିଛନ୍ତି ଯେ ଯଦି ଆପଣ କୋରୋନା ଭଇରସ୍ ରୁ ବଞ୍ଚିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ଆପଣଙ୍କ ଇମ୍ୟୁନିଟି ବଢ଼ାଇବାକୁ ପଡ଼ିବ। ତେଣୁ ଜାଣନ୍ତୁ କିଛି ସୁସ୍ଥ ଖାଦ୍ୟ ବିଷୟରେ ଯାହାକୁ ଆପଣ ନିଜ ଘରେ ଖାଇପରିବେ ଏବଂ ଇମ୍ୟୁନିଟି ବଢାଇ ପାରିବେ। ତେବେ ଚାଲନ୍ତୁ ଜାଣିବା ଏହି ଖାଦ୍ୟ ବିଷୟରେ।

୧. କିସମିସ – କିସମିସ୍ ଖାଇବା କେବଳ ହାଡ଼ ଆଉ ଦାନ୍ତକୁ ମଜବୁତ୍ କରିବା ତାହା ନୁହେଁ ଇମ୍ୟୁନିଟି ବଢ଼ାଇବା ପାଇଁ ମଧ୍ୟ ଭଲ ଲାଭଦାୟକ ଅଟେ। ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ ଥାଏ। ଏହା ବ୍ୟତୀତ ଏଥିରେ ପ୍ରୋଟିନ, ଫ୍ୟାଟ, କାର୍ବର୍ସ, ଫାଇବର୍ସ, କରପ ଏବଂ ଆଇରନ୍ ଭଳି ପୋଷାକ ତତ୍ତ୍ଵ ମଧ୍ୟ ରହିଥାଏ।

୨. ଫ୍ଲକ୍ ସିଡ – ଫ୍ଲକ୍ ସିଡ ଓମଗା 3 ଫ୍ୟାଟି ଏସିଡରେ ଭରପୁର। ଏହା ବ୍ୟାଡ କୋଲେଷ୍ଟ୍ରୋଲ ହ୍ରାସ କରି ଆମ ହୃଦୟକୁ ସୁସ୍ଥ ରଖିଥାଏ।

୩. ଛତୁ – ମଶ୍ରୁମ୍ ରେ ଭିଟାମିନ D ଏବଂ ଅନେକ ପୋଷାକ ତତ୍ତ୍ଵ ରହିଥାଏ। ଏହା ସ୍ୱସ୍ଥ ପାଇଁ ଅନେକ ଲାଭଦାୟକ ଅଟେ। ଇମ୍ୟୁନିଟି ବଢ଼ାଇବା ପାଇଁ ଆପଣ ଖାଦ୍ୟରେ ମଶ୍ରୁମ୍ ଖାଇପାରିବେ।

୪. ବ୍ରୋକଲି – ଖାଦ୍ୟରେ ଆପଣ ବ୍ରୋକଲିକୁ ସଲାଡ ଏବଂ ସୁପ ଭାବରେ ଖାଇପାରିବେ। ବ୍ରୋକଲି ଏକ ପୃଷ୍ଟିକର ଖାଦ୍ୟ। ଏହାକୁ ଖାଇବା ଦ୍ଵାରା ଶରୀର ଭିଟାମିନ ଏବଂ ଆଣ୍ଟିଅକ୍ସିଦେଣ୍ଟ ବୃଦ୍ଧି ପାଇଥାଏ। ଏହା ସହିତ ଏହା ଇମ୍ୟୁନିଟି ବଢ଼ାଇଥାଏ।

ଆପଣ ଯଦି ଆପଣଙ୍କ ଇମ୍ୟୁନିଟି ବଢ଼ାଇବାକୁ ଚାହୁଁଛନ୍ତି ଆପଣ ଯଦି ଏହି କୋରନା ମହାମାରୀ ସମୟରେ ସୁସ୍ଥ ରହିବାକୁ ଚାହୁଁଛନ୍ତି ତେବେ ଆପଣ ଆପଣଙ୍କ ଖାଦ୍ୟରେ ଏହି ୪ ଟି ଖାଦ୍ୟ ଖାଆନ୍ତୁ। ତାହା ସହିତ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାବେଳେ କାଢ଼ା ପ୍ରସ୍ତୁତ କରି ପିଅନ୍ତୁ। ଏହା ସହିତ ମାସ୍କ୍ ପିନ୍ଧାନ୍ତୁ, ସମସ୍ତଙ୍କ ଠାରୁ ଟିକେ ଦୂରେଇ ରୁହନ୍ତୁ। ଆପଣ ନିଜେ ସୁରକ୍ଷିତ ରହିଲେ ଆପଣଙ୍କ ପରିବାର ସୁରକ୍ଷିତ ରହିବ, ଆମ ଦେଶ ସୁରକ୍ଷିତ ରହିବ ଏବଂ ଆମ ପୃଥିବୀ ମଧ୍ୟ ସୁରକ୍ଷିତ ରହିବ।