ଦୁଇ ଥର ବିବାହ କରିଥିବା ଓଡ଼ିଆ Hero, ବଡ ବଡ ହିରୋ ଲିଷ୍ଟରେ ଅଛନ୍ତି ସାମିଲ

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ୱାଗତ | ଆଜି ଆମେ ଏହି ପୋଷ୍ଟରେ କଥା ହେବା ସେହି ଓଡ଼ିଆ କଳାକାର ମାନଙ୍କ ବିଷୟରେ ଯେଉଁ ମାନେ କି ଦୁଇଟି ବିବାହ କରିଛନ୍ତି | ତେବେ ଚାଲନ୍ତୁ ଡେରି ନ କରି ଆରମ୍ଭ କରିବା …

ସବ୍ୟସଚୀ

ବନ୍ଧୁଗଣ ଆପଣମାନେ ସବ୍ୟସଚୀ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ନିଶ୍ଚିତ ଭାବରେ ପସନ୍ଦ କରୁଥିବେ ତେବେ ସବ୍ୟସଚୀ ତାଙ୍କ ପିଲାଦିନର ସାଙ୍ଗ ସୀମା ଙ୍କୁ ବିବାହ କରିଥିଲେ କିନ୍ତୁ ଏଇ ବିବାହ ର କଛିଦିନ ପରେ ଦୁଇଙ୍କୁ ମଧ୍ୟରେ ଝଗଡା ହୋଇଥିଲା ଶେଷରେ 2012 ମସିହାରେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଥିଲେ |

ଆଉ ଆପଣମାନେ ଜାଣିଥିବେ 2021 ମସିହା ମାର୍ଚ୍ଚ ମାସ 1 ତାରିଖରେ ସବ୍ୟସଚୀ ଦ୍ୱତୀୟ ବିବାହ କରିଥିଲେ ଅର୍ଚିତାକୁ |

ବବି ମିଶ୍ର

ଫ୍ରେଣ୍ଡ୍ସ ଆପଣମାନେ ବବି ପି କୋଏଲ ଙ୍କ ଯୋଡି କୁ ତ ଆପଣମାନେ ଜାଣିଥିବେ ତେବେ ବେଙ୍ଗଲୀ ଝିଅ କୋଏଲ ବାନାର୍ଜୀ ବବି ମିଶ୍ର ଙ୍କୁ 2013 ମସିହାରେ ବିବାହ କରିଥିଲେ ତେବେ ଗତ ଦୁଇବର୍ଷ ହେବ ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ରହୁଥିଲେ ଓ ଶେଷରେ 2021 ମସିହାରେ ପରସ୍ପରକୁ ଦିବର୍ସ ଦେଇଛନ୍ତି ଏଇ ଯୋଡି ଯାହାକି ନିଜ ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ଜଣେଇଥିଲେ କୋଏଲ ବାନାର୍ଜୀ |

ସିଦ୍ଧାନ୍ତ ଓ ରଚନା

90 ଦଶକରେ ସିଦ୍ଧାନ୍ତ ଓ ରଚନା ଓଲିଉଡ଼ ଜଗତରେ ରାଜ କରୁଥିଲେ ଓ 2002 ମସିହାରେ ପରସ୍ପରକୁ ବିବାହ କରିଥିଲେ ସିଦ୍ଧାନ୍ତ ଓ ରଚନା କିନ୍ତୁ 2003 ମସିହାରେ ପରସ୍ପରଠୁ ଅଲଗା ହୋଇଯାଇଥିଲେ ଏଇ ଯୋଡି |

ଏହାପରେ ସିଦ୍ଧାନ୍ତ ମାମା ମିଶ୍ରଙ୍କୁ ବିବାହ କରିଥିଲେ ଓ ବର୍ତମାନ ସମୟରେ ତାଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ରହିଛନ୍ତି |

ଚନ୍ଦନ କର

ଫ୍ରେଣ୍ଡ୍ସ ଚନ୍ଦନ କର ତାଙ୍କ ପିଲାବେଳର ସାଙ୍ଗକୁ 2008 ମସିହାରେ ବିବାହ କରିଥିଲେ କିନ୍ତୁ ପରବର୍ତୀ ସମୟରେ ଦୁହିଁଙ୍କ ମଧ୍ୟରେ କୌଣସି ପାରିବାରିକ ଝଗଡା ଯୋଗୁ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ |

ଚନ୍ଦନ ଦ୍ୱତୀୟ ବିବାହ କରିଥିଲେ ଓ ବର୍ତମାନ ଚନ୍ଦନଙ୍କର ଗୋଟେ ୫ ବର୍ଷର ପୁଅ ମଧ୍ୟ ଅଛି |

ଅନୁଭବ ମହାନ୍ତି

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କୁ ତ ଆପଣ ନିଶ୍ଚିତ ଭାବରେ ଜାଣିଥିବେ ତାହେଲେ 2014 ମସିହାରେ ଓଲିଉଡ଼ କୁଇନ ବର୍ଷା ପ୍ରିୟ ଦର୍ଶିନୀ ଙ୍କୁ ବିବାହ କରିଥିଲେ ଅନୁଭବ କିନ୍ତୁ ଦୁଇଙ୍କ ମଧ୍ୟରେ ଝଗଡା ହେବାରୁ ବର୍ତମାନ ଦୁହେଁ ପରସ୍ପରଠୁ ଅଲଗା ହେବାକୁ କୋର୍ଟ ରେ ହାଜିର ହେଇଛନ୍ତି |

ତୁଷାର ଓ ଛନ୍ଦିତା

ଫ୍ରେଣ୍ଡ୍ସ ଓଲିଉଡ଼ ର ଏଇ ଜବରଦସ୍ତ ଯୋଡି କୁ ତ ଆପଣମାନେ ବେଶ ଭଲଭାବରେ ଜାଣିଥିବେ ଏଇ ଯୋଡି ଗତ କିଛିଦିନ ତଳେ ପରସ୍ପରକୁ ଭଲପାଉଥିଲେ କିନ୍ତୁ ବର୍ତମାନ ସମୟରେ ଏଇ ଯୋଡି ଅଲଗା ହୋଇଛନ୍ତି ଆଉ ଚନ୍ଦନ ମା ହୀଙ୍କୁ ବିବାହ କରିନେଇଛନ୍ତି ଓ ବର୍ତମାନ ଚନ୍ଦନ ଓ ମାହିଙ୍କର ଗୋଟେ ଛୋଟ ଝିଅ ମଧ୍ୟ ଅଛି |