ଦୁନିଆର ସବୁଠାରୁ ଶକ୍ତିଶାଳୀ ପରିବା, ଯାହା ମାସକ ଭତରେ ଆପଣଙ୍କୁ କରିଦେବ ପହିଲ ବାନ.. ଖଳି ଏହାକୁ ସବୁଦିନ ଖାଇ ଥାନ୍ତି

ଆଜି ଆମେ ଆଲୋଚନା କରିବା ସମୟ ଅନଶୁୟାରେ କିପରି ଶରୀର କୁ ମଜବୁତ କରିବା I ଲୋକେ ନିଜ ଶରୀର ର ଶକ୍ତି ବୃଦ୍ଧି ପାଁଇ ଆୟୁର୍ବେଦ ର ସହାୟତା ନେଇଥାନ୍ତି I ଏବଂ ଏହି ଔଷଧ ର ସେବନ ନ କରିବା ପରେ ଶରୀର ର ବାଳ କମିଯାଇଥାଏ I

ଏକ ପରିବା କାଙ୍କଡ଼ ନାମ ତ ଆପଣ ଶୁଣିଥିବେ I ଏହା କୁ କିଛି ଲୋକେ ମିଠା କଳରା ବି କହିଥାନ୍ତି I ଏହା ଆପଣ ଙ୍କ ଶରୀର ର ଓଜନ ବଢାଇବା ରେ ସହାୟକ ହେଇଥାଏ I ଏହି କାଙ୍କଡ଼ ରେ ଫାଇବର ର ମାତ୍ରା ଅଧିକ ରହିଥାଏ ତେଣୁ ଏହି କାଙ୍କଡ଼ ଖିଇଵା ପରେ ଅନେକ ସମୟ ପର୍ଯ୍ୟନ୍ତ ଆପଣ ଙ୍କୁ ଭୋକ ଲାଗି ନ ଥାଏ I ଯଦି ଋତୁ ପରିବର୍ତନ ପରେ ଆପଣ ଙ୍କୁ ଥଣ୍ଡା ଜ୍ୱର ହେଉଛି ତେବେ ଏହା ଆପଣ ଙ୍କ ପାଁଇ ଲାଭକାରୀ ଅଟେ I

କାଙ୍କଡ଼ ର ନିୟମିତ ସେବନ ଦ୍ୱାରା ଆମ ର ପାଞ୍ଚନ ଶକ୍ତି ନିୟମତରିତ ହେଇଥାଏ ଯଦି ଆପଣ ଙ୍କୁ ଏହି ପରିବା ର ସ୍ୱାଦ ପସନ୍ଦ ନୁହେଁ ତେବେ ଆପଣ ଏହା ର ଆଚାର କରିକି ଖାଇପାରିବେ I ଏହା ର ସେବନ ଦ୍ୱାରା କବ୍ଜ ଓ ପାଚନ ନିୟନ୍ତ୍ରିତ ହେଇଥାଏ I