ଦୈନିକ କେବଳ ଏତିକି ରୁଟି ମଣିଷ ମାନଙ୍କୁ ଖାଇବା ଉଚିତ, ନହେଲେ ଶରୀରକୁ ବେକାର କରିଦେଇଥାଏ ଗହମ ର ଅଟା

ଏହା ତ ସତ କି ରୁଟି ବେଶ ସ୍ୱାଦିଷ୍ଟ ହେଇଥାଏ ଏବଂ ପେଟ ପୁରୀଥାଏ I ଏହା ଶରୀର କୁ ଉର୍ଜା ପ୍ରଦାନ କରିଥାଏ ଓ ଶରୀର କୁ ସୁସ୍ଥ ରଖିଥାଏ I

ଚପାତି ର ସେବନ ଦ୍ୱାରା ମାନସିକ ଆଘାତ , କ୍ୟାନ୍ସର , ଡାଇବେଟିଜ ସହ ଅନେକ ବଡ଼ ବଡ଼ ରୋଗ ର ଆଶଙ୍କା କମିଥାଏ I ଏବଂ ଶରୀର ର ବିଷାକ୍ତ ତତ୍ୱ କୁ ବି ନଷ୍ଟ କରିଥାଏ I ଏହା ରକ୍ତ କୁ ଶୁଦ୍ଧ କରିଥାଏ I ଯଦି ଆପଣ ଙ୍କ ର ଆଣ୍ଠୁ ଗଣ୍ଠି ଆଦି ଦରଜ ରହିଛି ତେବେ ରୁଟି ସେବନ ଦ୍ୱାରା ପ୍ରୋଟିନ ଓ କ୍ୟାଲସିୟମ ଆଦି ମିଳିଥାଏ I ଏହା ଆପଣ ଙ୍କ ର ଶାରୀରିକ ଯନ୍ତ୍ରଣା କୁ ଦୂର କରିଥାଏ I

କିନ୍ତୁ ଏହା ଜରୁରୀ ନୁହେଁ କି ଏଥିରେ ଫାଇଦା ଅଛି ଯଦି ଖାଲି ଏହା କୁ ହିଁ ଖାଇବା I ଅଧିକ ସେବନ ଦ୍ୱାରା ଏହା ଶରୀର ପାଁଇ ହାନିକାରକ ବି ହେଇପାରେ I ଆପଣ ଏକ ସୀମା ରେ ହିଁ ଏହା ର ସେବନ କରିବା ଉଚିତ I ଯଦି ଆପଣ ସକାଳେ 4 ଗୋଟି ରୁଟି , ଦିପହର ରେ 4 ଗୋଟି ରୁଟି ଓ ରାତି ରେ 4 ଗୋଟି ରୁଟି ଖାଉଛନ୍ତି ତେବେ ଆପଣ 400 ଗ୍ରାମ କାର୍ବୋହାଇଡ୍ରେଡ଼ ନେଉଛନ୍ତି କିନ୍ତୁ ଆପଣ ଙ୍କ ର ଶରୀର କୁ କେବଳ 125 ଗ୍ରାମ କାର୍ବୋହାଇଡ୍ରେଡ଼ ବି ଆବଶ୍ୟକ ଅଟେ I ଅଧିକ ସେବନ ଦ୍ୱାରା ଏହା ଫ୍ୟାଟ ଭାବ ରେ ଶରୀର ରେ ଜମା ହେଇଥାଏ I ଯାହା ଦ୍ୱାରା ଆପଣ ଙ୍କ ର ଓଜନ ଅଧିକ ହେଇଯାଇଥାଏ I ତେଣୁ ଆପଣ ଙ୍କୁ ନିୟମିତ ବ୍ୟାୟାମ ବି କରିବାକୁ ପଡିବ ଏବଂ ଦିନ କୁ 12 ଗୋଟି ରୁ ଅଧିକ ରୁଟି ଖାଇବା ଶରୀର ପାଁଇ ହାନିକାରକ ହେଇଥାଏ I