ଦମନ ଫିଲ୍ମ Hero ପାଇଁ ହିଟ ହୋଇନି ମୁହଁ ଖୋଲିଲେ ବାବୁଶାନ, କହିଦେଲି ସବୁ ଭିତର କଥା…

ନମସ୍କାର ବନ୍ଧୁଗଣ ସାମ୍ନାକୁ ଆସିଲା ଆଉ ଏକ ବଡ଼ ଖବର ଏହି ଦମନ ଫିଲ୍ମ କାହା ପାଇଁ ହିଟ୍ ହୋଇଥିଲା ଆସନ୍ତୁ ଏହା ବିଷୟରେ ଜାଣିବା ଏହାକୁ ନେଇ ବାବୁସାନ୍ ମହାନ୍ତି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଦର୍ଶକ ବନ୍ଧୁ ଏବେ କେବଳ ଓଡ଼ିଶା ନୁହେଁ ସାରା ଭାରତରେ ଚର୍ଚ୍ଚା କମିବାରେ ନାଁ ନେଉନାହିଁ ଦୀର୍ଘ ଅନେକ ବର୍ଷ ପରେ ଓଡ଼ିଆ ଇଣ୍ଡଷ୍ଟ୍ରି ଏପରି ଏକ କଣ୍ଟେଣ୍ଟ ଫିଲ୍ମ ବନେଇଛି ଯାହାକୁ ଲୋକମାନେ ଦେଖି ପ୍ରଶଂସା ମଧ୍ୟ କରୁଛନ୍ତି |

ଦର୍ଶକ ବନ୍ଧୁ ଆମ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଇତିହାସରେ ଦମନ ହେଉଛି ଏକମାତ୍ର ଫିଲ୍ମ ଯାହା ଆଗାମୀ ଦିନରେ ହିନ୍ଦୀରେ ରିଲିଜ୍ ହେବାକୁ ଯାଉଛି ଏହି ଫିଲ୍ମର ମୁଖ୍ୟ ଭୂମିକାରେ ବାବୁସାନ୍ ମହାନ୍ତି ନଜର ଆସୁଛନ୍ତି ଆଶ୍ଚର୍ଯ୍ୟର କଥା ଏହା ହେଉଛି କି ନା କେହି ହିରୋଇନ୍ ଅଛନ୍ତି ନା ଆକ୍ସନ ସିନ୍ ଅଛି ହେଲେ ଏହି ଫିଲ୍ମଟି ସତ୍ୟ ଘଟଣା ଉପରେ ଆଧାରିତ ଆଉ ଏହି ଫିଲ୍ମଟି ସମସ୍ତଙ୍କୁ ଅଧିକ ପସନ୍ଦ ଆସିଛି |

ଓଡ଼ିଶା ସରକାର ଏହି ଫିଲ୍ମକୁ କରମୁକ୍ତ ମଧ୍ୟ କରି ଦେଇଛନ୍ତି ଆଉ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ବାବୁସାନ୍ ମହାନ୍ତିଙ୍କର ଏକ ସାକ୍ଷାତକାର ଭିଡିଓ ମଧ୍ୟ ଖୁବ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଏହି ସାକ୍ଷାତକାରରେ ବାବୁସାନ୍ ମହାନ୍ତିଙ୍କୁ କିଛି ଏଭଳି ପ୍ରଶ୍ନ ପଚରା ଯାଇଥିଲା ଆଉ ବାବୁସାନ୍ ମହାନ୍ତି ମଧ୍ୟ କିଛି ଏଭଳି ଉତ୍ତର ଦେଇଥିଲେ ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

ଏହି ସାକ୍ଷାତକାରରେ ବାବୁସାନ୍ ମହାନ୍ତିଙ୍କୁ ପଚରା ଯାଇଛି କି ଦମନ ଫିଲ୍ମ ବାବୁସାନ୍ ଥିଲେ ବୋଲି ଚାଲିଲା ନା ବାବୁସାନ୍ ବଦଳରେ ଆଉ କେହିବି ଥିଲେ ଚାଲିଥାନ୍ତା ଏହାର ଉତ୍ତରରେ ବାବୁସାନ୍ କହିଲେ ସତ ହେଇଛି ବାବୁସାନ୍ ହେଉ କିମ୍ବା ଆଉ କେହି ଅଭିନେତା ତାଙ୍କ ଫେସ୍ ବଳରେ ଗୋଟିଏ କିମ୍ବା ଦୁଇଟି ଫିଲ୍ମ ଚାଲିବ ତାପରେ ଫିଲ୍ମର କଣ୍ଟେଣ୍ଟ ଫିଲ୍ମର ଷ୍ଟୋରି ଆଗକୁ ଭିଡ଼ି ନେଇଥାଏ |

ମୁଁ ମୋ ନିଜକୁ ସୌଭାଗ୍ୟବାନ୍ ମନେ କରୁଛି ଯେ ମୁଁ ଏମିତି ଏକ ଫିଲ୍ମରେ ଛୋଟ ଭୂମିକାଟିଏ ପାଇଛି ପ୍ରଥମ ଜିନିଷ ଫିଲ୍ମ ଭଲ ହେଉଛି ବୋଲି ବିପ୍ଳବ ସୃଷ୍ଟି ହେଲା ଫିଲ୍ମର କଣ୍ଟେଣ୍ଟକୁ ସତ୍ୟତାର ସହ ପ୍ରଦର୍ଶନ କରାଯାଇଛି ସେଥିପାଇଁ ଫିଲ୍ମ ଚାଲିଲା |

ତେବେ ଦର୍ଶକ ବନ୍ଧୁ ଏଠି ବାବୁସାନ୍ ମହାନ୍ତି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଯେ ସେ ଫିଲ୍ମର କଣ୍ଟେଣ୍ଟକୁ ନେଇ ଭାଇରାଲ ହୋଇଛନ୍ତି ଆଉ ତାଙ୍କ ଜାଗାରେ ଯେକୌଣସି ହିରୋ ଥିଲେ ମଧ୍ୟ ଏହି ଫିଲ୍ମ ଚାଲିଥାନ୍ତା।