ଧଳା ଓ ସଫା ଦାନ୍ତ ଆପଣ ଙ୍କ ର ସୁନ୍ଦରତା କୁ ବୃଦ୍ଧି କରିଥାଏ I ଆପଣ ଙ୍କ ର ଶରୀର ର ସୁନ୍ଦରତା ପାଁଇ ଦାନ୍ତ ମଧ୍ୟ ସୁନ୍ଦର ରହିବା ଆବଶ୍ୟକ ଅଟେ I କିନ୍ତୁ କିଛି ଲୋକେ ପାନ ପୁଡିଆ ଆଦି ର ଅଭ୍ୟାସ କୁ ନେଇ ଦାନ୍ତ ରେ ଦାଗ ପଡିଯାଇଥାଏ ଓ ଆପଣ ଅସୁନ୍ଦର ଦେଖାଯାଇଥାନ୍ତି I ତେବେ ଦାନ୍ତ ରୁ ଏହି ଦାଗ ଦୂର କରିବା କୁ ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବା କୁ ଯାଉଛୁ I
ଆଜିକା ଵ୍ୟସ୍ତବହୁଳତା ସମୟ ରେ ଅନେକ ଲୋକେ ଅନେକ ପ୍ରକାର ର ଖାଦ୍ୟ ସେବନ କରିଥାନ୍ତି I ଯେଉଁ କାରଣ ରୁ ଦାନ୍ତ ମୂଳ ରେ ବ୍ୟାକ୍ଟେରିଆ ଜମି ରହିଥାଏ I ଲୋକେ ଅନେକ କିଛି ଖାଦ୍ୟ ସେବନ କରିବା ପରେ ନିଜ ଦାନ୍ତ ଙ୍କୁ ଭଲ କରିକି ସଫା କରନ୍ତି ନାହିଁ I ସେହିପରି ଦାନ୍ତ ଘଷିବା ସମୟ ରେ ଆପଣ ଙ୍କ ର ଦାନ୍ତ ମୂଳ ରେ ଥିବା ବ୍ୟାକ୍ଟେରିଆ ବାହାରିଯାଇଥାଏ ସତ କିନ୍ତୁ ଦାନ୍ତ ରେ ଦାଗ ରହିଯାଇଥାଏ I ଯାହା ଦ୍ୱାରା କି ଆପଣ ଙ୍କ ର ଡଙ୍ଗ ହଳଦିଆ ଦେଖାଯାଇଥାଏ I
ତେବେ ଆଜି ଆମେ ଆପଣ ଙ୍କୁ କିଛି ଉପାୟ ବିଷୟ ରେ କହିବା କୁ ଯାଉଛୁ ଯାହା କି ଆପଣ ଙ୍କ ପାଁଇ ଶସ୍ତା ଓ ସହଜ ଅଟେ I ଏହା ର ଫାଇଦା ଆପଣ କିଛି ସମୟ ରେ ହିଁ ପାଇପାରିବେ I କିନ୍ତୁ ଏହି ଉପାୟ କୁ ଆପଣ କିଛି ଦିନ ଆପଣେଇବା ଦ୍ୱାରା ହିଁ ଏହା ର ଫାଇଦା ଆପଣ ପାଇପାରିବେ I
କମଳା ର ଚୋପା ଓ ଲେମ୍ବୁ କୁ ନିଅନ୍ତୁ I କମଳା ର ଚୋପା କୁ ଭଲ କରିକି ଶୁଖାଇ ଦିଅନ୍ତୁ I ଏବଂ ଏହା କୁ ଗୁଣ୍ଡ କରି ପାଉଡର କରି ଦିଅନ୍ତୁ I ଏହି ପାଉଡର ରୁ ଦୁଇ ଚୁଟକୀ ନେଇ ସେଥିରେ କିଛି ଲେମ୍ବୁ ରସ ମିଶାଇ ଦିଅନ୍ତୁ ଓ ସକାଳୁ ଓ ସନ୍ଧ୍ୟା ରେ ଏହା କୁ ବ୍ରସ ରେ ନେଇ ଦାନ୍ତ ଘସନ୍ତୁ I ଦେଖିବେ ଆପଣ ଙ୍କ ର ଦାନ୍ତ ରେ ଥିବା ସବୁ ଦାଗ ଦୂର ହେବା ସହ ଦାନ୍ତ ଧଳା ହେଇଯିବ I
ଏହା ଛଡା ଆପଣ ଲେମ୍ବୁ ରସ ରେ କିଛି ଲୁଣ ଓ କିଛି ସୋରିଷ ତେଲ ମିଶାଇ ପାରିବେ I ଏହି ଉପାୟ ଦ୍ୱାରା ଆପଣ ଙ୍କ ର ଦାନ୍ତ ର ସବୁ ଦାଗ ଦୂର ହେଇଥାଏ I|
ତେବେ ଆପଣ ଜାଣିପାରିଥିବେ ହଳଦିଆ ଦାନ୍ତ କୁ ସଫା କରିବା କୁ ଆପଣ କେଉଁ ସବୁ ଘରୋଇ ଉପାୟ ଆପଣେଇପାରିବେ |