ଦିନେ ରାସ୍ତା କଡରେ ଚା’ ବିକୁଥିଲେ, ଏବେ କିଣିଲେ ୯୦ ଲକ୍ଷର ମର୍ସିଡ଼ିଜ୍ କାର୍, କେମିତି ଜାଣିଲେ ଆଶ୍ଚର୍ଯ୍ୟ ହେବେ !

ଦିନେ ରାସ୍ତା କଡରେ ଚା ବିକୁଥିଲେ ଆଉ ଏବେ କିଣିଲେ 90 ଲକ୍ଷ ଟଙ୍କାର ଗାଡି । ହଁ ବନ୍ଧୁଗଣ କଥାଟି ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଇଏ ହେଉଛନ୍ତି MBA ଚା ବାଲା ଙ୍କ ନାମରେ ନିଜର ଷ୍ଟାଟପ୍ ଆରମ୍ଭ କରିଥିବା ପ୍ରଫୁଲ ବିଲ୍ଡର । ନିଜର ଚା ଦୋକାନ କରି ଯେତିକି ରୋଜଗାର କରନ୍ତି ସେତିକି ରେ ବହୁତ କଷ୍ଟରେ ପରିବାର ଚଳୁଥିଲା ।

ହେଲେ ଏବେ ସମୟ ବଦଳିଜାଇଛି । ଏବଂ ତାଙ୍କର ନସିବ୍ ମଧ୍ୟ ବଦଳିଜାଇଛି । ସେହି ଚା ଦୋକାନ ରୁପ ଯେତିକି ରୋଗଗାର ହୁଏ ସେତିକି ଟଙ୍କାରେ ସେ ଏକ ମର୍ସିଟିଜ୍ ବାହାର କରି ଦେଇଛନ୍ତି । ପ୍ରଫୁଲ କିଣିଥିବା ଏହି ଗାଡିର ଦାମ 90 ଲକ୍ଷ ବୋଲି ଜଣା ପଡିଛି ।

ଗାଡି କିଣୁ ଥିବା ସମୟ ର ଭିଡ଼ିଓ ମୋବାଇଲ ରେ କୟେଦ୍ କରିଛନ୍ତି ପ୍ରଫୁଲ କେବଳ ଏତିକି ନୁହେଁ ବରଂ ନିଜେ କରିଥିବା ଭିଡ଼ିଓ କୁ ସୋସିଆଲ ମିଡିଆ ରେ ବି ପୋଷ୍ଚଟ କରିଛନ୍ତି । ପ୍ରଫୁଲ ଙ୍କ MBA ଚା ବାଲା ଷ୍ଟାଟସ୍ ଆରମ୍ଭ କରିବା ସମୟ ରେ ଅନେକ ସଂଘର୍ଷ କରିବାକୁ ପଡିଥିଲା ।

ଆଉ ଏହିଥିରେ ସେ ହାରି ନ ଜାଇ ଆଗକୁ ବଢିଥିଲେ । ଆଉ ଆଜି ତାଙ୍କର ସଫଳତା ସମସ୍ତ ଙ୍କ ସାମ୍ନାରେ ରହିଛି । ତେବେ ଆପଣ ମାନେ ଏହି ପରି ଷ୍ଟାଟାପ୍ ପ୍ରସେସ୍ କୁ ନେଇ କଣ ମତାମତ ଦେବେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।