ଭାରତ , ପାକିସ୍ତାନ ସହ ଜଡିତ ଅନେକ କାହାଣୀ ଆମେ ଆଜି ବି ଶୁଣିଥାଉ I ଏହିପରି ଏକ କାହାଣୀ ରହିଛି ଭାରତ ର ପଞ୍ଜାବ ରାଜ୍ୟ ର I ଭୁଲ ବିଭାଜନ କାରଣ ରୁ ଦୁଇଟି ଭାରତୀୟ ସହର ପାକିସ୍ତାନ ର ହେଇଯାଇଥିଲା I କିନ୍ତୁ ଆଜି ବି ଏହି ଦୁଇ ସହର ଭାରତ ର ଅଟେ I
ତେବେ ଆଜି ଆମେ ଆଲୋଚନା କରୁଛେ ପଞ୍ଜାବ ର ଫିରୋଜପୁର ଓ ଗୁରୁଦାସପୁର ସହର ବିଷୟ ରେ I ଏହି ଦୁଇ ସହର ଦେଶ ବିଭାଜନ ସମୟ ରେ ପାକିସ୍ତାନ କୁ ଚାଲିଯାଇଥିଲା I ବ୍ରିଟିଶ ଳୟର ସର ଲାୟର୍ସ ଏହି ବଡ଼ର ଲାଇନ ଟାଣିବା ସମୟ ରେ ଭାରତ ର ଏହି ଦୁଇ ସହର କୁ ଭୁଲ ରେ ପାକିସ୍ତାନ କୁ ଦେଇଦେଇଥିଲେ I ତେବେ ସୂଚନା ମୁତାବିକ ଅଟାରି ଓ ବାଘା ବଡ଼ର ର ସୂଚନା ମୁତାବିକ ଏକ ଲାଇନ ଟଣାଯାଇଛି ଓ ଏହା କୁ ଟାଣିଛନ୍ତି ବ୍ରିଗେଡିଆର ମହିନ୍ଦ୍ର ସିଂ ଙ୍କ ର ପୁଅ ପୁପିନ୍ଦର ଚୋପଦା I ଲର୍ଡ଼ ମାଉନ୍ଟବେତନ ଏହି ବଡ଼ର କାମ ବ୍ରିଗେଡିଆର ମହିନ୍ଦ୍ର ଙ୍କୁ ଦେଇଥିଲେ I କିନ୍ତୁ ରେଡ଼ିକଙ୍କ ଙ୍କୁ ବଡ଼ର ବିଷୟ ରେ ସଠିକ ଜ୍ଞାନ ନ ଥିଲା I
ଚୋପଦା ଙ୍କ କହିବା ଅନୁସାରେ ଅଧିକ ସୂଚନା ଅଭାବ ରୁ ରଦକଲିଫା ବଡ଼ର ଲାଇନ ଠିକ ରେ ଲାଇନ ଟାଣି ପାରି ନ ଥିଲେ ଏବଂ ସେ ଡ଼ରିଥିଲେ କାଳେ କିଛି ଭୁଲ ନ ହେଇଯିବ I କିନ୍ତୁ ପ୍ରେସର ରେ ଆସିକି ରଦକଲିଫ ବଡ଼ର ଲାଇନ ଟାଣିଥିଲେ I ଏବଂ ତାଙ୍କ ଭୁଲ କାରଣ ରୁ ଗୁରୁଦାସପୁର ଓ ଫିରୋଜପୁର ପାକିସ୍ତାନ ଭାଗ ରେ ଆସିଯାଇଥିଲା I
ଏବଂ ସୂଚନା ମିଳିବ ପରେ ଏହି ଦୁଇ ସହର କୁ ଭାରତ କୁ ହସ୍ତାନ୍ତର କରାଯାଇଥିଲା I ଏବଂ ଲର୍ଡ଼ ମାଉନ୍ଟ ଙ୍କ ନିର୍ଦେଶ ଅନୁସାରେ ଏହି ଦୁଇ ସହର ପୁଣି ଭାରତ ସହ ମିଶିଥିଲା I ଏବଂ ଏହା କୁ ନେଇ ଅନେକ ଦଙ୍ଗା ବି ହେଇଥିଲା I