ଶୀଘ୍ର ଯବାନ ହେବା ପାଇଁ ନେଉଥିଲେ ଇଞ୍ଜେକ୍ସନ, ସେଥିପାଇଁ ୧୬ ବର୍ଷ ବୟସରେ ୨୫ ବର୍ଷ ବୟସ ପରି ଦେଖାଯାଉଥିଲେ ଏହି ଅଭିନେତ୍ରୀ …

ଏହି ଇଣ୍ଡଷ୍ଟ୍ରି ରେ ଅନେକ ସୁନ୍ଦରୀ ଅଭିନେତ୍ରୀ ରହିଛନ୍ତି I ସେମାନେ ନିଜ ର ଅଭିନୟ ଓ ସୁନ୍ଦରତା କୁ ନେଇ ବେଶ ଲୋକପ୍ରିୟ ମଧ୍ୟ ଅଟନ୍ତି I ଅନେକ ଲୋକପ୍ରିୟ ଅଭିନେତ୍ରୀ ଫିଲ୍ମ ରେ ବାଲ୍ୟ କଳାକାର ରୂପେ ଅଭିନୟ କରିଥିଲେ I ଇତି ମଧ୍ୟ ରେ ଆଜି ଆମେ ଆଲୋଚନା କରିବା ଅଭିନେତ୍ରୀ ହନଶିକା ମୋଟବାନି ଙ୍କ ବିଷୟ ରେ I

ଅନେକ ଫିଲ୍ମ ରେ କାମ କରିଛନ୍ତି
ହନଶିକା ମୋଟବାନି ସାଉଥ ଫିଲ୍ମ ରେ ଅଧିକ ସକ୍ରିୟ ରହିଛନ୍ତି I ଏବଂ ଆଜିକା ସମୟ ରେ ହନଶିକା ମୋଟବାନି ଜଣେ ସୁପରିଚିତ ଅଭିନେତ୍ରୀ ହେଇଯାଇଛନ୍ତି I ସେ ବାଲ୍ୟ କଳାକାର ରୂପେ ନିଜ ର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ I

ଏବଂ କିଛି ଦିନ ରେ ହିଁ ଜବାନ ହେଇଯାଇଥିଲେ
ହନଶିକା ମୋଟବାନି 2001 ରୁ 2004 ମସିହା ମଧ୍ୟ ରେ ଅନେକ ଫେମସ ଧାରାବାହିକ ରେ କାମ କରିଛନ୍ତି I ଏବଂ ଏହି ଅଭିନେତ୍ରୀ ଖୁବ ଶୀଘ୍ର ଯବାନ ହେଇଯାଇଥିଲେ I କିଯେ ଆଶ୍ଚଯ୍ୟ ହେଇଯାଇଥିଲେ ଯେତେବେଳେ ହ୍ୱିମେସ ରସମୀୟା ଙ୍କ ସହ ଫିଲ୍ମ “ଆପ କା ସୁରୁର” ରେ ନଜର ଆସିଥିଲେ I ଏହି ଯୁବତୀ 2004 ରେ ଚାଇଲଡ ଆର୍ଟିଷ୍ଟ ରୂପେ କାମ କରିଥିଲେ ଓ 2007 ରେ ଜଣେ ଯବାନ ଅଭିନେତ୍ରୀ ଙ୍କ ପରି ଦେଖାଯାଇଥିଲେ I

ଶୀଘ୍ର ଜବାନ ହେବାକୁ ନେଉଥିଲେ ଇଞ୍ଜେକ୍ସନ
ହନଶିକା ମୋଟବାନି ଙ୍କ ର ମା ଜଣେ ଡାକ୍ତର ଅଟନ୍ତି I ସେ ନିଜ ମମି ଙ୍କ ର ନିର୍ଦେଶ ରେ ହିଁ ଶୀଘ୍ର ଯବାନ ହେବାକୁ ଇଞ୍ଜେକ୍ସନ ର ସହାୟତା ନେଇଥିଲେ I ଏହି କାରଣ ରୁ ସେ 16 ବର୍ଷ ବୟସ ରେ 25 ବର୍ଷ ର ଅଭିନେତ୍ରୀ ପରି ଲାଗୁଥିଲେ I ଯେତେବେଳେ ଫିଲ୍ମ ସୁରୁର ରିଲିଜ ହେଇଥିଲା ସେ ମାତ୍ର 16 ବର୍ଷ ବୟସ ର ହିଁ ଥିଲେ I ଏହି ଫୋଟୋ ରୁ ଆପଣ ଅନୁମାନ କରିପାରିବେ I