ନମସ୍କାର ଦର୍ଶକବନ୍ଧୁ ଆପଣମାନେ ଦିବ୍ୟଦୃଷ୍ଟି ସିରିୟଲ ତ ନିଶ୍ଚିତ ଭାବରେ ଦେଖୁଥିବେ। ଆଜି ଆସନ୍ତୁ ଏହି ଧାରାବାହିକର ମୁଖ୍ୟ ଅଭିନେତା ଦିବ୍ୟଙ୍କ ପରିବାର ଫଟୋ ଓ ବାୟୋଗ୍ରାଫି ବିଷୟରେ ଜାଣିବା । ଦିବ୍ୟଦୃଷ୍ଟିର ମୁଖ୍ୟ ଅଭିନେତା ଦିବ୍ୟଙ୍କ ପ୍ରକୃତ ନାମ ହେଉଛି ରିଶିକ୍ ମିଶ୍ର। ସେ ୧୯୮୬ ମସିହାରେ କଟର ଜନ୍ମ ଗ୍ରହଣ କରିଥିଲେ।
ପାଠ ପଢିବା ସହିତ ସେ ଛୋଟବେଳୁ ହିଁ ଅଭିନୟ ପ୍ରତି ତାଙ୍କର ବୋହୁତ ଅଧିକ ରୁଚି ରହିଥିଲା। ୨୦୧୮ ମସିହାରେ ସେ ପ୍ରଥମଥର ଦୁର୍ଗା ଧାରାବାହିକରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ।
ଏହାପରେ ଆପଣମାନେ ତାଙ୍କୁ କୁଆଁରୀ ବୋହୂ ଧାରାବାହିକରେ ଅଭିନୟ କରିଥିବାର ଦେଖିଥିବେ। ବର୍ତ୍ତମାନ ତାଙ୍କୁ ଆପଣ ଦିବ୍ୟଦୃଷ୍ଟି ଧାରାବାହିକରେ ମୁଖ୍ୟ ଅଭିନେତା ଦିବ୍ୟ ଭାବରେ ଦେଖିବାକୁ ପାଉଛନ୍ତି।ଇଏ ହେଉଛନ୍ତି ଦିବ୍ୟଙ୍କ ବାପା ଓ ମାଆ। ଦିବ୍ୟଙ୍କର ଜଣେ ବଡ଼ ଭାଈ ବି ଅଛନ୍ତି।
ତାଙ୍କ ବଡ଼ ଭାଈଙ୍କ ନାମ ହେଉଛି ରୌନକ ମିଶ୍ର। ଆଉ ଏଇ ହେଉଛନ୍ତି ଦିବ୍ୟଙ୍କ ଭାଉଜ। ବର୍ତ୍ତମାନ ସମୟରେ ଦିବ୍ୟଙ୍କର କୌଣସି ଗାର୍ଲଫ୍ରେଣ୍ଡ ନାହାଁନ୍ତି। ସେ ବର୍ତ୍ତମାନ ସିଙ୍ଗଲ ଅଛନ୍ତି। ତାଙ୍କର ଅଭିନୟ ବର୍ତ୍ତମାନ ଦିବ୍ୟଦୃଷ୍ଟି ଧାରାବାହିକରେ ବୋହୁତ ଲୋକପ୍ରିୟ ହୋଇପାରିଛି। ତାଙ୍କୁ ଜିସାର୍ଥକ ତରଫରୁ ବେଷ୍ଟ ଆକ୍ଟର୍ ଆୱାଡ଼ ମଧ୍ୟ ମିଳି ସାରିଛି।
ଦିବ୍ୟଦୃଷ୍ଟି ସିରିଏଲର ମୁଖ୍ୟ କଳାକାର Rishik Mishra ଙ୍କର ପରିବାର ଓ ଯିବନି, ଆଗରୁ ଦେଖି ନଥିବେ
