ଧଳା ବାଳ ଯେତେବି ହୋଇଥାଉ, ଗୋଟି ଗୋଟି କରି Sabu ହେଇଯିବ କଳା, ଥରେ ନିଶ୍ଚୟ ଆପଣାନ୍ତୁ ଏହି ଘରୋଇ ଉପଚାର…

ନମସ୍କାର ବନ୍ଧୁଗଣ ମାତ୍ର ୫ ଟଙ୍କାର ଏହି ଜିନିଷ ଦ୍ଵାରା ଆପଣ ନିଜ କେଶକୁ କଳା ଘନ ଏବଂ ମଜବୁତ୍ କରି ପାରିବେ ସେଥିରେ ଯଦି ଆପଣଙ୍କ କେଶ ଆହୁରି ଅଧିକ ଶୁଷ୍କ ହୋଇ ଯାଇଛି ତେବେ ଏହି ଉପଚାରକୁ ଯଦି ଆପଣ ନିଜ କେଶର ଲଗାଇବେ ତେବେ ଆପଣଙ୍କ କେସ ନେଚୁରାଲି ସାଇନିଂ କରିବାକୁ ଲାଗିବ ତେବେ ଚାଲନ୍ତୁ ଜାଣିବା ଏହି ଜିନିଷ କଣ ଅଟେ ଯାହା ଆମ କେସ ପାଇଁ ଏତେ ଅଧିକ ଲାଭ ଦାୟକ ହୋଇଥାଏ।

ପ୍ରଥମେ ନିଅନ୍ତୁ ଚାହାପତି ସମସ୍ତ ଲୋକେ ଚାହାପତିକୁ କେବଳ ଚାହା ବନେଇବା ପାଇଁ ପ୍ରୟୋଗ କରିଥାନ୍ତି ହେଲେ ଅଧିକାଂଶ ଲୋକଙ୍କୁ ଏହା ଜଣାନଥିବ କି ଏହା ଏକ ବୋହୁତ ଭଲ ବିଉଟି ପ୍ରଡକ୍ଟ ଅଟେ ଏହା ଆମ ସ୍କିନ୍ ପାଇଁ ଏବଂ ଆମ ଚୁଟି ପାଇଁ ବୋହୁତ ଅଧିକ ଲାଭ ଦାୟକ ହୋଇଥାଏ ଏହା ଆମର ଧଳା ବାଳକୁ କଳା କରିବାର କାମ କରିଥାଏ ସଂପୂର୍ଣ୍ଣ ପ୍ରାକୃତିକ ଉପାୟରେ ଏହା ଆମ କେଶକୁ କଳା କରିଥାଏ ଚାହା ମଧ୍ୟରୁ ମିଳୁଥିବା କ୍ୟାଫିନ୍ କେଶ ପାଇଁ ବୋହୁତ ଅଧିକ ଲାଭ ଦାୟକ ହୋଇଥାଏ ଏଥିପାଇଁ ଆପଣକୁ ଦ୍ୱିତୀୟ ସାମଗ୍ରୀର ଆବଶ୍ୟକତା ପଡ଼ିବ ତାହା ହେଉଛି ତେଜ ପତ୍ର |

ଏହା ସମସ୍ତଙ୍କ ରୋଷେଇ ଘରୁ ବୋହୁତ ସହଜରେ ମିଳିଯାଏ ଏହାକୁ ଆମେ ଖାଦ୍ୟ ବନାଇଵାରେ ପ୍ରୟୋଗ କରିଥାଉ ତେଜପତ୍ର ଆମ କେଶରେ ନେଚୁରାଲ ଉପାୟରେ ସାଇନିଂ ଆଣିଥାଏ ଯଦି ଆପଣଙ୍କୁ ଉକୁଣୀ ରିପୁ ଭଳି ସମସ୍ୟା ଅଛି ତେବେ ତେଜପତ୍ରର ପ୍ରୟୋଗ କରିବା ଦ୍ୱାରା ତାହା ମଧ୍ୟ ଦୂର ହୋଇଥାଏ ହେୟାର ଗ୍ରୋଥକୁ ବୁଷ୍ଟ କରିବା ପାଇଁ ବୋହୁତ ଅଧିକ ଲାଭ ଦାୟକ ହୋଇଥାଏ | ଏବେ ଏଥିପାଇଁ ଆପଣଙ୍କୁ ରସୁଣ ଆବଶ୍ୟକତା ପଡ଼ିବ କେବଳ ୧ ପାଖୁଡ଼ା ରସୁଣ ଆପଣଙ୍କୁ ଏହି ଉପଚାର ବନେଇବା ପାଇଁ ଆବଶ୍ୟକତା ପଡ଼ିବ ରସୁନରେ ଆଣ୍ଟିବ୍ଯାକ୍ଟ୍ରିଆଲ୍ ବା ଆଣ୍ଟିଅକ୍ସିଡେଣ୍ଟ ପ୍ରପଟିଜ୍ ମିଳିଥାଏ ସେଥିପାଇଁ ଯଦି ଆପଣଙ୍କ ସ୍କାଲଫରେ କୌଣସି ସମସ୍ୟା ଥାଏ ତାହେଲେ ଏହା ତାହାକୁ ଦୂର କରିଥାଏ।

