ଦ୍ଵିତୀୟ ବିବାହ କରିବେ କି Barsha Priyadarshini, ସାମ୍ନାକୁ ଆସିଲା ବଡ ଖବର ଏବେ ଦେଖନ୍ତୁ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଗୋଟେ ନିଉଜ୍ ବୋହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି କି ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଓଲିଉଡର ଜବରଦସ୍ତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଏହା ଉପରେ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା।


ଓଲିଉଡର ନମ୍ୱର୍ ୧ ହିରୋ ଅନୁଭବ ମହାନ୍ତି ଏବଂ ନମ୍ୱର୍ ୧ ହିରୋଇନ୍ ବର୍ଷା ପ୍ରିୟଦର୍ଶିନୀ ଗତ ୨୦୧୪ ମସିହାରେ ବିବାହ କରିଥିଲେ। ହେଲେ ପାରିବାରିକ କଳହ ଯୋଗୁଁ ସେମାନେ ପରସ୍ପର ଠାରୁ ଅଲଗା ହେବା ପାଇଁ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଅନୁଭବ କହିବା ଅନୁସାରେ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ପରିବାର ଓ ତାଙ୍କୁ ବୋହୁତ ଅଧିକ କଷ୍ଟ ଦେଇଛନ୍ତି ଆଉ ବର୍ଷାଙ୍କ କହିବା ଅନୁସାରେ ଅନୁଭବ ଅତ୍ୟଧିକ ମାତ୍ରାରେ ମଦ୍ୟପାନ କରନ୍ତି।


ତେବେ ସେଥିପାଇଁ ପରସ୍ପର ପରସ୍ପରଙ୍କ ଠାରୁ ଅଲଗା ହେବା ପାଇଁ ଚାହୁଁଛନ୍ତି କିନ୍ତୁ ପ୍ରକୃତରେ ଦେଖିବା ପାଇଁ ଗଲେ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ସହ ରହିବା ପାଇଁ ଚାହୁଁଥିବା ବେଳେ ଅନୁଭବ କିନ୍ତୁ ବର୍ଷାଙ୍କ ସହିତ ରହିବାକୁ ଚାହୁଁନାହାଁନ୍ତି। ଅନୁଭବ ପ୍ରଥମେ ଦିଲ୍ଲୀର ପଟିଆଲା କୋର୍ଟରେ ବର୍ଷାଙ୍କ ଠାରୁ ଅଲଗା ହେବା ପାଇଁ ମାମଲା ଦାଖଲ କରିଥିଲେ। ଏହାପରେ ବର୍ଷା ଏହାର ଶୁଣାଣି ପାଇଁ କଟକର ହାଇକୋର୍ଟକୁ ଏହି କେସକୁ ସ୍ଥାନାନ୍ତରଣ କରିବା ପାଇଁ ଅନୁରୋଧ କରିଥିଲେ |


ଆଉ ଏହା ବର୍ତ୍ତମାନ ସମୟରେ କଟକର ହାଇକୋର୍ଟରେ ବିଚାରଧୀନ ଅବସ୍ଥାରେ ରହିଛି। କୋର୍ଟର ବିଚାର ଆଗାମୀ ଦିନମାନଙ୍କରେ କଣ ହେବ ଏହା ତ ଜଣାନାହିଁ ହେଲେ ଆମେ ଭଗଵାନଙ୍କ ନିକଟରେ ପ୍ରାର୍ଥନା କରିବୁ କି ଓଲିଉଡର ଏହି ନମ୍ୱର୍ ୧ ଯୋଡ଼ି କେବେବି ହେଲେ ପରସ୍ପର ଠାରୁ ଅଲଗା ନହୁଅନ୍ତୁ। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ବୋହୁତ ବଡ଼ ଖବର ଭାଇରାଲ ହେବାରେ ଲାଗିଛି କି ବର୍ଷା ପ୍ରିୟଦର୍ଶିନୀ ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି ଯାହାକି ସଂପୂର୍ଣ୍ଣ ମିଥ୍ୟା ଅଟେ।


ବର୍ତ୍ତମାନ ସମୟରେ ବର୍ଷା ପ୍ରିୟଦର୍ଶିନୀ କିଛି ସୋସିଆଲ କାମ କରୁଥିବାର ନଜର ଆସୁଛନ୍ତି। ଗରୀବ ଲୋକମାନଙ୍କୁ ସାହାଯ୍ୟ କରୁଥିବାର ନଜର ଆସୁଛନ୍ତି ଏହା ସହିତ ଅନୁଭବ ମହାନ୍ତି ମଧ୍ୟ କୋରୋନା ସମୟରେ ନିଜ ନିର୍ବାଚନ ମଣ୍ଡଳୀ କେନ୍ଦ୍ରାପଡ଼ାର ଅଞ୍ଚଳରେ ଗରୀବ ଲୋକମାନଙ୍କୁ ସାହାଯ୍ୟ କରୁଥିବାର ଦେଖା ଦେଇଛନ୍ତି। ତେବେ ବର୍ତ୍ତମାନ ସମୟରେ ଏହି ଦୁଇ କଳାକାର କୋରୋନାର ଏହି ମୁହୂର୍ତ୍ତରେ ଆଗକୁ ଆସିଛନ୍ତି ଆଉ ଗରୀବ ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି।