ଦୁଇ ଦୁଇଟି ସ୍ୱାମୀଙ୍କ ଠାରୁ ଧୋକା ପାଇବା ପରେ ତାଙ୍କୁ ଛାଡିବା ପରେ ଏହି ଅଭିନେତ୍ରୀଙ୍କୁ ପୁଣି ଥରେ ହେଲା ପ୍ରେମ, କହିଲେ ସତ୍ୟତା …

ଅନେକ ସମୟ ରେ ମନୁଷ୍ୟ ଜୀବନ ରେ ଅନେକ ସମସ୍ୟା ଆସିଥାଏ I ଯାହା ବିଷୟ ରେ ମନୁଷ୍ୟ ନିଜେ ମଧ୍ୟ କେବେ ଚିନ୍ତା କରି ନ ଥାଏ I ମନୁଷ୍ୟ ର ଭାଗ୍ୟ ମନୁଷ୍ୟ କୁ ଏପରି ଏକ ମୋଡ଼ ରେ ଆଣି ଠିଆ କରିଥାଏ ଯାହା ଦ୍ୱାରା ମନୁଷ୍ୟ ର ଅତୀତ ଓ ବର୍ତମାନ ଜୀବନ ମଧ୍ୟ ରେ ଅନେକ ଫରକ ହେଇଯାଇଥାଏ I ଏହିପରି କିଛି ଘଟଣା ଘଟିଯାଇଛି ଶ୍ଵେତା ତିୱାରୀ ଙ୍କ ର ଜୀବନ ରେ I ଶ୍ଵେତା ତିୱାରୀ ଙ୍କ ର ପ୍ରଥମ ବିବାହ ରାଜା ଚୌଧରୀ ଙ୍କ ସହ ହେଇଥିଲା I

କିଛି ବର୍ଷ ପରେ ଦୁହିଁଙ୍କ ର ଏକ ଝିଅ ମଧ୍ୟ ଜନ୍ମ ହେଇଥିଲା ଯାହା ଙ୍କ ର ନାମ ପଲକ ଅଟେ I କିନ୍ତୁ ରାଜା ଙ୍କ ଉପରେ ଏହି ଆରୋପ ଲଗାଯାଇଛି କି ସେ ତାଙ୍କୁ ଶାରୀରିକ ପ୍ରତାରଣା କରନ୍ତି I ଏହା ପରେ ଉଭୟେ କୋର୍ଟ ର ଦ୍ୱାରସ୍ତ ହେଇଥିଲେ ଓ ପରସ୍ପର କୁ ଛାଡପତ୍ର ଦେଇଥିଲେ I ଏହା ପରେ ପୁଣି ଶ୍ଵେତା ତିୱାରୀ ଦ୍ୱିତୀୟ ବିବାହ କରିଥିଲେ ଅଭିନବ କୋହଲି ଙ୍କ ସହ I ଦୁହେଁ ପରସ୍ପର କୁ ପ୍ରେମ କରିଥିଲେ ଓ ବିବାହ କରିଥିଲେ I

ବିବାହ ପରେ ଅଭିନବ ଙ୍କ ସହ ମଧ୍ୟ ଅନେକ ବର୍ଷ ବିତାଇଥିଲେ I କିନ୍ତୁ ସେ ଅଭିନବ ଙ୍କ ଉପରେ ମଧ୍ୟ ଅନେକ ଆରୋପ ଆଣିଥିଲେ I ଶ୍ଵେତା ଙ୍କ ର ଝିଅ ପଲକ ମଧ୍ୟ ଅନେକ ଆରୋପ ଆଣିଥିଲେ I ଏହା ପରେ ପୁଣି ଏହି ବିବାହ ରେ ମଧ୍ୟ ପୂର୍ଣ୍ଣଛେଦ ପଡିଯାଇଥିଲା ଓ ଦୁହେଁ ପରସ୍ପର ଠାରୁ ଦୁରେଇ ଯାଇଥିଲେ I

ତେବେ ଏହି ବାବଦ ରେ ଶ୍ଵେତା ତିୱାରୀ ବର୍ତମାନ କହିଛନ୍ତି ବର୍ତମାନ ସେ ନିଜ ପିଲା ଙ୍କୁ ଅଧିକ ସ୍ନେହ ଶ୍ରଦ୍ଧା ଦେବାକୁ ଚାହୁଁଛନ୍ତି I ବାସ୍ତବ ରେ ଦେଖିବା କୁ ଗଲେ ପ୍ରତୋକ ବ୍ୟକ୍ତି ପ୍ରେମ କରନ୍ତି ପ୍ରେମ ର ଅନେକ ରୂପ ରହିଛି ଓ ଅନେକ ପରିଭାଷା ମଧ୍ୟ ରହିଛି I କେବଳ ସମସ୍ତେ ଏହା କୁ ସଠିକ ସମୟ ରେ ଜାଣିପାରିବା ହିଁ ଜରୁରୀ ଅଟେ I