ପ୍ରଥମେ ଆପଣ ଏକ ପତ୍ରକୁ ୨ ଚାମଚ୍ ଚାହାପତି ନିଅନ୍ତୁ ଏବେ ଆପଣ ସେଥିରେ ୩ ଟି ତେଜପତ୍ର ପକାଇ ଦିଅନ୍ତୁ ତାପରେ ଆପଣ ସେଥିରେ ୧ ପାଖୁଡ଼ା ରସୁଣ ପକାଇ ଦିଅନ୍ତୁ ଏବେ ଆପଣ ଏଥିରେ ୧ ଗ୍ଲାସ୍ ପାଣି ଢାଳନ୍ତୁ ଏବେ ଆପଣ ଏହାକୁ ଗ୍ୟାସରେ ବସାଇ ଭଲ ଭାବରେ ଫୁଟାନ୍ତୁ ଯେମିତି ଏହି ପାଣିକୁ ଏହି ସମସ୍ତ ଜିନିଷର ପୋଷାକ ତତ୍ତ୍ଵ ଆସିଯିବ ଏହା ଆପଣଙ୍କ କେଶକୁ ଭଲ କରିବ ଶକ୍ତିଶାଳୀ କରିବ ଏବଂ ପ୍ରାକୃତିକ ଉପାୟରେ କଳା କରିବା ଯଦି ଆପଣଙ୍କ କେସ ଝଡି ଝଡି ଆପଣ ଚନ୍ଦା ହୋଇ ଗଲେଣି ତେବେ ଆଜିର ଏହି ରିମେଡି ନିହାତି ଥରେ ଟ୍ରାଏ କରିଦେଖନ୍ତୁ |

୧୦ ମିନିଟ୍ ଆପଣ ଏହି ପାଣିକୁ ଭଲ ଭାବରେ ଫୁଟାନ୍ତୁ ଏବେ ଆପଣ ଏହାକୁ ଏକ ପାତ୍ରକୁ ଛାଣି ଦିଅନ୍ତୁ ଏବେ ଆମର ଏହି ରୀମେଡି ବନି ପ୍ରସ୍ତୁତ ଆପଣ ଏହାକୁ ଅଧିକ ମାତ୍ରାରେ ବନେଇ ଷ୍ଟୋର କରି ରଖିପାରିବେ ସପ୍ତାହରେ ଆପଣଙ୍କୁ ଏହା ୩ ଥର ପ୍ରୟୋଗ କାଟିବାକୁ ହେବ।

ଏବେ ଆପଣ ୧ ଚାମଚ୍ କଫି ପାଉଡର ଏକ ପତ୍ରକୁ ନିଅନ୍ତୁ କଫି ପାଉଡ କେଶ ପାଇଁ ବୋହୁତ ଅଧିକ ଲାଭ ଦାୟକ ହୋଇଥାଏ ଏହା ଆମ କେଶକୁ ଜଟା ବାନ୍ଧିବାକୁ ଦିଏ ନାହିଁ ୧ ଚାମଚ୍ କଫି ପାଉଡରରେ ଆପଣ ଏହି ପାଣିରୁ ଅଳ୍ପ ମିଶାଇ ଦିଅନ୍ତୁ ଆପଣ ଏବେ ଏଥିରେ ୧ ଚାମଚ୍ ନଡ଼ିଆ ତେଲ ମିଶାନ୍ତୁ ଆପଣ ୨ ପ୍ରକାରରେ ଏହାର ପ୍ରୟୋଗ କରି ପାରିବେ ଚାହାପତି ଏବଂ ତେଜପତ୍ରର ପାଣିକୁ ଆପଣ କେଶରେ ସ୍ପ୍ରେ କରି ପାରିବେ ଏବଂ କଫିର ପ୍ୟାକଟିକୁ ଆପଣଙ୍କ ଧଳା କେଶରେ ଲଗାନ୍ତୁ ଭଲ ରେଜଲ୍ଟ ପାଇବା ପାଇଁ ସପ୍ତାହରେ ଆପଣ ୩ ଥର ଏହା ପ୍ରୟୋଗ କରନ୍ତୁ ଏହାକୁ ୨ ଘଣ୍ଟା ପର୍ଯ୍ୟନ୍ତ କେଶରେ ଲାଗି ରହିବାକୁ ଦିଅନ୍ତୁ ତାପରେ ଆପଣ ଚୁଟି ଧୋଇ ପାରିବେ ଏହାଦ୍ବାରା କେଶ ଝାଡ଼ିବା ବନ୍ଦ୍ ହେବ ଆପଣଙ୍କ କେସ ନେଚୁରାଲ ଉପାୟରେ କଳା ହେବାକୁ ଲାଗିବ।