ଏବେ ଏବେ ଆସିଲା ଆଉ ଏକ ଦୁଃଖଦ ଖବର, ଆଉ ନାହାଁନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ, ଶୋକରେ ବୁଡ଼ିଲା ପୁରା Film ଇଣ୍ଡଷ୍ଟ୍ରି

ଅଫେରା ରାଇଜ କୁ ଚାଲି ଯାଇଛନ୍ତି ସିନେମା ଜଗତର ଏହି ପ୍ରସିଦ୍ଧ ଅଭିନେତ୍ରୀ ସିନେମା ଜଗତ ପାଇଁ ଆସିଲା ବଡ଼ ଦୁଖଦଃ ଖବର ଏଇ ପ୍ରସିଦ୍ଧ ଅଭିନେତ୍ରୀ ଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପକ୍ଷ କରିଛନ୍ତି ଏବଂ ସିନେମା ଜଗତରେ ଶୋକର ସାୟା ଖେଳି ଯାଇଛି ଏଇ ଅଭିନେତ୍ରୀଙ୍କର ମୃତ୍ୟୁରେ ପୁଣି ମନୋରଞ୍ଜନ ଦୁନିଆକୁ ଆସିଲା ବଡ଼ ଦୁଖଃଦ ଖବର|

କିଛିଦିନ ପୂର୍ବରୁ ଅସୁସ୍ଥତା ନିଶ୍ୱାସ ନେବାରୁ ଅସୁବିଧା ଏବଂ ଥଣ୍ଡା ଏବଂ କଠିନତା ହେତୁ ତାଙ୍କୁ ଡାକ୍ତର ଖାନରେ ଭର୍ତି କରାଇଥିଲା ଏଇ ଅଭିନେତ୍ରୀ ଜଣଙ୍କ ଗସକ ଭାବରେ ଗ୍ରେଡିଏରେ ନିଜର ଅଭିନୟ ଆରମ୍ଭ କରିଥିଲେ ଗୀତ ଭରା କାହାଣୀ ନାମକ ଏକ କାର୍ଯ୍ୟକ୍ରମ ସ୍ମରଣୀୟ ଥିଲା ଯେଉଁଥିରେ ସିଏ ଗୀତ ଗୁଡିକ ମଧ୍ୟରେ ବର୍ଣ୍ଣିତ କାହାଣୀ ଗୁଡିକୁ ସ୍ୱର ଦେଇଥିଲେ ଏବଂ ଗୀତ ଗୁଡିକୁ ବାଛିଥିଲେ |

ସେ ନେସନାଲ ସ୍କୁଲ ଡ୍ରାମାରେ ସନ୍ଧ୍ୟାରେ କ୍ଲାସ କରୁଥିଲେ ଏନଏସଡ଼ି ରୁ ପାଠ୍ୟକ୍ରମ ସମାପ୍ତ କରିବାପରେ ସେ ଡ୍ରାମାରେ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥିଲେ ଏଇ ଅଭିନେତ୍ରୀଙ୍କର ଦୁଇଟି ଝିଅ ଅଛନ୍ତି ଜଣେ ହେଉଛନ୍ତି ସାଇନି ଆଉ ଆଣେ ହେଉଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଲେଖକ |


ମହୋଦ ସ୍ୱଦେଶ ସିକ୍ରେଟ ସୁପରଷ୍ଟାର ଗୁଲାବ ସୀତାବକ ମେରାନୁସ ରେ ତାଙ୍କର ଚରିତ୍ର ରଖୁଥିବା ବେଗାମ କୁ 28 ମାର୍ଚ୍ଚ 2021 ରେ ଫିଲ୍ମ ଫେୟାର ପୁରସ୍କାର ପ୍ରଦାନ କରାଯାଇଥିଲା ତେବେ ଆରପାରିକୁ ଚାଲିଯାଇଛନ୍ତି ଏଇ ପ୍ରସିଦ୍ଧ ଅଭିନେତ୍ରୀ କାହାର ବଡ଼ ମା ତ ଆଉ କାହାର ଭାଉଜ ସିନେମା ଜଗତରେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ସମସ୍ତଙ୍କର ବେଗମ ଫରୁକ ସାଇବା ଆଉ ନାହାନ୍ତି |

ତେବେ ଅଭିନେତ୍ରୀ ଫରୁକଙ୍କ ମୃତ୍ୟୁ ରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଶୋକର ସାୟା ଖେଳିଯାଇଛି |