ପ୍ରତୋକ ମହିଳା ବିବାହ ପରେ ମା ହେବାର ସ୍ବପ୍ନ ଦେଖିଥାନ୍ତି I ଏଥିପାଇ ଆପଣ ଙ୍କୁ ନାନା ସମସ୍ୟା ର ସମୁଖୀନ କରିବାକୁ ପଡିଥାଏ I ଖାସ କରିକି ଖାଦ୍ୟପେୟ ରୁ ନେଇ ଅନେକ କିଛି ଦିଗ ରେ ଗର୍ଭଧାରଣ ସମୟ ରେ ମହିଳା ଙ୍କୁ ସତର୍କ ରହିବାକୁ ହେଇଥାଏ I ତେବେ ଆଜି ର ଏହି ଭିଡିଓ ରେ ଆପଣ ଦେଖିପାରିବେ ପିଲାଟି ହାତ ରେ କଣ ରହିଛି I
ଆଜିକା ସମୟ ରେ ପ୍ରତୋକ ଲୋକେ ପ୍ରତୋକ କାମ ପାଁଇ ଟେକ୍ନୋଲୋଜି ର ସାହାରା ନେଇଥାନ୍ତି I ପିଲା ଜନ୍ମ ରୁ ନେଇ ଲୋକ ଙ୍କ ର ରୋଗ ପର୍ଯ୍ୟନ୍ତ ପ୍ରତୋକ କ୍ଷେତ୍ର ରେ ଟେକ୍ନୋଲୋଜି ର ବ୍ୟବହାର କରାଯାଇଥାଏ I ତେବେ ଜଣେ ମହିଳା ଙ୍କ ର ଏକ ସନ୍ତାନ ଜନ୍ମ ପରେ ପିଲାଟି ହାତ ରେ ଯାହା ଥିଲା ଏହା ଦେଖି ଡାକ୍ତର ବି ଆଶ୍ଚଯ୍ୟ ହେଇଛନ୍ତି I
ଏହି ମହିଳା ଙ୍କ ର ନାମ ଲୁସି ହେଲେନ ଅଟେ I ସେ ଅବାଂଛିତ ଗର୍ଭନିରୋଧ ର ସହାୟତା ନେଇଥିଲେ କିନ୍ତୁ ଏହି ଟେକ୍ନୋଲୋଜି କାମ କରି ନ ଥିଲା ଏବଂ ମହିଳା ଗର୍ଭବତୀ ହେଇଥିଲେ I ଏବଂ ଲୁସି ଶେଷ ନ ମାସ ରେ ଏକ ସନ୍ତାନ ଜନ୍ମ ଦେଇଥିଲେ କିନ୍ତୁ ପିଲାଟି ଜନ୍ମ ସମୟ ରେ ହିଁ ପିଲାଟି ହାତ ରେ ଯାହା ଥିଲା ଏହା ଦେଖି ସବୁ ଲୋକେ ଆଶ୍ଚଯ୍ୟ ହେଇଛନ୍ତି I ଏହି ଭିଡିଓ କୁ 20 ହଜାର ରୁ ଉର୍ଧ୍ଵ ଲୋକେ ଦେଖି ସାରିଲେଣି I
ଧ୍ୟାନ ଦେଇ ଦେଖନ୍ତୁ: ପିଲାଟି ହାତରେ ଏପରି ଜିନିଷ ଧରି ଜନ୍ମ ନେଲା ଯାହାକୁ ଦେଖିବା ପରେ ମା ହୋଇଗଲେ ବେହୋସ
