ନମସ୍କାର ଦର୍ଶକବନ୍ଧୁ ଆଜି ଆସନ୍ତୁ ଦିବ୍ୟଦୃଷ୍ଟ ଧାରାବାହିକର କଳାକାର ମାନଙ୍କ ଦରମା ବିଷୟରେ ଜାଣିବା। ତେବେ ଆସନ୍ତୁ ଜାଣିବା କେତେ ଟଙ୍କା ଦରମା ପାଉଛନ୍ତି ଆପଣଙ୍କ ପ୍ରିୟ କଳାକାର ମାନେ…
ପ୍ରତିମା
ପ୍ରତିମା ଯିଏ କି ଏହି ଧାରାବାହିକରେ ଦିବ୍ୟଙ୍କ ଖୁଡ଼ୀ ଭୂମିକାରେ ଅଭିନୟ କରୁଛନ୍ତି ଓ ସେ ତାଙ୍କର ଅଭିନୟ ଦ୍ୱାରା ଲୋକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇବାରେ ହୋଇପାରିଛନ୍ତି। ପ୍ରତିମାଙ୍କୁ ଗୋଟେ ଦିନର ସୁଟିଂ ପାଇଁ ୨୦୦୦ ଟଙ୍କା ମିଳିଥାଏ।
ତାପସ
ତାପସ ଯିଏ କି ଏହି ଧାରାବାହିକରେ ଦିବ୍ୟଙ୍କ ବାପା ଭୂମିକାରେ ଅଭିନୟ କରୁଛନ୍ତି ଓ ଆପଣମାନେ ତାଙ୍କ ଅଭିନୟକୁ ପସନ୍ଦ ମଧ୍ୟ କରୁଥିବେ ତେବେ ତାପସଙ୍କୁ ଗୋଟେ ଦିନର ସୁଟିଂ ପାଇଁ ୧୫୦୦ ହଜାର ଟଙ୍କା ମିଳିଥାଏ।
ଜେଜେମା
ଜେଜେମା ଯିଏ କି ଏହି ଧାରାବାହିକରେ ଦିବ୍ୟଙ୍କ ଜେଜେମାଙ୍କ ଭୂମିକାରେ ଅଭିନୟ କରୁଛନ୍ତି ଓ ତାଙ୍କ ଅଭିନୟକୁ ଓଡ଼ିଶାର ଦର୍ଶକ ପସନ୍ଦ ମଧ୍ୟ କରୁଛନ୍ତି । ତାଙ୍କୁ ଗୋଟେ ଦିନର ସୁଟିଂ ପାଇଁ ୩୦୦୦ ଟଙ୍କା ମିଳିଥାଏ।
ଦିପୁ
ଦିପୁ ଯିଏ କି ଏହି ଧାରାବାହିକରେ ଦିବ୍ୟଙ୍କ ଭାଈ ଭୂମିକାରେ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ ଓ ତାଙ୍କର ଅଭିନୟକୁ ମଧ୍ୟ ପସନ୍ଦ କରିଥିବେ । ଦିପୁଙ୍କୁ ଗୋଟେ ଦିନର ସୁଟିଂ ପାଇଁ ୧୫୦୦ ଟଙ୍କା ମିଳିଥାଏ।
ପିକୁ
ପିକୁ ଯିଏ କି ଏହି ଧାରାବାହିକରେ ଦିବ୍ୟଙ୍କ ଭାଈ ଭୂମିକାରେ ଅଭିନୟ କରୁଥିବାର ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ । ପିକୁଙ୍କୁ ଗୋଟେ ଦିନର ସୁଟିଂ ପାଇଁ ୧୫୦୦ ଟଙ୍କା ମିଳିଥାଏ।
ଜାସ୍ମିନ୍
ଜାସ୍ମିନ୍ ଙ୍କୁ ଏହି ଧାରାବାହିକରେ ଦିବ୍ୟଙ୍କ ମଙ୍ଗେତର ଭୂମିକାରେ ଅଭିନୟ କରୁଛନ୍ତି ଓ ତାଙ୍କର ଜବରଦସ୍ତ ଅଭିନୟକୁ ଦର୍ଶକ ମଧ୍ୟ ପସନ୍ଦ କରୁଛନ୍ତି । ଜାସ୍ମିନ୍ ଙ୍କୁ ଗୋଟେ ଦିନର ସୁଟିଂ ପାଇଁ ୧୮୦୦ ତାଙ୍କ ମିଳିଥାଏ।
ସୁନନ୍ଦା
ସୁନନ୍ଦା ଯିଏ କି ଏହି ଧାରାବାହିକରେ ଦୃଷ୍ଟିଙ୍କ ଜା ଭୂମିକାରେ ଅଭିନୟ କରୁଥିବାର ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ । ତାଙ୍କୁ ଗୋଟେ ଦିନର ସୁଟିଂ ପାଇଁ ୧୫୦୦ ଟଙ୍କା ମିଳିଥାଏ।
ସଂଯୁକ୍ତା
ସଂଯୁକ୍ତା ଯିଏକି ଏହି ଧାରାବାହିକରେ ଦିବ୍ୟଙ୍କ ମା ଭୂମିକାରେ ଅଭିନୟ କରୁଥିବାର ଆପଣମାନେ ଦେଖିଥିବେ । ସଂଯୁକ୍ତାଙ୍କୁ ଗୋଟେ ଦିନର ସୁଟିଂ ପାଇଁ ୩୫୦୦ ଟଙ୍କା ମିଳିଥାଏ।
ଦିବ୍ୟ
ଦିବ୍ୟ ଯିଏ କି ଏହି ଧାରାବାହିକରେ ମୁଖ୍ୟ ଅଭିନେତା ଭାବରେ ଅଭିନୟ କରୁଛନ୍ତି ଓ ତାଙ୍କର ଜବରଦସ୍ତ ଅଭିନୟକୁ ଓଡ଼ିଶାର ଲୋକମାନେ ପସନ୍ଦ ମଧ୍ୟ କରୁଛନ୍ତି । ଦିବ୍ୟଙ୍କୁ ଗୋଟେ ଦିନର ସୁଟିଂ ପାଇଁ ୪୦୦୦ ଟଙ୍କା ମିଳିଥାଏ।
ଦୃଷ୍ଟି
ଦିବ୍ୟଦୃଷ୍ଟି ସିରିଏଲ ରେ ଆପଣମାନେ ଦୃଷ୍ଟି ଙ୍କୁ ମୁଖ୍ୟ ଭୂମିକାରେ ଜବରଦସ୍ତ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ଓ ପସନ୍ଦ ମଧ୍ୟ କରୁଥିବେ । ଦୃଷ୍ଟିଙ୍କୁ ଗୋଟେ ଦିନର ସୁଟିଂ ପାଇଁ ୫୦୦୦ ଟଙ୍କା ମିଳିଥାଏ।