ଦେଖନ୍ତୁ ବଲିଉଡର ଏହି 5ଟି ବଡ ଅଭିନେତ୍ରୀଙ୍କର ଭଉଣୀ ଙ୍କ ସହ, ଦେଖିକି ଆପଣ ମଧ୍ୟ ହୋଇଯିବେ ତାଙ୍କ ଦିୱାନା …

ବଲିଉଡ ରେ ଅନେକ ଅଭିନେତ୍ରୀ ନିଜ ର ସୁନ୍ଦରତା କୁ ନେଇ ବେଶ ଲୋକପ୍ରିୟ ରହିଥାନ୍ତି ଏବଂ ଆଉ କିଛି ଅଭିନେତ୍ରୀ ନିଜ ର ଅଭିନୟ ର ପାରଦର୍ଶିତା କୁ ନେଇ ଲୋକପ୍ରିୟ ହେଇଥାଏ I ପ୍ରତୋକ ଲୋକେ ତାଙ୍କ ପ୍ରିୟ କଳାକାର ଙ୍କ ର ବ୍ୟକ୍ତିଗତ ଜୀବନ ବିଷୟ ରେ ମଧ୍ୟ ସବୁ କିଛି ଜାଣିବାକୁ ଚାହିଁଥାନ୍ତି I ପ୍ରତୋକ ବ୍ୟକ୍ତି ସୋସିଆଲ ମିଡ଼ିଆ ଦ୍ୱାରା ଏହି କଳାକାର ଙ୍କ ବିଷୟ ରେ ମଧ୍ୟ ଜାଣିଥାନ୍ତି I ତେବେ ଆଜି ଆମେ ବଲିଉଡ ର ଏପରି 5 ଜଣ ଅଭିନେତ୍ରୀ ଙ୍କ ର ସାନ ଭଉଣୀ ଙ୍କ ବିଷୟ ରେ କହିବାକୁ ଯାଉଛୁ I

1.କୃତି ସେନନ – ନୁପୁର ସେନନ

କୃତି ସେନନ ର ସବୁ ଲୋକେ ବେଶ ଭଲ ଭାବ ରେ ଜାଣିଥାନ୍ତି I ସେ ବର୍ତମାନ ସମୟ ରେ ବେଶ ଚର୍ଚା ରେ ରହିଥାନ୍ତି I ବିଗତ ଦିନ ରେ ତାଙ୍କ ଫିଲ୍ମ ରିଲିଜ ହେଇଥିଲା ଯାହା ର ନାମ ଲୁକା ଚୁପି ଅଟେ I ଏହି ଅଭିନେତ୍ରୀ କୃତି ସେନନ ଙ୍କ ଏକ ସାନ ଭଉଣୀ ମଧ୍ୟ ଅଛନ୍ତି ତାଙ୍କ ନାମ ନୁପୁର ସେନ ଅଟେ I ସେ ନିଜ ବଡ଼ ଭଉଣୀ ଙ୍କ ପରି ଦେଖିବାକୁ ଖୁବ ସୁନ୍ଦର ଅଟନ୍ତି I ଏବଂ ସେ ନିଜ ର ଅନେକ ଫୋଟୋ ଇନଷ୍ତ୍ରାଗ୍ରାମ ରେ ମଧ୍ୟ ସେୟାର କରିଥାନ୍ତି I

2.ଜାହ୍ନବୀ କପୁର – ଖୁସି କପୁର
ଜାହ୍ନବୀ କପୁର ଙ୍କ ର ବିଷୟ ରେ ତ ଆପଣ ଜାଣିଥିବେ ସେ ଶ୍ରୀ ଦେବୀ ଙ୍କ ର ବଡ଼ ଝିଅ ଅଟନ୍ତି I ବିଗତ ବର୍ଷ ତାଙ୍କ ଫିଲ୍ମ ଧଡକ ରିଲିଜ ହେଇଥିଲା ଏବଂ ତାଙ୍କ ସାନ ଭଉଣୀ ଖୁସି ମଧ୍ୟ ଦେଖିବାକୁ ତାଙ୍କ ପରି ଖୁବ ସୁନ୍ଦର ଅଟନ୍ତି I ଏବଂ ସର୍ବଦା ପ୍ରତୋକ ପାର୍ଟି ଫଂସନ ଆଦି ରେ ସେ ନିଜ ଭଉଣୀ ସହ ରହିଥାନ୍ତି I

3.ଭୂମି ପେଡ଼ନେକର – ସମ୍ମକ୍ଷ୍ୟ ପେଡ଼ନେକର

ବଲିଉଡ ର ଲୋକପ୍ରିୟ ଅଭିନେତ୍ରୀ ଭୂମି ଙ୍କୁ କିଏ ବା ନ ଜାଣିଚି I ତାଙ୍କ ଫିଲ୍ମ ସୋନାଚିଡିଆ ବିଗତ ଦିନ ରେ ରିଲିଜ ହେଇଚି I ଏଥିରେ ସେ ଏକ ଡାକୁ ଭୂମିକା ରେ ଅଭିନୟ କରିଛନ୍ତି I ସୁନ୍ଦରୀ ଅଭିନେତ୍ରୀ ଭୂମି ଙ୍କ ର ସାନ ଭଉଣୀ ନାମ ସମ୍ମକ୍ଷ୍ୟ ପେଡ଼ନେକର ଅଟେ ଏବଂ ସେ ଦେଖିବାକୁ ନିଜ ଭଉଣୀ ଙ୍କ ପରି ଖୁବ ସୁନ୍ଦର ଓ ଷ୍ଟାଇଲିଷ୍ଟ ମଧ୍ୟ ଅଟନ୍ତି I

4. ୟାମୀ ଗୌତମ – ସୂରିଲି ଗୌତମ
ଅଭିନେତ୍ରୀ ୟାମୀ ଗୌତମ ନିଜ ର ସୁନ୍ଦରତା କୁ ନେଇ ବଲିଉଡ ରେ ବେଶ ଲୋକପ୍ରିୟ ଅଟନ୍ତି I ତାଙ୍କ ସାନ ଭଉଣୀ ନାମ ସୂରିଲି ଗୌତମ ଅଟେ I ସେ ମଧ୍ୟ ଜଣେ ଅଭିନେତ୍ରୀ ଅଟନ୍ତି I ସେ ଅନେକ ପଂଜାବୀ ଫିଲ୍ମ ଓ ସିରିଏଲ ରେ କାମ କରିଛନ୍ତି I

5.କାଟ୍ରିନା କୈଫ – ଈସାବେଲ କୈଫ

ବଲିଉଡ ଅଭିନେତ୍ରୀ କାଟ୍ରିନା ଙ୍କୁ କିଏ ନ ଜାଣିଚି ତାଙ୍କ ସାନ ଭଉଣୀ ଙ୍କ ନାମ ଈସାବେଲ କୈଫ ଅଟେ I ଏବଂ ସେ ଦେଖିବାକୁ କାତ୍ରିନା ଙ୍କ ପରି ମଧ୍ୟ ସୁନ୍ଦର ଅଟନ୍ତି I କିନ୍ତୁ ସେ ଅଭିନେତ୍ରୀ ନୁହନ୍ତି I