ଓଲିଉଡ଼ ର ଜବରଦସ୍ତ ଆକ୍ଟର ବା ଆଲବମ କୁଇନ ଆମେଲୀ ପଣ୍ଡା ଙ୍କୁ ତ ଆପଣମାନେ ବେଶ ଭଲଭାବରେ ଜାଣିଥିବେ ତାହେଲେ ଆମେଲୀ ବହୁତ ସାରା ଓଡ଼ିଆ ଆଲବମ ରେ ଅଭିନୟ କରିଛନ୍ତି ପ୍ରାୟ 400 ରୁ ଅଧିକ ଆଲବମ ରେ ନିଜର ଅଭିନୟ ର ଯାଦୁ ଦେଖେଇ ସାରିଛନ୍ତି ଆମେଲୀ ପଣ୍ଡା ଆଉ ଏଥି ସହିତ ଆମେଲୀ ବହୁତ ସାରା ଫିଲ୍ମ ରେ ମଧ୍ୟ ଅଭିନୟ କରିଛନ୍ତି |
ତାହେଲେ ଆମେଲୀ 1984 ମସିହା ସେପ୍ଟେମ୍ବର 14 ରେ ଜନ୍ମ ଗ୍ରହଣ କରିଛନ୍ତି ଆଉ ସେ ପଶ୍ଚିମ ବଙ୍ଗର ଝରା ଗ୍ରାମରେ ଜନ୍ମ ହୋଇଛନ୍ତି ଓ ସେ 2011 ମସିହାରେ ଆମେଲୀ ନିଲ ହୋଦା କୁ ବିବାହ କରିଥିଲେ ଓ ବର୍ତମାନ ସମୟରେ ତାଙ୍କର ଗୋଟେ 4 ବର୍ଷର ଝିଅ ମଧ୍ୟ ଅଛି ତାହେଲେ ଆମେଲୀଙ୍କ ପାଠ ପଢା ଯୋଗ୍ୟତା ହେଉଛି ସେ ମହର୍ଷି କଲେଜ ରେ ପଢିଥିଲେ ତାହେଲେ ଆମେଲୀ ପ୍ରାୟ 400 ରୁ ଅଧିକ ଆଲବମ ରେ ଅଭିନୟ କରିଛନ୍ତି |
ଆମେଲୀଙ୍କ ପ୍ରଥମ ଫିଲ୍ମ ରହିଥିଲା ଜୀବନ ଓ ମୃତୁ ଯାହା 2005 ମସିହାରେ ରିଲିଜ ହୋଇଥିଲା ଆଉ ଏହାପରେ ସେ ତୁମକୁ ତ ପାରୁନି ଭୁଲି ଫିଲ୍ମ ରେ ଅଭିନୟ କରିଛନ୍ତି ତାହେଲେ ଆମେଲୀ ଙ୍କ ହସବ୍ୟାଣ୍ଡ ହେଉଛନ୍ତି ଜଣେ ବିଜ୍ନେସ ମ୍ୟାନ 2011 ରେ ବିବାହ ପରେ ଆମେଲୀ ଓଲିଉଡ଼ ଇଣ୍ଡଷ୍ଟ୍ରି ରୁ ଦୁରେଇ ଯାଇଛନ୍ତି |
ଆମେଲୀ ଙ୍କ ସହ କାମ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ଏବେ ବହୁତ ସାରା ସିରିଏଲ ରେ କାମ କରୁଛନ୍ତି କିନ୍ତୁ ଆମେଲୀ ବିବାହ ପରେ କୌଣସି ହେଲେ ସିରିଏଲ ରେ ନଜର ଆସିନାହାନ୍ତି ଓ ବର୍ତମାନ ସମୟରେ ସେ ନିଜର ପରିବାର ସମ୍ଭାଳୁଥିବାର ଦେଖା ଦେଇଛନ୍ତି ଏଥି ସହିତ ଆମେଲୀ ବର୍ତମାନ ସମୟରେ ନିଜର ୟୁଟୁବ ଚାନେଲ ଚଳାଉଥିବାର ନଜର ଆସିଛନ୍ତି |
ଦିନେ ଓଡ଼ିଆ Album ଇଣ୍ଡଷ୍ଟ୍ରିରେ ରାଜ କରୁଥିଲେ Ameli Panda, ଏବେ କରୁଛନ୍ତି ଏମିତି କାମ, ଜାଣିଲେ ବିଶ୍ୱାସ କରି ପାରିବେ ନାହିଁ
